Odisha Link
Bridging the Missing Links in Odisha
Daily Archives

December 29, 2022

ଅନୁଗୁଳରେ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତା ସତ୍ତ୍ୱେ ରାଜ୍ୟ ସରକାର ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ନନେବା ଦୁର୍ଭାଗ୍ୟଜନକ ବୋଲି ଗୁରୁବାର ଅନୁଗୁଳରେ ବିଭିନ୍ନ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଅନୁଗୋଳ କେଭି- ୨ କ୍ୟାମ୍ପସ ପାଇଁ ଭୂମିପୂଜନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ…

ଆଇଆଇଟି ଖଡ଼ଗପୁର ପକ୍ଷରୁ ସୋଆ…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ର ପ୍ରତିଷ୍ଠାତା ସଭାପତି ତଥା ଆଇଆଇଟି ଖଡଗପୁରର ପୂର୍ବତନ ଛାତ୍ର ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଆଇଆଇଟି ଖଡଗପୁର ପକ୍ଷରୁ ଏଠାରେ ବୁଧବାର ଡିଷ୍ଟିଙ୍ଗୁଇସ୍‌ଡ ଆଲମ୍ନସ୍‌ ସମ୍ମାନ ପ୍ରଦାନ କରାଯାଇଛି । ଗତ ଡିସେମ୍ବର ୨୪ ତାରିଖ ଦିନ…

୬ଟି ଦେଶରୁ ଆସୁଥିଲେ, ଆରଟିପିସିଆର ଟେଷ୍ଟ…

ଓଏଲ୍‌ ବ୍ୟୁରୋ : ଚୀନରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱବାସୀ ଚିନ୍ତାରେ ଥିବାବେଳେ କେନ୍ଦ୍ର ସରକାର ଏହାକୁ ନେଇ ଏକ ବଡ ନିଷ୍ପତ୍ତି ନେଇଛନ୍ତି। କରୋନାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟମନ୍ତ୍ରୀ ୬ଟି ଦେଶରୁ ଭାରତ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ଜମା କରିବା…

ରେଲୱେ ଅଫିସର ମନୋଜ କୁମାର ମିଶ୍ର,…

ଓଏଲ୍‌ ବ୍ୟୁରୋ : ଇସ୍ତଫା ଦେଲେ ରେଲୱେ ଟ୍ରାଫିକ ସର୍ଭିସ ଅଫିସ। କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଦ୍ୱାରା ସୂଚନା ଜାରି କରାଯାଇ କୁହାଯାଇଛି ଯେ, ପୂର୍ବତଟ ରେଳବାଇର ରେଲୱେ ଟ୍ରାଫିକ ସର୍ଭିସ(ଆଇଆରଟିଏସ) ଅଫିସର ମନୋଜ କୁମାର ମିଶ୍ର ରେଳବାଇ ସେବାରୁ ଇସ୍ତଫା ଦେଇଛନ୍ତି। ତେବେ ତାଙ୍କର…

ପର୍ଯ୍ୟଟକଙ୍କ ପାଇଁ ଜାନୁଆରୀ ୪ରୁ…

ଓଏଲ୍‌ ବ୍ୟୁରୋ : ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ୧୧ଦିନ ବନ୍ଦ ରହିବା ନେଇ ସୂଚନା। କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଉଦ୍ୟାନ। ପର୍ଯ୍ୟଟକଙ୍କ ପାଇଁ ଜାନୁଆରୀ ୪ ରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ। କୁମ୍ଭୀର ଗଣନା ପାଇଁ ବିଶେଷଜ୍ଞ ଡକ୍ଟର ସୁଧାକର…

ବଲିଉଡର ପ୍ରଯୋଜକ ନୀତିନ ମନମୋହନଙ୍କର…

ଓଏଲ୍‌ ବ୍ୟୁରୋ : ବଲିଉଡର ଜଣେ ପ୍ରସିଦ୍ଧ ପ୍ରଯୋଜକଙ୍କ ଦେହାନ୍ତ ଖବର ସାମ୍ନାକୁ ଆସିଛି। ଏହାକୁ ନେଇ ବଲିଉଡରେ ଶୋକର ଛାୟା ଖେଳିଯାଇଛି।। ହୃଦଘାତ କାରଣରୁ ବଲିଉଡର ପ୍ରଯୋଜକ ନୀତିନ ମନମୋହନଙ୍କ ଦେହାନ୍ତ ହେବା ଜଣା ପଡିଛି। ସୂଚନା ଅନୁସାରେ ଡିସେମ୍ବର ୩ ତାରିଖରେ ନୀତିନ ମନମୋହନଙ୍କର ହୃଦଘାତ ହେବାପରେ…

ହକି ବିଶ୍ୱକପ ପାଇଁ ସଙ୍ଗୀତ ନିର୍ଦ୍ଦେଶନା…

ଓଏଲ୍‌ ବ୍ୟୁରୋ : ହକି ବିଶ୍ୱକପକୁ ନେଇ କ୍ରୀଡା ପ୍ରେମୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ହକି ବିଶ୍ୱକପ ପାଇଁ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବାବେଳେ ହକି ଆନ୍ଥେମ ପାଇଁ ନିର୍ଦେଶନା ଦେଇଛନ୍ତି ଓଡ଼ିଆ ପୁଅ ପ୍ରେମ ଆନନ୍ଦ। ଆସନ୍ତା ୧୧ ତାରିଖରେ କଟକରେ ଆୟୋଜିତ ହେବ ହକି ବିଶ୍ୱକପ୍…

ସିରମ୍‌ ଇନଷ୍ଟିଚ୍ୟୁଟ ଦେବ ୨କୋଟି ମାଗଣା…

ଓଏଲ୍‌ ବ୍ୟୁରୋ : ଚୀନରେ ବଢୁଥିବା କରୋନା ମହାମାରୀକୁ ନଜରରେ ରଖି ସରକାର ଦେଶ ବାସୀଙ୍କୁ ସତର୍କ ରହିବାକୁ ଉଦ୍ବୋଧନ ଦେଇଥିଲେ ସରକାର। ବର୍ତ୍ତମାନ କରୋନା ଟିକାକୁ ନେଇ ଗୁରୁତ୍ୱପୂର୍ଣ ନିଷ୍ପତି ନେଇଛି ସିରମ୍‌ ଇନଷ୍ଟିଚ୍ୟୁଟ। କେନ୍ଦ୍ର ସରକାରଙ୍କୁ ୨ କୋଟି କୋଭିଶିଲ୍ଡ କରୋନା ଟିକା ଡୋଜ୍‌ ମାଗଣାରେ ଯୋଗାଇ…

ଅନୁଗୁଳ ବାସୀଙ୍କୁ ନୂଆବର୍ଷ ଭେଟି ଦେଲେ…

ଓଏଲ୍‌ ବ୍ୟୁରୋ : ଅନୁଗୁଳରେ ମୁଖ୍ୟମନ୍ତ୍ରୀ। ବିକାଶ ହେଉଛି ଅନୁଗୁଳର ସବୁଠୁ ବଡ ପରିଚୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଅନୁଗୁଳ ଗସ୍ତରେ ଆସି ୨୪ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। ମିଶନ ଶକ୍ତିର ମହିଳାମାନଙ୍କ ପାଇଁ ୨୪୨ କୋଟିର ଋଣ ଡିଜିଟାଲ୍ ଲଞ୍ଚିଂ କରିଛନ୍ତି।…

ହୋଟେଲରେ ଅଗ୍ନିକାଣ୍ଡ : ଚାଲିଗଲା…

ଓଏଲ୍‌ ବ୍ୟୁରୋ : ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। ଅଗ୍ନିକାଣ୍ଡରେ ୧୦ଜୀବନ ଚାଲିଯାଇଥିବାବେଳେ ଅନେକ ଫସିରହିଥିବା ଜଣା ପଡିଛି। ଘଟଣାଟି କାମ୍ବୋଡିଆର ଏକ ହୋଟେଲ କାସିନୋରେ ହୋଇଥିବାବେଳେ ୧୦ଜଣ ମୃତ ସହ ୩୦ଜଣ ଆହତ। ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି…