Odisha Link
Bridging the Missing Links in Odisha
Daily Archives

August 16, 2023

ଫେବ୍ରୁଆରୀ ୧୪ରୁ ଯୁକ୍ତ ୨ ପରୀକ୍ଷା

ଓଏଲ୍‌ ବ୍ୟୁରୋ: ଯୁକ୍ତ ଦୁଇ ଶିକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର। ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ତାରିଖ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଓଡ଼ିଶା ଦ୍ବାରା ପରିଚାଳିତ ଯୁକ୍ତ ୨ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପରୀକ୍ଷା ୨୦୨୪ ଫେବ୍ରୁଆରି ୧୪ରୁ ଆରମ୍ଭ ହେବ। ଏହି…

ମେଟ୍ରୋ ପ୍ରକଳ୍ପ: ୨୬କିମିରେ ରହିବ ୨୦ଟି…

ଓଏଲ୍‌ ବ୍ୟୁରୋ: ମେଟ୍ରୋ ପ୍ରକଳ୍ପକୁ ନେଇ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର। ମେଟ୍ରୋ ପ୍ରକଳ୍ପର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ଚୂଡ଼ାନ୍ତ ହୋଇଛି। ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପରେ ମୋଟ ୨୦ଟି ଷ୍ଟେସନ ରହିବ ବୋଲି ସୂଚନା ରହିଛି। ପ୍ରାୟ ୨୬କିମି ଦୀର୍ଘ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ କଟକର…

ସୌଭାଗ୍ୟଙ୍କୁ ଶୁଭେଚ୍ଛା ଜଣାଇଲେ…

ଓଏଲ୍‌ ବ୍ୟୁରୋ: ୭୭ତମ ସ୍ବାଧୀନତା ଦିବସ ପୂର୍ବରୁ ୟୁରୋପ୍‌ ଓ ରୁଷ୍‌ର ସର୍ବୋଚ୍ଚ ଶୃଙ୍ଗ ୫୬୪୨ ମିଟର ଉଚ୍ଚ ମାଉଣ୍ଟ୍‌ ଏଲ୍‌ବ୍ରସ୍‌ରେ ଜାତୀୟ ପତାକା ଉଡ଼ାଇଥିଲେ ଓଡ଼ିଆ ପୁଅ ସୌଭାଗ୍ୟ କୁମାର ରଥ। ନୟାଗଡ଼ର ଗୌରବ ଆଇରନ୍‌ ମ୍ୟାନ୍‌ ଓ ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ମାଉଣ୍ଟ୍‌ ଏଲବ୍ରସ୍‌ ଚଢ଼ି ଇତିହାସ…

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରର ଜନଗହଳି ପୂର୍ଣ୍ଣ ମାର୍କେଟ ବିଲ୍ଡିଂକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଉତ୍ତେଜନା ଦେଖିବାକୁ ମିଳିଛି। ଉଠାଦୋକାନୀ ଓ ସ୍ଥାୟୀ ବ୍ୟବସାୟୀ ମୁହାଁମୁହିଁ ହୋଇଛନ୍ତି। ଉଠାଦୋକାନୀ ଜବରଦସ୍ତ ଦୋକାନ ଖୋଲିବରୁ ବଳପୂର୍ବକ ଉଠାଇଲେ ସ୍ଥାୟୀ…

ପୁରୀରେ ବିଶୃଙ୍ଖଳା ରୋକିବାକୁ କଡ଼ା ନିୟମ:…

ଓଏଲ୍‌ ବ୍ୟୁରୋ: ପୁରୀ ଆନନ୍ଦ ବଜାରରେ ବାରମ୍ବାର ବିଶୃଙ୍ଖଳା ହେଉଥିବା ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ଏନେଇ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆନନ୍ଦ ବଜାରରେ ବିଶୃଙ୍ଖଳା ରୋକିବାକୁ ପଦକ୍ଷେପ…

ଗଡ଼ିବ ୧୦ ହଜାର ଇ-ବସ୍‌, ମୋହର ମାରିଲା…

ଓଏଲ୍‌ ବ୍ୟୁରୋ: ଇ-ବସ୍‌ ସେବାକୁ କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ମଞ୍ଜୁରି ପ୍ରଦାନ କରାଯାଇଛି। ଶହେ ସହରରେ ୧୦ ହଜାର ଇ-ବସ୍‌ ଚାଲିବ ବୋଲି ସୂଚନା ରହିଛି। ୩ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହରରେ ଏହି ସେବା ଉପଲବ୍ଧ ହେବ। ଏହି ଯୋଜନାରେ ୫୭ ହଜାର ୬୧୩ କୋଟି ଟଙ୍କା ଖର୍ଚ୍ଚ ହେବ। ସରକାରୀ-ଘରୋଇ…

ବରଗଡ଼ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ…

ଓଏଲ୍‌ ବ୍ୟୁରୋ: ବରଗଡ଼ ଜିଲ୍ଲାବାସୀଙ୍କୁ ମୁଖ୍ୟମନ୍ତ୍ରୀ ଭେଟି। ୩ଟି ବୃହତ ସେତୁ ନିର୍ମାଣ କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ୩ଟି ନୂତନ ସେତୁ ଦ୍ବାରା ଜିଲ୍ଲାର ପ୍ରାୟ ୭.୨୫ ଲକ୍ଷ ଲୋକ ଉପକୃତ ହେବେ। ଏହାଦ୍ବାରା ଜିଲ୍ଲାରେ ଗମନାଗମନର ସୁବିଧା…

୯ ଦଫା ଦାବିରେ ୩୧୪ ବ୍ଲକ ଘେରିବ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଆରମ୍ଭ ହେଉଛି ରାଜନୈତିକ ଉସ୍ମତା। ଏହାରି ମଧ୍ୟରେ ଆସନ୍ତା ୧୮ ତାରିଖରେ ୩୧୪ ବ୍ଲକ କଂଗ୍ରେସ ଘେରାଉ କରିବ। ୯ ଦଫା ଦାବି ନେଇ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସୂଚନା ରହିଛି। ଓଡ଼ିଶାର ପ୍ରତ୍ୟେକ ବ୍ଳକ୍‌ରେ ଆସନ୍ତା ୧୮ତାରିଖ ଦିନ ବିଭିନ୍ନ ଦାବିକୁ…

ବାହାନଗା ରେଳ ଦୁର୍ଘଟଣା: ଏବେ ବି ପରିଚୟ…

ଓଏଲ୍‌ ବ୍ୟୁରୋ: ବାଲେଶ୍ବରର ବାହାନଗାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣାକୁ ଦୁଇ ମାସ ପୂରି ସାରିଛି। ହେଲେ ଆଜି ପର୍ଯ୍ୟନ୍ତ ଆହୁରି ୨୯ଟି ମୃତଦେହର ପରିଚୟ ଜଣାପଡ଼ି ନାହିଁ। ସମସ୍ତ ମୃତଦେହକୁ ଗୋଟିଏ କଣ୍ଟେନରରେ ସଂରକ୍ଷଣ କରି ଏମ୍ସ ପରିସରରେ ରଖାଯାଇଛି। ତେବେ ଦୁର୍ଘଟଣାର ଏତେ ଦିନ ପରେ ବି…

କାଲିଠୁ ପ୍ରବଳ ବର୍ଷାର ଆଶଙ୍କା, ୫…

ଓଏଲ୍‌ ବ୍ୟୁରୋ: କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷାର ଆଶଙ୍କା କରାଯାଉଛି। ଆସନ୍ତା ୧୮ ତାରିଖ ବେଳକୁ ଲଘୁଚାପ ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଉତର-ପୂର୍ବ ତତ-ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳର ସମୁଦ୍ର ମଧ୍ୟରେ…