Odisha Link
Bridging the Missing Links in Odisha
Daily Archives

July 13, 2023

ଅନୁଭବ-ବର୍ଷା ପାରିବାରିକ ବିବାଦ: ୩ ମାସ…

ଓଏଲ୍‌ ବ୍ୟୁରୋ: ଓଡ଼ିଆ ସିନେ ଜଗତର ଏକଦା ଷ୍ଟାର ଯୋଡ଼ି ଥିବା ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ। ଅଭିନେତାରୁ ନେତା ବନିଥିବା ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ଆବେଦନର ଶୁଣାଣି ଶୀଘ୍ର ଶେଷ କରିବାକୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏପରିକି…

ଲଞ୍ଚ୍ ହେବ ଚନ୍ଦ୍ରଯାନ-୩: ଆରମ୍ଭ ହୋଇଛି…

ଓଏଲ୍ ବ୍ୟୁରୋ: ପୁଣିଥରେ ବିଶ୍ବ ଦରବାରରେ ଇତିହାସ ରଚିବା ପାଇଁ ପ୍ରସ୍ତୁତ ଭାରତ। କାରଣ ଚନ୍ଦ୍ରଯାନ-୩କୁ ନେଇ ଲାଗି ରହିଥିବା ଅପେକ୍ଷା ଶେଷ ହେବାକୁ ଯାଉଛି। ଜୁଲାଇ ୧୪ରେ ଅର୍ଥାତ ଆସନ୍ତାକାଲି ଚନ୍ଦ୍ରଯାନ-୩କୁ ଇସ୍ରୋ ଉତକ୍ଷେପଣ କରିବ। ଚନ୍ଦ୍ରଯାନ-୩ ଲଞ୍ଚ ପାଇଁ ପ୍ରସ୍ତୁତି ଶେଷ ହୋଇଥିବାବେଳେ ଏନେଇ…

ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ…

ଓଏଲ୍‌ ବ୍ୟୁରୋ: ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ବାୟୁସେନାର ସ୍ୱତନ୍ତ୍ର ବିମାନରେ ଯାଇ ନରେନ୍ଦ୍ର ମୋଦୀ ଫ୍ରାନ୍ସରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ପ୍ୟାରିସରେ ପହଞ୍ଚିବା ପରେ ଫ୍ରାନ୍ସ ପ୍ରଧାନମନ୍ତ୍ରୀ ଏଲିଜାବେଥ୍ ତାଙ୍କୁ ସ୍ୱାଗତ କରିଛନ୍ତି। ଫ୍ରାନ୍ସରେ…

ଗୋଲଡେନ୍ ବାବା ନାଁରେ ଠକେଇ ଅଭିଯୋଗ: ଠାବ…

ଓଏଲ୍‌ ବ୍ୟୁରୋ: ବହୁ ଚର୍ଚ୍ଚିତ ଗୋଲଡେନ ବାବାଙ୍କ ନାଁରେ ଠକେଇ ଅଭିଯୋଗ ହୋଇଥିବା ସାମ୍ନାକୁ ଆସିଥିଲା। ଏହି ଘଟଣାରେ ଇଡି ତଦନ୍ତ କରୁଥିବାବେଳେ ଗୋଲଡେନ ବାବାର ଏକ ବିଏମ୍‌ଡବ୍ଲୁ କାର୍‌ ଜବତ କରାଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ କ୍ୟାମ୍ପସ ଭିତରୁ କାର୍‌ ଜବତ ହୋଇଛି। ପୂର୍ବରୁ ମଧ୍ୟ ଗୋଲଡେନ…

ଯୁକ୍ତ ଦୁଇ ଛାତ୍ରୀଙ୍କ ତଣ୍ଟି କାଟି…

ଓଏଲ୍‌ ବ୍ୟୁରୋ: ବଲାଙ୍ଗିର ସେଣ୍ଟ୍ରାଲ ସ୍କୁଲ ନିକଟ ନିଖିଲ ନଗରରେ ଘଟିଥିବା ହତ୍ୟା ଘଟଣା ସାମ୍ନାକୁ ଆସିଛି। ନାବାଳିକାଙ୍କ ବାପାମା’ କାମକୁ ଯାଇଥିବା ସମୟରେ ଘରେ ପଶି ନାବାଳିକାଙ୍କ ତଣ୍ଟି କାଟି ହତ୍ୟା କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବା ଜଣା ପଡିଛି। ଘଟଣାସ୍ଥଳରେ ଟାଉନ୍ ପୁଲିସତଦନ୍ତ ଆରମ୍ଭ କରିଛି।…

