Odisha Link
Bridging the Missing Links in Odisha
Daily Archives

March 28, 2023

ଗୁଜୁରାଟର ଅନନ୍ତ ଜାତୀୟ ବିଶ୍ୱବିଦ୍ୟାଳୟ…

ଅହମ୍ମଦବାଦ: ଦେଶରେ ପ୍ରଥମ ଥର ପାଇଁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆମେ ‘ପ୍ରଫେସର ଅଫ୍ ପ୍ରାକ୍ଟିସ’ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହା ଆମ ଶିକ୍ଷା ଓ ଦକ୍ଷତା ବିକାଶର ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ମାର୍ଗ ପ୍ରସ୍ତୁତ କରିବ ବୋଲି କହିଛନ୍ତି କେନ୍ଦ୍ର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା…

ପ୍ରଥମଥର ପାଇଁ ସନ୍ଧ୍ୟା ପରେ ହେଲା ପାସିଂ…

ଭୁବନେଶ୍ବର: ଆଇଏନ୍‌ଏସ୍‌ ଚିଲିକାରେ ଆଜି ପ୍ରଥମ ବ୍ୟାଚ୍‌ ନୌସେନା ଅଗ୍ନିବୀରଙ୍କ ସରିଛି ପ୍ରଶିକ୍ଷଣ। ଏଥିସହିତ ଶେଷ ହୋଇଛି ଅଗ୍ନିବୀରଙ୍କ ପାସିଂ ଆଉଟ୍‌ ପରେଡ। ୪ ମାସ ଅହରହ ତାଲିମ ନେବା ପରେ ନୌସେନାରେ ଯୋଗ ଦେଇଛନ୍ତି ୨୫୮୫ ଅଗ୍ନିବୀର। ଏହା ମଧ୍ୟରେ ରହିଛନ୍ତି ୨୭୩ ଜଣ ମହିଳା। ଭାରତୀୟ ସେନାର…

ରାଜ୍ୟରେ ଆସନ୍ତା ୫ ଦିନ ଯାଏଁ ଘଡ଼ଘଡ଼ି…

ଓଏଲ୍‌ ବ୍ୟୁରୋ : ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସହ ମୃଦୁ ପବନ ଅନୁଭୂତ ହୋଇଛି। ଦିନବେଳା ପ୍ରାୟତଃ ବିଭିନ୍ନ ସ୍ଥାନରେ ତାପମାତ୍ରା ଅଧିକ ଥିବାବେଳେ ଅପରାହ୍ନରେ ବର୍ଷ ହେଉଥିବା ଜଣା ପଡୁଛି। ତେବେ ଲାଗିରହିଥିବା ଏହି ବର୍ଷା ରାଜ୍ୟର ବିଭିନ୍ନ ଅଞ୍ଚଳବାସୀଙ୍କୁ ଭିଜାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର…

ଗ୍ୟାଙ୍ଗଷ୍ଟର ରାଜନେତା ଅତିକ ଅହମ୍ମଦକୁ…

ଓଏଲ୍‌ ବ୍ୟୁରୋ : ଉତ୍ତର ପ୍ରଦେଶ ଗ୍ୟାଙ୍ଗଷ୍ଟର ରାଜନେତା ଅତିକ ଅହମ୍ମଦକୁ ଆଜୀବନ କାରାଦଣ୍ଡ। ବିଏସପି ବିଧାୟକ ରାଜୁ ପାଲ ମର୍ଡର କେସର ମୁଖ୍ୟ ସାକ୍ଷୀ ଉମେଶ ପାଲ ଅପହରଣ ମାମଲାରେ ବଡ଼ ରାୟ। ମାଫିଆ ଆତିକ ଅହମ୍ମଦ, ଭାଇ ଅସରଫ ସମେତ ୨ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପ୍ରୟାଗରାଜ ସ୍ପେଶାଲ…

ଜାପାନରେ ଭୂକଂପ, ରିକ୍ଟର ସ୍କେଲରେ…

ଓଏଲ୍‌ ବ୍ୟୁରୋ : ଭୂକମ୍ପ ଝଟକାରେ ଦୋହଲିଲା ଜାପାନ। ଭୂମିକମ୍ପର ପ୍ରଭାବ ଜାପାନର ହୋକାଇଡୋ ଠାରେ ଅନୁଭୂତ ହୋଇଛି। ତେବେ ଜାପାନର ହୋକାଇଡୋ ଠାରେ ଅନୁଭୂତ ହୋଇଥିବା ଏହି ଭୂମିକମ୍ପର ରିକ୍ଟର ସ୍କେଲରେ ତୀବ୍ରତା ୬.୧। ଭୂକଂପର ଝଟକା ପରେ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଆତଙ୍କ ଖେଳିଯାଇଛି ତେବେ। ଜାପାନର…

