Odisha Link
Bridging the Missing Links in Odisha
Daily Archives

July 4, 2023

ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା…

ଓଏଲ୍‌ ବ୍ୟୁରୋ: ଟିମ୍‌ ଇଣ୍ଡିଆର ପୁର୍ବତନ ଷ୍ଟାର ବୋଲର ଅଜିତ ଅଗରକରଙ୍କୁ ଗୁରୁ ଦାୟିତ୍ବ। ଭାରତୀୟ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତ ହେଲେ ଅଜିତ ଅଗରକର। ଏନେଇ ଆଜି ବିସିସିଆଇ ଘୋଷଣା କରିଛି। ନିକଟରେ ଅଜିତ ଅଗରକର ଆଇପିଏଲ୍‌ ଦଳ ଦିଲ୍ଲୀ କ୍ୟାପିଟାଲ୍ସର ସହକାରୀ ପ୍ରଶିକ୍ଷକ ପଦରୁ ଇସ୍ତଫା…

ଭାଗ ଭାଗ ହୋଇଯିବ ବିଜେଡି: କଂଗ୍ରେସ…

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଯେଉଁ ମହାଡ୍ରାମା ଚାଲିଛି ତାକୁ ନେଇ ସାରା ଦେଶରେ ଚର୍ଚ୍ଚା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ଉପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ସେ ଗଣମାଧ୍ୟମକୁ କହିଛନ୍ତି ଯେ, ମହାରାଷ୍ଟ୍ର…

ବୁର୍ଲାରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ…

ଓଏଲ ବ୍ୟୁରୋ: ବୁର୍ଲା ଭୀମସାରରେ ଚାଲିଛି ଆନ୍ତଃ ମେଡିକାଲ କଲେଜ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ ‘ୟୁଫୋରିଆ’। ଏହି ସମୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ। ଭୀମସାର ଏବଂ ବ୍ରହ୍ମପୁର ଏମ୍‌କେସିଜି ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ସୂଚନା ରହିଛି।…

ଆରମ୍ଭ ହୋଇଛି ଶ୍ରାବଣ ମାସ, କପିଳାଶରେ…

ଓଏଲ ବ୍ୟୁରୋ: ଆରମ୍ଭ ହୋଇଛି ଶ୍ରାବଣ ମାସ। ଭାରତୀୟ ହିନ୍ଦୁ କ୍ୟାଲେଣ୍ଡରରେ ଶ୍ରାବଣ ମାସ ଗୁରୁତ୍ୱପୂର୍ଣ୍ଣ। ଏହି ମାସରେ ଭଗବାନ ଶିବଙ୍କୁ ପୂଜା କରାଯାଏ। ଢେଙ୍କାନାଳ ସ୍ଥିତ ପ୍ରସିଦ୍ଧ ଶୈବ ପୀଠ କପିଳାଶକୁୁ ଯାଉଥିବା ବୋଲବମ ଭକ୍ତଙ୍କ ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି। ଢେଙ୍କାନାଳ ସ୍ଥିତ ପ୍ରସିଦ୍ଧ…

ଶିମିଳିପାଳରେ ପୁଲିସ ପାଟ୍ରୋଲିଂ ଆରମ୍ଭ:…

ଓଏଲ ବ୍ୟୁରୋ: ଗତକାଲିଠୁ ଶିମିଳିପାଳରେ ପୁଲିସ ପାଟ୍ରୋଲିଂ ଆରମ୍ଭ ହୋଇଛି। ୧୬ଟି ରେଞ୍ଜ୍‌ରେ ୩୦ ପୁଲିସ କର୍ମଚାରୀଙ୍କ ପାଟ୍ରୋଲିଂ। ଶିମିଳିପାଳ ଅଭୟାରଣ୍ୟରେ ବନ୍ଧୁକ କାରଖାନା ଠାବ ହୋଇଛି। ଚଳିତମାସ ଶେଷ ସୁଦ୍ଧା ଆତ୍ମସମର୍ପଣ ପାଇଁ ଶିକାରୀଙ୍କୁ ଚେତାବନୀ ଦିଆଯାଇଛି। ଖବର ଅନୁସାରେ, ଆଗକୁ ଶିମିଳିପାଳରେ…

