Odisha Link
Bridging the Missing Links in Odisha
Daily Archives

September 9, 2021

NIRF Ranking: ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ…

ଭୁବନେଶ୍ୱର: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ ଫ୍ରେମୱାର୍କ (ଏନ୍ଆଇଆରଏଫ) ଗୁରୁବାର ପ୍ରକାଶ ପାଇଛି। ଏଥିରେ ଭାରତର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟକୁ ନେଇ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟ ତାଲିକାର ଶ୍ରେଷ୍ଠ ୨୧ତମ

ବଙ୍ଗୋପସାଗରରେ ଲଘୁଚାପ, ପ୍ରବଳ ବର୍ଷା…

ଭୁବନେଶ୍ୱର: ଥାଇଲାଣ୍ଡ ନିକଟରେ ସୃ୍‌ଷ୍ଟି ହୋଇଥିବା ଏକ ସାଇକ୍ଲୋଜିକ୍‌ ସର୍କୁଲେସନ୍‌ ପଶ୍ଚିମ ମୁହାଁ ହୋଇଥିବା ବେଳେ ଏହାର ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଲଘୁଚାପ ଘନୀଭୂତ ହେବା ସମ୍ଭାବନା ରହିଛି । ଏଥିପାଇଁ ଶନିବାର ସୁଦ୍ଧା ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ

NIRF ର‍୍ୟାଙ୍କିଙ୍ଗ୍‌: ଓଡ଼ିଶାର ଶ୍ରେଷ୍ଠ…

ଭୁବନେଶ୍ବର: ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନୀତ ହୋଇ ବଜାୟ ରଖି ଓଡ଼ିଶାର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ନିଜ ସ୍ଥାନ ବଜାୟ ରଖିଛି ଶିକ୍ଷା ଓ ଅନୁସନ୍ଧାନ। ଗୁରୁବାର ବିଭିନ୍ନ ବର୍ଗର ଶିକ୍ଷାନୁଷ୍ଠାନକୁ ନେଇ ନ୍ୟାସନାଲ୍‌ ଇନଷ୍ଟିଚ୍ୟୁସନାଲ୍‌ ର‍୍ୟାଙ୍କିଙ୍ଗ୍‌ ଫ୍ରେମ୍‌ୱାର୍କ -୨୦୨୧

ଘୋଷଣା ହେଲା ରାଜ୍ୟସଭା ଉପନିର୍ବାଚନ…

ନୂଆଦିଲ୍ଲୀ: ଘୋଷଣା ହେଲା ରାଜ୍ୟସଭା ଉପନିର୍ବାଚନ ତାରିଖ। ରାଜ୍ୟସଭାର ଖାଲି ପଡ଼ିଥିବା ୬ ଆସନ ପାଇଁ ଉପନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି।  ଅକ୍ଟୋବର ୪ ତାରିଖରେ ରାଜ୍ୟସଭା ଉପନିର୍ବାଚନ କରାଇବାକୁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ରାଜ୍ୟସଭାର ଯେଉଁ ୬ଟି ଆସନ ପାଇଁ ଉପନିର୍ବାଚନ ହେବ,…

ଚଳିତ ବର୍ଷ ନୂଆଖାଇରେ ଶ୍ରଦ୍ଧାଳୁଙ୍କୁ…

ସମ୍ବଲପୁର: ଚଳିତ ବର୍ଷ ନୂଆଖାଇରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମା’ ସମଲେଶ୍ବରୀ। ଶ୍ରଦ୍ଧାଳୁଙ୍କ ପାଇଁ ୧୨ଟା ୩୦ମିନିଟ୍ ରୁ ୫ଟା ୩୦ମିନିଟ୍ ମଧ୍ୟରେ ଖୋଲା ରହିବ ମା’ ସମଲେଶ୍ବରୀଙ୍କ ମନ୍ଦିର। ବୈଠକ ପରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ଟ୍ରଷ୍ଟ ବୋର୍ଡ ଓ ଜିଲ୍ଲା ପ୍ରଶାସନ। ଏ ନେଇ ସୂଚନା ଦେଇଛନ୍ତି…