ମୌସୁମୀ ଦୁର୍ବଳ! ରାଜ୍ୟର ୧୧ ଜିଲ୍ଲାରେ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ମୌସୁମୀ ଆଗମନ କରିଥିବାବେଳେ ଅନେକ ଜିଲ୍ଲାରେ ସ୍ୱାଭାବିକ ଠାରୁ କମ ବର୍ଷା ରେକର୍ଡ କରାଯାଇଛି। ଚଳିତ ମୌସୁମୀ ଋତୁରେ ୧ ଜୁନରୁ ଆଜି ୧୩ ଜୁଲାଇ ମଧ୍ୟରେ ୨୪୩.୯ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୩୩୪.୪ ମିମି ତୁଳନାରେ ୨୭ ପ୍ରତିଶତ କମ ରହିଛି। ଏହି…

ଶକ୍ତିଶାଳୀ ହେବ ଭାରତୀୟ ସେନା, ଆଉ ୨୬ଟି…

ଓଏଲ୍‌ ବ୍ୟୁରୋ: ଭାରତୀୟ ସେନା ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି। ଆଉ ୨୬ଟି ରାଫେଲ ଫାଇଟର ଏୟାରକ୍ରାଫ୍ଟ ଭାରତ କିଣିବାକୁ ଯାଉଛି। ଏନେଇ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ପକ୍ଷରୁ ଅନୁମୋଦନ ପ୍ରଦାନ କରିଛି। ୨୬ଟି ରାଫେଲ ଫାଇଟର ଏୟାରକ୍ରାଫ୍ଟ ମଧ୍ୟରୁ ୨୨ଟି ରାଫେଲ ଏମ୍‌ଏସ୍‌, ଟ୍ରେନିଂ ପାଇଁ ୪ଟି ଡବଲ…

ଦିଲ୍ଲୀରେ ବିପଦ ସୃଷ୍ଟି କରିଛି ଯମୁନା…

ଓଏଲ୍ ବ୍ୟୁରୋ: ଦିଲ୍ଲୀର ଅନେକ ଅଂଚଳରେ ଭୟଙ୍କର ସ୍ଥିତି ଦେଖିବାକୁ ମିଳିଛି। ଚାରିଆଡେ ପଶିଲାଣି ପାଣି, ଉଛୁଳିଲାଣି ଯମୁନା ନଦୀ। ପ୍ରବଳ ବର୍ଷା ଯୋଗୁଁ ସମଗ୍ର ଉତ୍ତର ଭାରତ ବେହାଲ ଥିବା ବେଳେ ଏବେ ରାଜଧାନୀ ଦିଲ୍ଳୀ ପାଇଁ ଯମୁନା ନଦୀ ବିପଦ ସୃଷ୍ଟି କରିଛି। ନଦୀ ପାଣି ଉଛୁଳି ଏବେ ଦିଲ୍ଳୀର ତଳିଆ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଭିଜିଲାନ୍ସ…

ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ କର୍ମଚାରୀ। ୧୫ ହଜାର ଲାଞ୍ଚ ନେବାବେଳେ ସହିଦନଗର ଥାନାର ମହିଳା ଏଏସ୍ଆଇ ମମତା ବସ୍ତିଆ ଧରାପଡ଼ିଛନ୍ତି। ଏକ ମାମଲାର ରଫା ଦଫା ପାଇଁ ମହିଳା କର୍ମଚାରୀ ଲାଞ୍ଚ ନେଉଥିଲେ। ୧୫ ହଜାର ଲାଞ୍ଚ ନେଲା ବେଳେ ଏଏସ୍ଆଇ ମମତା ବସ୍ତିଆଙ୍କୁ ଭିଜିଲାନ୍ସ ଧରିଲା। ଏହା…

ସେତୁ ଯୋଜନାରେ ସାମିଲ ହେବ ୧୦ ଗୋଟି…

ଓଏଲ୍ ବ୍ୟୁରୋ: ସେତୁ ଯୋଜନା ଅଟକଳ ହୋଇଥିବା ବ୍ୟୟକୁ ବୃଦ୍ଧି କରାଯାଇଛି। ଏହି ଯୋଜନାରେ ଚିତ୍ରକୋଣ୍ଡା ଓ କୋରୁକୁଣ୍ଡା ବ୍ଲକ୍‌ର ୧୦ ଗୋଟି ପଞ୍ଚାୟତକୁ ସାମିଲ କରିବାକୁ ମୁଖ୍ୟମତରି ନିର୍ଦେଶ ଦେଇଛନ୍ତି। ସେତୁ ଯୋଜନାରେ ସ୍ବାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନକୁ ଉପଲବ୍ଧି କରି ଚିତ୍ରକୋଣ୍ଡା ବ୍ଲକ୍‌ର…