Odisha Link
Bridging the Missing Links in Odisha
Daily Archives

September 9, 2021

ବିରୋଧୀ ଗୃହକୁ ଚଳାଇ ନଦେବାରୁ ଧାରଣା…

ଭୁବନେଶ୍ୱର: ଆଜି ବିଧାନସଭାର ମୌସୁମୀ ଅଧବେଶନର ଶେଷ ଦିନ। ଶେଷ ଦିନରେ ଅଧିବେଶନ ଆରମ୍ଭରୁ ବିରୋଧୀଙ୍କ ନାରାବାଜି ଓ ହୋହଲ୍ଲା କରି ଗୃହକୁ ଚଳାଇ ଦେଲେନାହିଁ ବିରୋଧୀ। ଫଳରେ ଅପରାହ୍ନ ୧୧ଟା ୩୦ ଯାଏଁ ଗୃହ ମୁଲତବି ରଖିଛନ୍ତି ବାଚସ୍ପତି। ସେପଟେ ଗୃହ ଚଲାଇ ନଦେବା ପ୍ରତିବାଦରେ ବିଧାନସଭା ପରିସରର…

ରାହୁଲ ଓ ଧର୍ମେନ୍ଦ୍ରଙ୍କ ମଧ୍ୟରେ ଟୁଇଟର…

ଭୁବନେଶ୍ୱର: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଆସନ୍ତା ୧୨ ତାରିଖରେ ନ୍ୟାସନାଲ ଏଲିଜିବିଲିଟି କମନ ଏଣ୍ଟ୍ରାନ୍ସ ଟେଷ୍ଟ(ଏନଇଇଟି) ଅନୁଷ୍ଠିତ ହେବ। ତା’ପୂର୍ବରୁ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ସାମାଜିକ ଗଣମାଧ୍ୟମରେ ବାକଯୁଦ୍ଧ ଆରମ୍ଭ ହୋଇଛି। ଏମିତିକି ପରୀକ୍ଷା ସ୍ଥଗିତ ରଖିବାକୁ ପୂର୍ବତନ…

ରଜତ ବେଦୀଙ୍କ କାର୍ ସହ ଧକ୍କା ହୋଇଥିବା…

ମୁମ୍ବାଇ: ଅଭିନେତା ରଜତ ବେଦୀଙ୍କ ପାଇଁ ବଢିଲା ସମସ୍ୟା। ଗତ ଦୁଇଦିନ ତଳେ ମୁମ୍ବାଇର ଆନ୍ଧେରି ଅଞ୍ଚଳରେ ରଜତ ବେଦୀଙ୍କ କାର୍ ସହ ଜଣେ ବ୍ୟକ୍ତିଙ୍କ ଧକ୍କା ହୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ସେ…

କରୋନା ନେଲା ଆଉ ୮ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ୭୭୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୭୮କୁ ବୃଦ୍ଧି ପାଇଛି।…

ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ପିନ୍ଧି…

ପାକିସ୍ତାନ: ପାକିସ୍ତାନରେ ଶିକ୍ଷକମାନେ ‘ଜିନ୍ସ୍’ ଏବଂ ‘ଟି-ସାର୍ଟ’ ପିନ୍ଧି ପାରିବେ ନାହିଁ ବୋଲି ସେଠାକାର ‘ଫେଡେରାଲ୍‌ ଡାଇରେକ୍ଟୋରେଟ୍‌ ଅଫ୍ ଏଜୁକେସନ୍’ (ଏଫ୍‌ଡିଇ) ଏକ ବିଜ୍ଞପ୍ତି ଜାରି କରିଛି। ସେହିପରି, ଶିକ୍ଷୟିତ୍ରୀମାନଙ୍କ ‘ଜିନ୍ସ୍‌’ ଓ ‘ଟାଇଟସ୍‌’ ପିନ୍ଧା ଉପରେ ମଧ୍ୟ ଉକ୍ତ ବିଜ୍ଞପ୍ତିରେ…

+୩ରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ…

ଭୁବନେଶ୍ୱର: ଯୁକ୍ତ ୩ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତଥା ମେଧା ତାଲିକା। ପୂର୍ବାହ୍ନ ୧୧ଟାରେ ତାଲିକା ପ୍ରକାଶ ପାଇବା ପରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଅପରାହ୍ନ ୨ଟାରୁ ୧୪ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଅନ୍ ଲାଇନ୍ ରେ ନାମଲେଖା ଫି’ ଦାଖଲ କରିପାରିବେ। ତେବେ…

ରାଜ୍ୟରେ ୨୪ ଘଣ୍ଟାରେ ୧୧୭ ଛୁଆ କରୋନା…

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ୧୮ ବର୍ଷରୁ କମ୍‌ ବୟସର ଛୁଆ କରୋନାରେ ଅଧିକ ସଂକ୍ରମିତ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୭୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୪୮ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୩୨୩ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି। ସେହିପରି…

ହେଲମେଟ ଚେକିଂ ବେଳେ ପୁଲିସ୍‌-ବାଇକ୍‌…

କେନ୍ଦ୍ରାପଡ଼ା: ହେଲମଟ୍ ଯାଞ୍ଚ ବେଳେ ମାଡ଼ପିଟ୍। ହେଲମେଟ୍‌ କାହିଁ ବୋଲି ପଚାରିବାରୁ ପୁଲିସ୍‌ ଓ ବାଇକ୍‌ ଚାଳକଙ୍କ ମଧ୍ୟରେ ହାତାହାତି ହୋଇଛି। ଗତ କାଲି ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ଟାଉନ୍ ଥାନା ତିନିମୁହାଣୀ ଛକରେ ଏଭଳି ଘଟଣା ଘଟିଛି। ସୂଚନା ମୁତାବକ, ଗତ ରାତିରେ ବାଇକ୍ ଚାଳକ ଜଣକ ବିନା…

ଏସିଏଫ୍ ସୌମ୍ୟଙ୍କ ପରିବାରକୁ ନ୍ୟାୟ…

ଖଇରା: ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଦିନ ପରେ ବିତି ଯାଉଥିଲେ ମଧ୍ୟ ଆଜି ଯାଏଁ ନ୍ୟାୟ ମିଳିପାରୁ ନାହିଁ। ଏହି ଘଟଣାକୁ ନେଇ ଆଜି ୬ ଘଣ୍ଟିଆ ଖଇରା ବନ୍ଦ ପାଳନ ହେଉଛି। ସୌମ୍ୟଙ୍କ ପରିବାରକୁ ନ୍ୟାୟ ଦାବିରେ ୬ ଘଣ୍ଟିଆ ବନ୍ଦ ପାଳନ ହେଉଛି। ଖଇରା ନାଗରିକ ମଞ୍ଚ ପକ୍ଷରୁ ସକାଳ ୬ରୁ ଦିନ ୧୨ଟା…

୧୪ ଯାଏଁ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରେ ଉତ୍ତର ବଙ୍ଗୋପସାଗର ପୂର୍ବ ଭାଗରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ। ଯାହା ୧୧ରେ ଲଘୁଚାପରେ ପରିଣତ ହୋଇ ୧୩ କିମ୍ବା ୧୪ ତାରିଖ ସକାଳେ ଦକ୍ଷିଣ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଉତ୍ତର ଆନ୍ଧ୍ର ଉପକୂଳ ଦେଇ ପଶ୍ଚିମ ଆଡ଼କୁ ଗତି କରିବ। ଏହାର ପ୍ରଭାବରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ…