Odisha Link
Bridging the Missing Links in Odisha
Daily Archives

July 2, 2023

ମହାରାଷ୍ଟ୍ର ରାଜନୀତିରେ ମହା ଟ୍ବିଷ୍ଟ;…

ଓଏଲ୍‌ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଅଙ୍କକଷା ଆରମ୍ଭ କରିଛନ୍ତି। ଆଗାମୀ ନିର୍ବାଚନରେ ବର୍ତ୍ତମାନର ମୋଦି ସରକାରକୁ ଗାଦିରୁ ହଟାଇବା ପାଇଁ ୧୫ରୁ ଅଧିନ ବିରୋଧୀ ଦଳ ମେଳି କରି ବିଜେପି ସରକାରକୁ ଟକ୍କର ଦେବା ପାଇଁ କରୁଛନ୍ତି ସ୍ବତନ୍ତ୍ର ରଣନୀତି। ଏସବୁ ମଧ୍ୟରେ…

କଲମାର ସବୁ ଗେଟ୍ ଖୋଲିଦେଲା ଛତିଶଗଡ଼,…

ଓଏଲ୍‌ ବ୍ୟୁରୋ: ଛତିଶଗଡ଼-ଓଡ଼ିଶା ମଧ୍ୟରେ ଲାଗିରହିଛି ମହାନଦୀ ଜଳବିବାଦ। ଏହାରି ମଧ୍ୟରେ ଚଳିତ ମୌସୁମୀରେ ଛତିଶଗଡ଼ ପ୍ରଥମ କରି ଗତ ସପ୍ତାହରେ ମହାନଦୀରେ ପାଣି ଛାଡ଼ିଥିଲା। କଲମା ବ୍ୟାରେଜର ୫ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିଲା। ବର୍ତମାନ କଲମା ବ୍ୟାରେଜରେ ଖୋଲିଲା ସମସ୍ତ ୬୬ ଗେଟ୍‌। ପ୍ରବଳ ବର୍ଷା…

ସରିଲା ବିଶ୍ବପ୍ରସିଦ୍ଧ ରଥଯାତ୍ରା, ରତ୍ନ…

ଓଏଲ୍‌ ବ୍ୟୁରୋ: ନଅ ଦିନର ଲୀଳା ସାରି ନୀଳକନ୍ଦରକୁ ଫେରିଛନ୍ତି ନୀଳାଦ୍ରିନାଥ। ନୀଳାଦ୍ରି ବିଜେ ପରେ ଆରମ୍ଭ ହେଲା ଦର୍ଶନ। ରତ୍ନ ସିଂହାସନରେ ଦର୍ଶନ ଦେଉଛନ୍ତି ତିନି ଠାକୁର। ଆଜି ଦିନ ୨ଟାରେ ବାହାରିବ ନୀଳାଚଳ ଅବଢ଼ା। ଗତକାଲି ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେରେ ନୀଳକନ୍ଦରକୁ ଫେରିଥିଲେ…

ତାତିରୁ ନାହିଁ ନାସ୍ତି! ରାଜ୍ୟରେ…

ଓଏଲ୍‌ ବ୍ୟୁରୋ: ମୌସୁମୀ ଆଗମନ ଦ୍ୱାରା ରାଜ୍ୟର କିଛି ଜିଲ୍ଲାରେ ତାତିରୁ ତ୍ରାହି ମିଳିଥିଲା। ହେଲେ ପୁଣିଥରେ ଅହସ୍ୟ ଗୁଳିଗୁଳି ଅନୁଭୂତ ହେଲାଣି। ଗୋଟେ ପଟେ ବର୍ଷା ହେବ ବୋଲି ଆଶଙ୍କା କରାଯାଉଥିବାବେଳେ ଅନ୍ୟପଟେ ତାତି ବଢିବା ନେଇ ଆକଳନ କରାଯାଉଛି।…

ଟ୍ୱିଟରକୁ ନେଇ ଏଲନଙ୍କ ନୂଆ ନିୟମ, ପୋଷ୍ଟ…

ଓଏଲ୍‌ ବ୍ୟୁରୋ: ଟ୍ୱିଟରକୁ ନେଇ ପୁଣି ଏକ ବଡ଼ ଖବର ସାମ୍ନାକୁ ଆସିଛି। ଟ୍ୱିଟରର ପୂର୍ବତନ ସିଇଓ ଏଲନ ମସ୍କ ଆଣିଲେ ନୂଆ ନିୟମ। ପ୍ରତିଦିନ ଟ୍ୱିଟର ପୋଷ୍ଟ କରିବା ଓ ପଢ଼ିବା ଉପରେ ଲାଗିଛି ଅଙ୍କୁଶ। ଭେରିଫାଏଡ୍ ଆକାଉଣ୍ଟ ଗୋଟିଏ ନିୟମ ହୋଇଥିବାବେଳେ ଭେରିଫାଏଡ୍ ହୋଇନଥିବା ଆକାଉଣ୍ଟଧାରୀଙ୍କ ପାଇଁ ଆଉ ଏକ…

ବାହାନଗା ଟ୍ରେନ୍‌ ଟ୍ରାଜେଡିକୁ ମାସେ,…

ଓଏଲ୍‌ ବ୍ୟୁରୋ: କରମଣ୍ଡଳର କଳାରାତିକୁ ପୁରିଲା ଏକ ମାସ। ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ହୋଇଥିବା ଟ୍ରେନ୍‌ ଟ୍ରାଜେଡିକୁ ପୁରିଲା ଏକ ମାସ। ଟ୍ରେନ୍‌ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି କଟକ ବଡ଼ ମେଡିକାଲ, ଭୁବନେଶ୍ବରର ଏମ୍ସରେ ବହୁ ଆହତଙ୍କ ଚିକିତ୍ସା ଚାଲିଛି।…

ଦିନିକିଆ ବିଶ୍ବକପ୍‌ ପାଇଁ ଦୁଇ ଦୁଇ ଥର…

ଓଏଲ୍‌ ବ୍ୟୁରୋ: ଏକଦା ବିଶ୍ବ କ୍ରିକେଟରେ ଦବଦବା ଜାହିର କରୁଥିଲା ଓ୍ବେଷ୍ଟଇଣ୍ଡିଜ କ୍ରିକେଟ ଟିମ୍‌। ଏବେ ବିଶ୍ବକପ୍‌ ଖେଳିବାକୁ କରୁଛି କଡ଼ା ସଂଘର୍ଷ। ଚଳିତ ବର୍ଷ ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ବକପ୍‌ ପାଇଁ ଓ୍ବେଷ୍ଟଇଣ୍ଡିଜ୍‌ ଯୋଗ୍ୟତା ଅର୍ଜନ କରିପାରିନାହିଁ। ଜିମ୍ବାୱେରେ ଚାଲିଥିବା…