Odisha Link
Bridging the Missing Links in Odisha
Daily Archives

March 29, 2023

ରାଜ୍ୟରେ ୧ ହଜାର ଶୀତଳୀକରଣ ଗୃହ ନିର୍ମାଣ…

ଓଏଲ୍‌ ବ୍ୟୁରୋ : ବିଧାନସଭାରେ ଜାରି ରହିଛି ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ-ଶାସକଦଳ ଗୃହରେ ପ୍ରଶ୍ନକାଳରେ ପ୍ରସଙ୍ଗ ରଖିଛନ୍ତି। ତେବେ ଏହାରି ମଧ୍ୟରେ ଶୀତଳ ଭଣ୍ଡାର କଥାକୁ ନେଇ ଗୃହରେ ବିବୃତି ରଖିଥିଲେ କୃଷି ମନ୍ତ୍ରୀ। କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କହିବା ଅନୁସାରେ,…

ଦେଶରେ କରୋନା ଭୟ, ୫ ମାସରେ ସର୍ବାଧିକ…

ଓଏଲ୍‌ ବ୍ୟୁରୋ : ପୁଣି ଡ଼ରାଇଲାଣି କରୋନା ମହାମାରୀ। କିଛି ମାସର ବ୍ୟବଧାନ ପରେ ଆଜି ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି। ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୨,୧୦୦ ରୁ ଅଧିକ ହୋଇଥିବାବେଳେ, ଏହା ୫ ମାସରେ ସର୍ବାଧିକ ବୋଲି କୁହାଯାଉଛି। ଦିନକରେ ସୁସ୍ଥ ହୋଇଛନ୍ତି ୧ ହଜାର ୨୨୨…

ବଳଦକୁ ଖାଇଲା ବାଘ, ଆତଙ୍କିତ ଲୋକେ

ଓଏଲ୍‌ ବ୍ୟୁରୋ : ବାଘ ସୃଷ୍ଟି କରିଛି ଆତଙ୍କ। ନୂଆପଡ଼ାରେ ବାଘ ଭୟରେ ଗ୍ରାମବାସୀ। ବାଘ ଆକ୍ରମଣରେ ପୁଣି ଏକ ବଳଦର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ସୁନାବେଡ଼ା ଅଭୟାରଣ୍ୟ ଜଲମଡ଼େଇ ଗାଁରେ ଏକ ବଳଦକୁ ରାତିରେ ବାଘ ମାରି ଖାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଘଟଣାସ୍ଥଳରେ ବନ କର୍ମଚାରୀ…

ବାସୁଦେବପୁରରୁ ଉଦ୍ଧାର ହେଲା ସନ୍ଦିଗ୍ଧ…

ଓଏଲ୍‌ ବ୍ୟୁରୋ : ରାଜ୍ୟରେ ଏବେ ଅଜଣା ପାରାଙ୍କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ବାରମ୍ଵାର ରାଜ୍ୟରେ କେତୋଟି ଜିଲ୍ଲାରେ ସଂଦିଗ୍ଧ ପାରା ମିଳିଥିବା ଖବର ସାମ୍ନାକୁ ଆସିଛି। ତେବେ ଆଉ ଏକ ପାରା ବାସୁଦେବପୁର ବାଲିମେଦ ଅଞ୍ଚଳରୁ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ପାରାର ଗୋଡ଼ରେ ପିତ୍ତଳ ରିଙ୍ଗ୍‌ରେ କିଛି…

ଆଜି ରୁକୁଣା ରଥଯାତ୍ରା, ରଥରେ ବିଜେ…

ଓଏଲ୍‌ ବ୍ୟୁରୋ : ରୁକୁଣା ରଥଯାତ୍ରା ଲିଙ୍ଗରାଜଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ ଯାହା ଓଡ଼ିଶାର ଭୁବନେଶ୍ୱରଠାରେ ଲିଙ୍ଗରାଜ ମନ୍ଦିରରେ ପାଳନ କରାଯାଇଥାଏ। ଏହା ପୁରୀର ରଥଯାତ୍ରାଠାରୁ ମଧ୍ୟ ଅଧିକ ପୁରୁଣା ଯାତ୍ରା। ତେବେ ଆଜି ଏହି ରୁକୁଣା ରଥଯାତ୍ରା। ରଥରେ ବିଜେ କରି ଯାତ୍ରା କରିବେ ମହାପ୍ରଭୁ…

ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ

ଓଏଲ୍‌ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଠାରେ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀର ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ହୋଇଛି। ଘରୋଇ କଳହକୁ ନେଇ ମଦପିଇ ସ୍ତ୍ରୀକୁ ପିଟିପିଟି ସ୍ବାମୀ ମାରିଦେଇଥିବା ଅଭିଯୋଗ ହୋଇଛି। ଖବର ଅନୁସାରେ, ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ…