Odisha Link
Bridging the Missing Links in Odisha

ଗଡ଼ିବ ୧୦ ହଜାର ଇ-ବସ୍‌, ମୋହର ମାରିଲା କେନ୍ଦ୍ର କ୍ୟାବିନେଟ୍‌

ଓଏଲ୍‌ ବ୍ୟୁରୋ: ଇ-ବସ୍‌ ସେବାକୁ କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ମଞ୍ଜୁରି ପ୍ରଦାନ କରାଯାଇଛି। ଶହେ ସହରରେ ୧୦ ହଜାର ଇ-ବସ୍‌ ଚାଲିବ ବୋଲି ସୂଚନା ରହିଛି। ୩ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହରରେ ଏହି ସେବା ଉପଲବ୍ଧ ହେବ। ଏହି ଯୋଜନାରେ ୫୭ ହଜାର ୬୧୩ କୋଟି ଟଙ୍କା ଖର୍ଚ୍ଚ ହେବ। ସରକାରୀ-ଘରୋଇ ଭାଗୀଦାରିରେ ୧୦ ବର୍ଷ ଏହି ଯୋଜନା ଚାଲିବ।

Leave A Reply

Your email address will not be published.