Odisha Link
Bridging the Missing Links in Odisha

ପର୍ଯ୍ୟଟକଙ୍କ ପାଇଁ ଜାନୁଆରୀ ୪ରୁ ଭିତରକନିକା ବନ୍ଦ

ଜାନୁଆରୀ ୪ ରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ।

ଓଏଲ୍‌ ବ୍ୟୁରୋ : ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ୧୧ଦିନ ବନ୍ଦ ରହିବା ନେଇ ସୂଚନା। କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ ଉଦ୍ୟାନ। ପର୍ଯ୍ୟଟକଙ୍କ ପାଇଁ ଜାନୁଆରୀ ୪ ରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ କୁମ୍ଭୀର ଗଣନା ପାଇଁ ବନ୍ଦ ରହିବ।

କୁମ୍ଭୀର ଗଣନା ପାଇଁ ବିଶେଷଜ୍ଞ ଡକ୍ଟର ସୁଧାକର କରଙ୍କ ତତ୍ୱାବଧାନରେ ବନ ବିଭାଗ ଅଧିକାରୀ ଦାଇତ୍ୱ ବହନ କରିବେ। ସରୀସୃପ ମାନଙ୍କର ଗତ ବର୍ଷର ହେଡକାଉଣ୍ଟର ଅନୁସନ୍ଧାନ ଅନୁଯାୟୀ, ଜାତୀୟ ଉଦ୍ୟାନରେ କୁମ୍ଭୀର ସଂଖ୍ୟା ୧୭୬୮ ରହିଥିବା ଜଣା ପଡିଥିଲା। ଏବର୍ଷ ଗଣନା ପରେ ଉଦ୍ୟାନରେ କେତେ କୁମ୍ଭୀର ଅଛନ୍ତି ତାହା ଜଣା ପଡିବ।

Leave A Reply

Your email address will not be published.