Odisha Link
Bridging the Missing Links in Odisha
Daily Archives

July 5, 2023

କାଲିଠୁ ମିଳୁନାହାଁନ୍ତି ୨ ସାଙ୍ଗ, ସ୍କୁଲ…

ଓଏଲ୍ ବ୍ୟୁରୋ: ଗତକାଲିଠୁ ଯିବା ସ୍କୁଲ ପରେ ଘରକୁ ଫେରିନାହାନ୍ତି ୨ ଛାତ୍ର। ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ଥାନା ସୁନ୍ଦରପୁର ଅଞ୍ଚଳର ଏକ ଘରୋଇ ସ୍କୁଲର ଦୁଇ ଦଶମ ଶ୍ରେଣୀ ଛାତ୍ର ନିଖୋଜ ଅଛନ୍ତି। ନିଖୋଜ ଛାତ୍ର ହେଲେ ୧୫ ବର୍ଷୀୟ କୁଜିମହଲ ଗାଁର ପୃଥିୀରାଜ୍ ପ୍ରଧାନ ଓ ଭରତପୁର ଅଞ୍ଚଳର ସୋନୁ କୁମାର।…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ…

ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ କର୍ମୀ। ଭିଜିଲାନ୍ସ ଜାଲରେ ପଡିଥିବା ସରକାରୀ କର୍ମୀ ଜଣକ ହେଉଛନ୍ତି ସିନ୍ଧ୍ରମାଳ ଆରଆଇ ସିମାଞ୍ଚଳ ସାହୁ। ୨୫ ହଜାର ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ସିନ୍ଧ୍ରମାଳ ଆରଆଇ ସୀମାଞ୍ଚଳ ସାହୁ ଧରାପଡ଼ିଛନ୍ତି। କ୍ଷତିପୂରଣ କରାଇବାକୁ କହି ଲାଞ୍ଚ…

ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ୫-ଟି…

ଓଏଲ୍ ବ୍ୟୁରୋ: ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ। ବିଭିନ୍ନ ସମସ୍ୟାର ସମାଧାନ ତଥା ପ୍ରକଳ୍ପର ସମୀକ୍ଷା ପାଇଁ ବୌଦ୍ଧ ଜିଲ୍ଲା ଗସ୍ତରେ ଯାଇଛନ୍ତି। ଏଥିସହ ୫-ଟି ସଚିବ ସେଠାରେ ଥିବା ଫାଇଭ-ଟି ସ୍କୁଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ମିଶନ ଶକ୍ତି ମା’ଙ୍କ ସହ ଆଲୋଚନା…

ଶ୍ରଦ୍ଧାଳୁଙ୍କ ପାଇଁ ସହଜ ହେବ ବାବା…

ଓଏଲ୍ ବ୍ୟୁରୋ: ମହାନଦୀରେ ପାଣି ବଢ଼ିବାରୁ ଧୋଇଯାଇଥିଲା ଧବଳେଶ୍ବର ମନ୍ଦିରକୁ ଯୋଡ଼ୁଥିବା ରାସ୍ତା। ଝୁଲା ପୋଲ ଦୁର୍ବଳ ଥିବାରୁ ଏହି ରାସ୍ତାରେ ଭକ୍ତମାନେ ଯାଉଥିଲେ। ଶ୍ରାବଣ ମାସ ଆରମ୍ଭ ପୂର୍ବରୁ ଏଭଳି ଘଟଣା ଚିନ୍ତାର ବିଷୟ ପାଲଟିଥିଲା। ପ୍ରଶାସନର ପ୍ରଚେଷ୍ଟାରେ ଶ୍ରଦ୍ଧାଳୁଙ୍କ ପାଇଁ ସହଜ ହେଲା ବାବା…

କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଦେଶ ଅଧ୍ୟକ୍ଷ…

ଓଏଲ୍‌ ବ୍ୟୁରୋ: ଲଗାତାର ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିିଛି ଭାରତୀୟ ଜନତା ପାର୍ଟି। ଲୋକସଭା ନିର୍ବାଚନକୁ ଆଉ ୧ ବର୍ଷରୁ କମ୍‌ ସମୟ ଥିବା ବେଳେ ବିଜେପି ପୁଣିଥରେ ସଙ୍ଗଠନ ସ୍ତରରେ କରିଛି ବଡ଼ ଅଦଳବଦଳ। ପଞ୍ଜାବ, ତେଲେଙ୍ଗାନା, ଝାଡ଼ଖଣ୍ଡ ସମେତ ଆଉ କିଛି ରାଜ୍ୟର…

‘ଡିଏନ୍‌ ହୋମ୍ସ’ରେ ଆଇଟି…

ଓଏଲ୍ ବ୍ୟୁରୋ: ଆୟକର ବିଭାଗ ପକ୍ଷରୁ ଭୁବନେଶ୍ୱରର ଏକ ବ୍ୟବସାୟିକ ପ୍ରତିଷ୍ଠାନରେ ରେଡ୍। ଜଣାଶୁଣା ବ୍ୟବସାୟିକ ପ୍ରତିଷ୍ଠାନ 'ଡିଏନ୍‌ ହୋମ୍ସ' ଉପରେ ଆଇଟି ରେଡ୍‌ କରାଯାଇଛି। ଡିଏନ୍ ହୋମ୍ସ ପ୍ରା.ଲି. ଟିକସ ଫାଙ୍କିବା ଅଭିଯୋଗରେ ୨୦ରୁ ଅଧିକ ସ୍ଥାନରେ ରେଡ୍ ଚାଲିଛି। ପୋଷ୍ଟାଲ କଲୋନୀ, ୟୁନିଟ୍-୪ରେ ଆଇଟି…

ସଡ଼କ ଦୁର୍ଘଟଣା: ଦୁଇ ବସ୍ ମୁହାଁମୁହିଁ…

ଓଏଲ୍ ବ୍ୟୁରୋ: ବାଲେଶ୍ବର ତାମୁଳିଆ ବ୍ରିଜ୍ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଦୁଇ ବସ୍ ମୁହାଁ ମୁହିଁ ଧକ୍କା ହେବା ଦ୍ୱାରା ଡ୍ରାଇଭର ସମେତ ଦୁର୍ଘଟଣାରେ ୧୪ରୁ ଅଧିକ ଯାତ୍ରୀ ଆହତ। ଘଟଣାସ୍ଥଳରେ ୨ ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଆହତଙ୍କୁ ଜିଲ୍ଲା ଚିକିତ୍ସାଳୟରେ…

ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି!…

ଓଏଲ୍ ବ୍ୟୁରୋ: ଜୁଲାଇ ଆରମ୍ଭରୁ କମିଛି ବର୍ଷାର ପରିମାଣ। ଚଳିତ ମୌସୁମୀ ଋତୁରେ ରାଜ୍ୟରେ ୧ଜୁନରୁ ୪ ଜୁଲାଇ ୨୦୨୩ ମଧ୍ୟରେ ୧୭୧.୭ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୨୪୭.୪ ମିମି ତୁଳନାରେ ୩୧ ପ୍ରତିଶତ କମ ରହିଛି। ତେବେ ସ୍ୱାଭାବିକ ସ୍ଥିତିକୁ ମୌସୁମୀ ପୁଣିଥରେ ଫେରିବ ବୋଲି…