Odisha Link
Bridging the Missing Links in Odisha
Daily Archives

August 18, 2021

କଂଗ୍ରେସରେ କନ୍ଦଳ: ବିଧାୟକ ପଦ ଛାଡ଼ିବାକୁ…

ଭୁବନେଶ୍ବର: ପଦାରେ ପଡ଼ିଲା କୋରାପୁଟ କଂଗ୍ରେସର କନ୍ଦଳ। କରୋନାରୁ ସୁସ୍ଥ ହେବା ପରେ ବିଧାୟକ ପଦ ଛାଡ଼ିବାକୁ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ଦେଲେ ଚେତାବନୀ। କଂଗ୍ରେସରେ ଲାଗି ରହିଥିବା କନ୍ଦଳକୁ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟୀ କଲେ ତାରା। ବୁଧବାର ଦିନ ଜୟପୁର ବିଧାୟକ…

କୋଭିଡ୍ ପରିଚାଳନାରେ ନବୀନ ନମ୍ବର-୧…

ଭୁବନେଶ୍ବର: ପୁଣି ନମ୍ବର-୧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶରେ ନମ୍ବର-୧ ମୁଖ୍ୟମନ୍ତ୍ରୀ ହୋଇ ପୁଣି ଚର୍ଚ୍ଚାରେ ନବୀନ ପଟ୍ଟନାୟକ। ଏଥର କୋଭିଡ-୧୯ ପରିଚାଳନାରେ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ। ନିକଟରେ ପ୍ରକାଶ ପାଇଥିବା ଜାତୀୟ ଗଣମାଧ୍ୟମ ସଂସ୍ଥା ଇଣ୍ଡିଆ ଟୁଡେ ଦ୍ବାରା…

ଭଲ ଖବର: ଦେଶରେ ଶସ୍ତା ହେବ ଖାଇବା ତେଲ!

ନୂଆଦିଲ୍ଲୀ: ଲଗାତାର ଦରଦାମ ବୃଦ୍ଧି ହେତୁ ଅସନ୍ତୋଷ ଜନତା। ଏସବୁ ମଧ୍ୟରେ ଆସିଛି ଭଲ ଖବର। ଖୁବଶିଘ୍ର ସାଧାରଣ ଜନତାଙ୍କୁ ମିଳିବାକୁ ଯାଉଛି ବଡ଼ ଆ‌ଶ୍ବସ୍ତି। କାରଣ ବୁଧବାର ଦିନ ପାମ୍‌ ଅଏଲ୍‌ ମିଶନ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି ମୋଦି ସରକାର। ଦେଶରେ ଖାଇବା ତେଲର ଉପଲବ୍ଧତା ବଢ଼ାଇବାକୁ ୧୧,୦୪୦ କୋଟି…

ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ…

ରାଉରକେଲା: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦ୍ଦେର୍ଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍, ଜାତୀୟ ସ୍ବାସ୍ଥ୍ୟ ମିଶନ, ଓଡ଼ିଶା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ତଥା କ୍ରୀଡ଼ା…

ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ଘରୋଇ ଗ୍ୟାସ ସିଲିଣ୍ଡରର ଦର। ତୈଳ କମ୍ପାନିମାନଙ୍କ ଦ୍ୱାରା ଘରୋଇ ଗ୍ୟାସ ସିଲିଣ୍ଡରର ଦାମ ୨୫ ଟଙ୍କା ବୃଦ୍ଧି କରାଯାଇଛି। ଏହା ପୂର୍ବରୁ ଜୁଲାଇ ମାସରେ ଗ୍ୟାସ ସିଲିଣ୍ଡରର ଦାମ ୨୫.୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ଫଳରେ ଦିଲ୍ଲୀରେ…

ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶି…

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶୀ ଥରୁରଙ୍କୁ ଦିଲ୍ଲୀ ରାଉସ୍ ଆଭେନ୍ୟୁ କୋର୍ଟରୁ ବଡ଼ ଆଶ୍ୱସ୍ତି। ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଦିଲ୍ଲୀ କୋର୍ଟ ଶଶି ଥରୁରଙ୍କୁ କ୍ଲିନଚିଟ୍ ଦେଇଛନ୍ତି। କୋର୍ଟଙ୍କ ରାୟକୁ ସ୍ୱାଗତ କରି ଶଶି ଥରୁର କହିଛନ୍ତି କି ୭ ବର୍ଷର ସଂଘର୍ଷ ପରେ ତାଙ୍କୁ ଆଶ୍ୱସ୍ତି…

ଡାକ୍ତରଙ୍କୁ କ୍ରାଇମବ୍ରାଞ୍ଚର ଜେରା,…

ଗଜପତି: ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ୍। ପୋଲିସ ଏକ ମାସ ଧରି ତଦନ୍ତ କରି ବିଫଳ ହେବା ବେଳେ ଏହି ମାମଲାର ତଦନ୍ତ ପ୍ରକ୍ରିୟାକୁ ଅଧିକ ଜୋରଦାର କରିଛି କ୍ରାଇମବ୍ରାଞ୍ଚ। ଘଟଣା ସହ ଜଡିତ ଜଣ ଜଣଙ୍କୁ ମାରାଥନ ଜେରା କରୁଛି କ୍ରାଇମବ୍ରାଞ୍ଚ୍। ଏହାରି ମଧ୍ୟରେ ମେଡିକାଲର…

ଏନଡିଏ ପ୍ରବେଶିକା ପରୀକ୍ଷା ଦେଇପାରିବେ…

ନୂଆଦିଲ୍ଲୀ: ନ୍ୟାସନାଲ ଡିଫେନ୍ସ ଏକାଡେମୀ(ଏନଡିଏ) ପ୍ରବେଶିକା ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଏଣିକି ଏନଡିଏ ପ୍ରବେଶିକା ପରୀକ୍ଷା ଦେଇପାରିବେ ମହିଳା। ମହିଳାମାନଙ୍କୁ ଏନଡିଏ ପରୀକ୍ଷାରେ ଭାଗ ନେବାକୁ ଦେଇ ନ ଥିବାରୁ ସୁପ୍ରିମକୋର୍ଟ ଭାରତୀୟ ସେନାକୁ ନିନ୍ଦା…

ହାଇତିରେ ଖାଦ୍ୟ ପାଇଁ ହାହାକାର

ହାଇତି: ହାଇତିରେ ଶକ୍ତିଶାଳୀ ଭୂକମ୍ପ କାରଣରୁ ବହୁ ଧନ ଜୀବନ ନଷ୍ଟ ହୋଇଛି। ଭୂମିକମ୍ପରେ ଅନେକ ସହର ବଡ଼ ବଡ଼ ଅଟ୍ଟାଳିକା  ଭାଙ୍ଗି ଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୦୦୦ ଟପିଛି। ଅନେକ ଲୋକ ଏବେବି ମାଟିତଳେ ଦାବି ହୋଇରହିଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଗକୁ ଆହୁରି ମୃତ୍ୟୁସଂଖ୍ୟା…

ମନ୍ଦିର ଛାଡ଼ି ଯିବାକୁ ମନାକଲେ ପୂଜକ,…

କାବୁଲ: ତାଲିବାନ କବଜା କରିବା ପରେ ଅଫଗାନିସ୍ତାନର ସ୍ଥିତି ଅଧିକ ଭୟାବହ। ୨୦ ବର୍ଷ ପରେ ତାଲିବାନ ଶାସନ ଫେରିବା ଭୟରେ ଦେଶ ଛାଡି ଅନ୍ୟ ଦେଶକୁ ଚାଲିଯାଉଛନ୍ତି ଆଫଗାନବାସୀ। ମହିଳା ଏବଂ ଶିଶୁ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଜଣେ ମନ୍ଦିର ପୂଜକ କାବୁଲ ଛାଡ଼ି ଯିବାକୁ ମନାକରିଛନ୍ତି। ମନ୍ଦିର ପୂଜକ…