Odisha Link
Bridging the Missing Links in Odisha
Daily Archives

December 14, 2021

ଲକ୍ଷ୍ମୀପୁର ଖେରି ଚାଷୀ ହତ୍ୟାକାଣ୍ଡ…

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରି ହିଂସା ମାମଲାରେ ଆସିଲା ବଡ଼ ଖବର। ଲଖୀମପୁର ଖେରୀ ହିଂସାକାଣ୍ଡ ଦୁର୍ଘଟଣା ନୁହେଁ ବରଂ ଥିଲା ଷଡ଼ଯନ୍ତ୍ର। ଏଭଳି କିଛି ରିପୋର୍ଟ ତଦନ୍ତ ଦାୟିତ୍ୱରେ ଥିବା ବିଚାରପତିଙ୍କୁ ଦେଇଛନ୍ତି ତଦନ୍ତକାରୀ ସଂସ୍ଥା ଏସଆଇଟି। ଉତ୍ତର ପ୍ରଦେଶରେ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ନୟାଗଡ ଓ ଜଗତସିଂହପୁର ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ନୟାଗଡର ୭.୭୦ ଲକ୍ଷ ଲୋକ ଏହି ସୁବିଧା ପାଇବା ବେଳେ ଜଗତସିଂହପୁରର ପ୍ରାୟ ୯ ଲକ୍ଷ ଲୋକ…

ରାତି ୧୦ଟା ପରେ ବାଜିବନି ଡିଜେ, ଫୁଟିବନି…

ଭୁବନେଶ୍ବର: ଚାଲିଛି ବାହାଘରର ଋତୁ। ହେଲେ କଟକଣାକୁ ଖୁଲମଖୁଲା ଉଲ୍ଲଘଂନ କରୁଛନ୍ତି ଲୋକେ। ଏଣିକି ରାତି ୧୦ଟା ପରା ବିବାହ ପ୍ରସେସନରେ ଡିଜେ ସାଉଣ୍ଡ ଓ ବାଣ ଫୁଟାଇବା ମନା। ଏନେଇ କଟକଣା କଡ଼ାକଡ଼ି କଲା କମିଶନରେଟ୍‌ ପୋଲିସ। ପୂର୍ବରୁ ଏହି ନିୟମ ବଳବତ୍ତର ରହିଥିଲେ ବି ଏହି ନିୟମକୁ ଲୋକେ ମାନୁନଥିଲେ।…

ନିଯୁକ୍ତି ପାଇବେ ୬୦୦୦ ଶିକ୍ଷକ, କଳିଙ୍ଗ…

ଭୁବନେଶ୍ବର: ରାଜ୍ୟରେ ହଜାରେ କି ଦୁଇ ହଜାର ନୁହେଁ ଏକାକାଳୀନ ନିଯୁକ୍ତ ପାଇବେ ୬ ହଜାର ଶିକ୍ଷକ। ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମର ହକି ଗ୍ୟାଲେରୀରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ରାଜ୍ୟ ସରକାରଙ୍କର ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ଏଥିପାଇଁ କରାଯାଉଛି…

ନୟାଗଡ଼ବାସୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ

ନୟାଗଡ଼: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ସ୍ବାସ୍ଥ୍ୟ ସେବାରେ ସାମିଲ ହେଲା ନୟାଗଡ଼। ଭର୍ଚୁଆଲ ମୋଡ଼ରେ ନୟାଗଡ଼ ଜିଲ୍ଲାରେ ବିଏସ୍‌କେଓ୍ବାଇ ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନର ଶୁଭରାମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ନୟାଗଡ଼ବାସୀଙ୍କୁ ୯୯୫ କୋଟି ଟଙ୍କାର ପ୍ରକଳ୍ପ…

ରାଜଧାନୀରେ ମାଡ଼ିଲା ଓମିକ୍ରନ୍, ଆଉ ୪…

ନୂଆଦିଲ୍ଲୀ: ଡରାଉଛି ଓମିକ୍ରନ୍। ଦେଶରେ ଗୋଟିଏ ରାଜ୍ୟ ପରେ ଗୋଟିଏ ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍। ଏବେ ପୁଣିଥରେ ରାଜଧାନୀ ଦିଲ୍ଲୀରେ ୪ ନୂଆ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦିଲ୍ଲୀରେ ମୋଟ ଓମିକ୍ରନ୍‌ ଆକ୍ରାନଙ୍କ ସଂଖ୍ୟା ୬ରେ ପହଁଞ୍ଚିଛି। ସାରା…

ପରଲୋକରେ ସାମ୍ବାଦିକ

ଭୁବନେଶ୍ୱର: ପରଲୋକରେ ଟେଲିଭିଜନ ସାମ୍ବାଦିକ। ଓଟିଭିର ରାୟଗଡ଼ା ଜିଲ୍ଲା ପ୍ରତିନିଧି ମନୋଜ ପାତ୍ରଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ହୋଇଥିଲା। ଗତକାଲି ମନୋଜ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ…

ଜାଡ଼ରେ ଥରୁଛି ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି: ଲଘୁଚାପ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ଶୀତ ବେଶି ଅନୁଭୂତ ହୋଇନଥିଲା। ଏବେ ବଦଳିଛି ପାଣପାଗ। ଆଉ ଜାଡ଼ରେ ଥରୁଛି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି। କେବଳ ଦାରିଙ୍ଗବାଡ଼ି ନୁହେଁ ରାଜ୍ୟର ଅନ୍ୟ ସହରରେ ମଧ୍ୟ ଶୀତ ବଢ଼ିବାରେ ଲାଗିଛି। ଦାରିଙ୍ଗବାଡ଼ିରେ ସୋମବାର ୧୦ ଡିଗ୍ରୀ ସେଲସିଅସ ତାପମାତ୍ରା…

ଇଣ୍ଡୋନେସିଆରେ ବଡ଼ ଧରଣର ଭୂକମ୍ପ, ସୁନାମି…

ଜକାର୍ତ୍ତା: ଭୂକମ୍ପ ଝଟକାରେ ଥରିଛି ପୂର୍ବ ଇଣ୍ଡୋନେସିଆ। ମଙ୍ଗଳବାର ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ ଅନୁଭୂତ। ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୭.୫ ରହିଥିବା ଜଣାପଡ଼ିଛି। ସବୁଠୁ ବଡ଼କଥା ହେଲା ଭୂକମ୍ପ ଝଟକା ପରେ ଭୟଙ୍କର ସୁନାମି ଆସିବାର ଆଶଙ୍କା ଥିବାରୁ ପ୍ରାଶସନ ପକ୍ଷରୁ ସତର୍କ ସୂଚନା ଜାରି…