Odisha Link
Bridging the Missing Links in Odisha

ଅଟୋ ସହ ପିକ୍ଅପ୍ ଭ୍ୟାନ ଧକ୍କା, ୩ ମୃତ ଏବଂ ଦୁଇ ଗୁରୁତର

ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଅଟୋ ଏବଂ ପିକ୍ଅପ୍ ଭ୍ୟାନର ୨ ଡ୍ରାଇଭର ଗୁରୁତର ଭାବେ ଆହତ

ଓଏଲ୍‌ ବ୍ୟୁରୋ : ଅଟୋ ସହ ପିକ୍ଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା ହୋଇଥିବା ଖବର ସାମ୍ନାକୁ ଆସିଛି। ଅଟୋ ସହ ପିକ୍ଅପ୍ ଭ୍ୟାନ ଧକ୍କା ହେବା ଦ୍ୱାରା ଅଟୋରେ ଥିବା ୩ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବାରିପଦା-ଦେଉଳି ରାସ୍ତାର ସିନାଧୁଆ ଛକରେ। ଏହି ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଅଟୋ ଏବଂ ପିକ୍ଅପ୍ ଭ୍ୟାନର ୨ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଥିବା ଖବରରୁ ଜଣା ପଡିଛି।

Leave A Reply

Your email address will not be published.