Odisha Link
Bridging the Missing Links in Odisha

ତାତିରୁ ନାହିଁ ନାସ୍ତି! ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ ଦୁର୍ବଳ 

ଓଏଲ୍‌ ବ୍ୟୁରୋ: ମୌସୁମୀ ଆଗମନ ଦ୍ୱାରା ରାଜ୍ୟର କିଛି ଜିଲ୍ଲାରେ ତାତିରୁ ତ୍ରାହି ମିଳିଥିଲା। ହେଲେ ପୁଣିଥରେ ଅହସ୍ୟ ଗୁଳିଗୁଳି ଅନୁଭୂତ ହେଲାଣି। ଗୋଟେ ପଟେ ବର୍ଷା ହେବ ବୋଲି ଆଶଙ୍କା କରାଯାଉଥିବାବେଳେ ଅନ୍ୟପଟେ ତାତି ବଢିବା ନେଇ ଆକଳନ କରାଯାଉଛି।

https://twitter.com/mcbbsr/status/1675367019909357569?s=20

ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁସାରେ, ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରବାହ ଦୁର୍ବଳ ହେତୁ ଗତ ୩ ରୁ ୪ ଦିନ ଧରି ବର୍ଷାର ମାତ୍ର କମିବା ସହ ଉଚ୍ଚ ଆଦ୍ରତାର ଉପସ୍ଥିତି ହେତୁ ଗୁଳୁଗୁଳି ଅନୁଭୂତ ହେଉଛି। ଏହା ପ୍ରଭାବରେ ତାତି ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି।

Leave A Reply

Your email address will not be published.