Odisha Link
Bridging the Missing Links in Odisha
Daily Archives

January 9, 2023

ରେଳଷ୍ଟେସନର ଭିଡ ନେଲା ମହିଳାଙ୍କ ଜୀବନ

ଓଏଲ୍‌ ବ୍ୟୁରୋ : ପୁରୀ ରେଳଷ୍ଟେସନର ଅସମ୍ଭାଳ ଭିଡରେ ଚାଲିଗଲା ମହିଳାଙ୍କ ଜୀବନ। ରେଳଷ୍ଟେସନରେ ଗତକାଲି ଅସମ୍ଭାଳ ଭିଡ ଥିବା ବେଳେ ଘଟିଛି ଏହି ଅଭାବନୀୟ ଘଟଣା। ନିଜ ଝିଅ ଘରକୁ ଯିବାକୁ ଆସିଥିବା ଜଣେ ମହିଳାଙ୍କର ପୁରୀ ରେଳଷ୍ଟେସନରେ ମୃତ୍ୟୁ ହୋଇଥିବା ଜଣା ପଡିଛି। ସୂଚନା ଅନୁସାରେ ଷ୍ଟେସନରେ ଅସମ୍ଭାଳ…

ଅର୍ଚ୍ଚନା ନାଗ ମାମଲା : ୧୩୦୦ ପୃଷ୍ଠାର…

ଓଏଲ୍‌ ବ୍ୟୁରୋ : ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଆଜି ହୋଇପାରେ ଖୁଲାସା। ଏହି ମାମଲାକୁ ନେଇ ଇଡି ଦାଖଲ କରିବ ଆଜି ପ୍ରଥମ ପର୍ଯ୍ୟାୟ ଚାର୍ଜସିଟ। ସୂଚନା ଅନୁସାରେ ୧୩ଶହ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟରେ ଅଭିଯୁକ୍ତ ଭାବେ ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ ଓ ଖଗେଶ୍ୱର…

ଧକ୍କା ଦେଲା ବସ୍, ଚାଲିଗଲା ଛାତ୍ରୀଙ୍କ…

ଓଏଲ୍‌ ବ୍ୟୁରୋ : ବସ୍ ଧକ୍କାରେ ଜଣେ କଲେଜ ଛାତ୍ରୀ ମୃତ୍ୟୁ ହୋଇଛି। ନିଜ ଦାଦାଙ୍କ ସହ ଛାତ୍ରୀ ଜଣକ ସ୍କୁଟିରେ ଯିବା ସମୟରେ ଘଟିଛି ଅଘଟଣ। ତେବେ ଘଟଣାଟି ଢେଙ୍କାନାଳ ଜିଲ୍ଲାର ଉପରବାଘକୁଣ୍ଡା ଠାରେ ବସ୍ ଧକ୍କା ଦେବା ଦ୍ୱାରା ଛାତ୍ରୀଙ୍କ ଜୀବନ ଚାଲିଯାଇଥିବା ଖବରରୁ ଜଣା ପଡିଛି। ମୃତ ଛାତ୍ରୀଙ୍କ ନାଁ…

ରାଉରକେଲା ବିମାନବନ୍ଦରରୁ ଜବତ ହେଲା ଗୁଳି

ଓଏଲ୍‌ ବ୍ୟୁରୋ : ରାଉରକେଲା ବିମାନବନ୍ଦର ଉଦ୍ଘାଟନ ପର ଦିନ ମିଳିଛି ଅଫୁଟା ଗୁଳି। ସୁରକ୍ଷା କର୍ମୀ ଜଣେ ଯାତ୍ରୀଙ୍କ ବ୍ୟାଗରୁ ୬ଟି ଅଫୁଟା ଗୁଳି ଜବତ କରିଥିବା ଜଣା ପଡିଛି। ଯାତ୍ରୀ ଜଣକ ବିମାନବନ୍ଦରରେ ଯିବା ସମୟରେ ସ୍କାନର ଦ୍ୱାରା ଯାତ୍ରୀଙ୍କ ବ୍ୟାଗରେ ଗୁଳି ଥିବା ଜଣା ପଡିଥିଲା। ଗୁଳି ଜବତ କରାଯିବ…

ଭିଜିଲାନ୍ସ ପଞ୍ଝାରେ ସହକାରୀ ମୃତ୍ତିକା…

ଓଏଲ୍‌ ବ୍ୟୁରୋ : ଭିଜିଲାନ୍ସ ଜାଲରେ ପଡ଼ିଥିଲେ ରାୟଗଡାର ଆଉ ଜଣେ ସରକାରୀ କର୍ମଚାରୀ। ୫ ଲକ୍ଷ ଟଙ୍କା ନେଇ ବୁଲେଟରେ ଯାଉଥିବା ସମୟରେ ସରକାରୀ କର୍ମଚାରୀ ଜଣଙ୍କୁ ଭିଜିଲାନ୍ସ ଅଟକ ରଖିଥିଲା। ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବର୍ତ୍ତମାନ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର…

ସକାଳୁ ସକାଳୁ ରାଜଧାନୀରେ କୃଷକଙ୍କ ଗର୍ଜନ

ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ବରରେ ନବ ନିର୍ମାଣ କୃଷକ ସଂଗଠନର ଜୋରଦାର ଆନ୍ଦୋଳନ। ଆଜି ଶତାଧିକ ଚାଷୀ ଦୁଇଟି ଟ୍ରାକ୍ଟରରେ ଧାନ ବସ୍ତା ଆଣି ନବୀନ ନିବାସ ଆଡ଼କୁ ଯିବାକୁ ଉଦ୍ୟମ କରିଥିଲେ। ହେଲେ ନବୀନ ନିବାସକୁ ଯିବା ବାଟରେ ନବନିର୍ମାଣ କୃଷକ ସଂଗଠନର କର୍ମୀମାନଙ୍କୁ ଉଠାଇ ନେବାରେ ସଫଳ…