ପିଲାଙ୍କଠାରେ ଦେଖାଯାଉଛି ମଲ୍ଟିସିଷ୍ଟମ୍…

ଭୁବନେଶ୍ୱର: କରୋନାର ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି। ଏହି ପରିପ୍ରେକ୍ଷୀରେ ଏକ ବଡ଼ ଖବର ସାମନାକୁ ଆସିଛି। ରାଜ୍ୟରେ ଶିଶୁମାନଙ୍କ କୋଭିଡ ସଂକ୍ରମଣର ଏକ ମାସ ପରେ ଜନ୍ମରୁ ୧୦ ବର୍ଷ ପିଲାଙ୍କ ଭିତରେ ମଲ୍ଟିସିଷ୍ଟମ୍ ଇନଫ୍ଲାମେଟୋରି ସିଣ୍ଡ୍ରୋମର ସମ୍ଭାବନା ବଢିଯାଉଛି।…

ମେଡ଼ିକାଲରେ ଅବ୍ୟବସ୍ଥା: ରୋଗୀଙ୍କୁ…

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଛନ୍ତି ସିକ୍ୟୁରିଟି ଗାର୍ଡ। ରୋଗୀଙ୍କୁ ସିକ୍ୟୁରିଟି ଗାର୍ଡଇଞ୍ଜେକ୍ସନ ଦେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଭିଡ଼ିଓଟି ଗତ ଦୁଇ ଦିନ ପୂର୍ବର ବୋଲି ଜଣାପଡିଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର…

ପୁଣି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର: ମୌସୁମୀ ଅଧିବେସନ ଶେଷ ଦିନରେ ବି ଚାଲିପାରୁନି ଗୃହ। ଆଜି ପ୍ରଶ୍ନକାଳ ଆରମ୍ଭରୁ ଦୁଷ୍ମନ୍ତ ମୃତ୍ୟୁ ପ୍ରସଙ୍ଗ ଓ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ହଙ୍ଗାମା କରିଥିଲେ ବିରୋଧୀ। କଂଗ୍ରେସ ବି ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ହୋହଲ୍ଲା କରିଥିଲା। ବାଚସ୍ପତିଙ୍କ ପୋଡିୟମ ତଳେ ଉଭୟ ଦଳର ଦୋହଲ୍ଲା…

ତାଲିବାନକୁ ୩୧ ମିଲିୟନ୍ ଡଲାର ସହ…

ବେଜିଂ: ଆଫଗାନିସ୍ତାନରେ ତାଲିବାନ ନିଜର ସରକାର ଗଠନ କରିଛି। ସରକାର ଗଠନର ୨୪ ଘଣ୍ଟା ଭିତରେ ତାଲିବାନକୁ ସହାୟତା ଘୋଷଣା କରିଛି ଚାଇନା। ଚାଇନା ତାଲିବାନ ସରକାରକୁ ୩୧୦ ଲକ୍ଷ ବା ୩୧ ମିଲିୟନ୍ ଆମେରିକୀୟ ଡଲାର୍ ସହାୟତା କରିବାକୁ ଘୋଷଣା କରିଛି। ଏହାସହ ଚାଇନା ଆଫଗାନିସ୍ତାନ ପାଇଁ କରୋନା ଭ୍ୟାକସିନ୍‌ର…

ସଚିନଙ୍କୁ ଭେଟିଲେ ପାରାଲିମ୍ପିକ୍ସ…

ନୂଆଦିଲ୍ଲୀ: ପାରାଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମଥର ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଭେଟିଛନ୍ତି। ସଚିନଙ୍କୁ ଭେଟି ସେ କହିଛନ୍ତି, ନିଜ ପିଲା ଦିନର ସ୍ୱପ୍ନ ପୂରଣ କରିଛନ୍ତି। ସଚିନଙ୍କୁ ଭେଟିବା ପାଇଁ ସେ ପିଲା ଦିନରୁ ସ୍ୱପ୍ନ ଦେଖୁଥିଲେ…