ଆଗକୁ ଲୋକସଭା ନିର୍ବାଚନ: ବଦଳିଲେ ୪…

ଓଏଲ ବ୍ୟୁରୋ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସ୍ବତନ୍ତ୍ର ରଣନୀତି ଆପଣାଇବାରେ ଲାଗିଛନ୍ତି ସମସ୍ତ ରାଜନୈତିକ ଦଳ। ଏଥିରୁ ବାଦ ପଡିନି ବିଜେପି। ଭାରତୀୟ ଜନତା ପାର୍ଟି ୪ ରାଜ୍ୟରେ ନୂଆ ବିଜେପି ସଭାପତି ନିଯୁକ୍ତ କରିଛି। ସୁନୀଲ ଜାଖର ହେଲେ ପଞ୍ଜାବ ବିଜେପି ସଭାପତି। କେନ୍ଦ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀ…

ଦକ୍ଷିଣ-ଓଡ଼ିଶାରେ ପ୍ରବଳ ବର୍ଷିବ!…

ଓଏଲ ବ୍ୟୁରୋ: ଜୁଲାଇ ଆରମ୍ଭରୁ କମିଛି ବର୍ଷାର ପରିମାଣ। ଚଳିତ ମୌସୁମୀ ଋତୁରେ ରାଜ୍ୟରେ ୧ଜୁନରୁ ୪ ଜୁଲାଇ ୨୦୨୩ ମଧ୍ୟରେ ୧୭୧.୭ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୨୪୭.୪ ମିମି ତୁଳନାରେ ୩୧ ପ୍ରତିଶତ କମ ରହିଛି। ତେବେ ସ୍ୱାଭାବିକ ସ୍ଥିତିକୁ ମୌସୁମୀ ପୁଣିଥରେ ଫେରିବ ବୋଲି…

ଓଡ଼ିଶା ବିଜେପିରେ ଫାଟ, ସମ୍ବିତଙ୍କ ପଟକୁ…

ଓଡ଼ିଶାରେ ବିଜେପିର ଅବସ୍ଥା ଏବେ ମଇଁଷି ଶିଙ୍ଗ ଭଳି ହେବାକୁ ଯାଉଛି। ଯୁଝିଲା ବେଳକୁ ବିଜେପି ଏକାଠି ଥିବା ଭଳି ଜଣାପଡ଼ୁଥିଲେ ବି ଦଳ ଭିତରେ ଏକାଧିକ ଫଟା ସିଙ୍ଗ ଗଜୁରିବାରେ ଲାଗିଛି। ଦଳରେ ୧୦ ବର୍ଷ ଧରି ଧର୍ମେନ୍ଦ୍ର ପ୍ରଧାନଙ୍କର ନେତୃତ୍ବକୁ ଗୁରୁତ୍ବ ଦିଆ ହୋଇ ଆସୁଥିବାବେଳେ ଏବେ ତାଙ୍କର ବିକଳ୍ପ ଭାବେ…

ରେଳବାଇର ତ୍ରୁଟିରୁ ବାହାନଗା ଟ୍ରେନ୍‌…

ଓଏଲ ବ୍ୟୁରୋ: କରମଣ୍ଡଳର କଳାରାତିକୁ ପୁରିଛି ଏକ ମାସ। ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ହୋଇଥିବା ଟ୍ରେନ୍‌ ଟ୍ରାଜେଡିକୁ ପୁରିଛିଏକ ମାସ। ଟ୍ରେନ୍‌ ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି କଟକ ବଡ଼ ମେଡିକାଲ, ଭୁବନେଶ୍ବରର ଏମ୍ସରେ ବହୁ ଆହତଙ୍କ ଚିକିତ୍ସା ଚାଲିଛି।…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୭ ମୃତ, ୨୮…

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ରରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ୩ ଗାଡିକୁ ଧକ୍କା ଦେଲା ଟ୍ରକ। ଘଟଣାସ୍ଥଳରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୮ଜଣ ଆହତ ହୋଇଛନ୍ତି। ମହାରାଷ୍ଟ୍ର ସିରିପୁରରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି। ଦୁର୍ଘଟଣାରେ ଆହତ ହୋଇଥିବା…