ନାଗରିକଙ୍କୁ ବଡ଼ ଆଶ୍ବସ୍ତି, ବୃଦ୍ଧି…

ଓଏଲ୍‌ ବ୍ୟୁରୋ : ଭାରତୀୟ ନାଗରିକଙ୍କ ପାଇଁ କେନ୍ଦ୍ରସରକାରଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ବୃଦ୍ଧି ପାଇଲା ପାନ୍-ଆଧାର ଲିଙ୍କ କରିବାର ସମୟ ଅବଧି। ପୂର୍ବରୁ ମାର୍ଚ୍ଚ ୩୧ ଯାଏଁ ଥିଲା ଏହାର ସମୟସୀମା। ବର୍ତମାନ ଏହା ପରିବର୍ତନ ହୋଇ ଜୁନ ୩୦ ହୋଇଛି। ପାନ୍ କାର୍ଡ ବ୍ୟବହାର କରୁଥିବା ବ୍ୟକ୍ତି ଏହି…

ବିଧାନସଭାରେ ନବକୃଷ୍ଣ ଚୌଧୁରୀଙ୍କ ବାସଭବନ…

ଓଏଲ୍‌ ବ୍ୟୁରୋ : ରାଜ୍ୟରେ ଜାରି ରହିଛି ବିଧାନସହ ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଶ୍ନ ସୃଷ୍ଟି ହେଉଥିବାବେଳେ ଗୃହରେ ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ନବ କୃଷ୍ଣ ଚୌଧୁରୀଙ୍କୁ ନେଇ ପ୍ରସଙ୍ଗ ହୋଇଥିଲା। ନବ କୃଷ୍ଣ ଚୌଧୁରୀଙ୍କ ଅବହେଳିତ ବାସଭବନ ପ୍ରସଙ୍ଗ ଉଠାଇଲେ ଖଣ୍ଡପଡା ବିଧାୟକ ସୋମ୍ୟରଞ୍ଜନ…

ପୁଣିଥରେ ମୋ ବସ୍‌ରେ ଲୁଟ, ଯାତ୍ରୀଙ୍କ…

ଓଏଲ୍‌ ବ୍ୟୁରୋ : ରାଜଧାନୀରେ ମାତିଛନ୍ତି ଲୁଟେରା। ବିଭିନ୍ନ ଢଙ୍ଗରେ ଲୁଟିବାରେ ଲାଗିଛନ୍ତି। ତେବେ ମୋ ବସରେ ବାରମ୍ବାର ଚୋରି ହେଉଥିବା ଘଟଣା ସାମ୍ନାକୁ ଆସୁଥିବାବେଳେ ଆଜି ପୁଣିଥରେ ଜଣେ ଯାତ୍ରୀ ଲୁଟର ଶିକାର ହୋଇଛନ୍ତି। ୧୮ନଂ ରୁଟ୍‌ର ଜଗତପୁର-ବରମୁଣ୍ଡା ଯାଉଥିବା ବସ୍‌ରେ ଚୋରି ହୋଇଥିବା ଅଭିଯୋଗ…

ଏନଏସ୍‌ଏରେ ବୁକ୍‌ ପାଇଁ ବାଚସ୍ପତିଙ୍କ…

ଓଏଲ୍‌ ବ୍ୟୁରୋ: ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଜାରି ରହିଛି ଅଧିଵେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ-ଶାସକଦଳ ମୁହାଁମୁହିଁ ହେଉଥିବା ଜଣା ପଡିଛି। ତେବେ ଆଜି ବିଧାନସଭା ଶୂନ୍ୟକାଳରେ ଜାଲ୍‌ ସାର୍ଟିଫିକେଟ୍‌ ପ୍ରସଙ୍ଗ ହୋଇଛି। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏନେଇ ନିଜର…

ମହାନଦୀ ପ୍ରସଙ୍ଗକୁ ନେଇ ଗୃହରେ…

ଓଏଲ୍‌ ବ୍ୟୁରୋ : ଗୃହରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଜାରି ରହିଛି ଅଧିଵେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭାରେ ବିରୋଧୀ-ଶାସକଦଳ ମୁହାଁମୁହିଁ ହେଉଥିବା ଜଣା ପଡିଛି। ତେବେ ଆଜି ବିଧାନସଭାରେ ମହାନଦୀ ଜଳ ବିବାଦ ପ୍ରସଙ୍ଗ ହୋଇଥିଲା। ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମହାନଦୀ ପ୍ରସଙ୍ଗ…