Odisha Link
Bridging the Missing Links in Odisha
Daily Archives

August 17, 2023

ଲଘୁଚାପର ରୂପନେବ ଘୂର୍ଣ୍ଣିବଳୟ! ଟ୍ୱିନ…

ଓଏଲ୍‌ ବ୍ୟୁରୋ: କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଆରମ୍ଭ ହୋଇଥିବା ସୂଚନା ଦିଆଯାଇଛି। ଆସନ୍ତା ୧୮ ତାରିଖ ବେଳକୁ ଲଘୁଚାପ ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳରେ…

ରୁପେଲି ଜହ୍ନ ଅଭିମୁଖେ ଚନ୍ଦ୍ରଯାନ-୩:…

ଓଏଲ୍‌ ବ୍ୟୁରୋ: ଗଡୁଛି ସମୟ ଆଉ ବଢୁଛି ହୃଦସ୍ପନ୍ଦନ। ସଫଳତାର ରୁପେଲି ଜହ୍ନ ଦେଖିବାକୁ ସାରା ଦେଶବାସୀ ଚାହିଁ ରହିଛନ୍ତି। ଇସ୍ରୋର ସଫଳ ଉତକ୍ଷେପଣ ଚନ୍ଦ୍ରଯାନ-୩କୁ ନେଇ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଆଜି ପରସ୍ପରଠାରୁ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଓ ପ୍ରପଲସନ୍ ମଡ୍ୟୁଲ ଅଲଗା ହୋଇଛନ୍ତି। ଏହା ପରେ…

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତି:…

ଓଏଲ୍‌ ବ୍ୟୁରୋ: ରାଜଗାଙ୍ଗପୁରଠାରେ ଏକ ରେଳ ଓଭରବ୍ରିଜ ନିର୍ମାଣ କରାଯିବ। ଏହି ନିର୍ମାଣ କାର୍ଯ୍ୟ ପାଇଁ ଜମି ଅଧିଗ୍ରହଣ ନ କରି ସିଧାସଳଖ ଲୋକଙ୍କଠାରୁ ରାଜ୍ୟ ସରକାର ଜମି କିଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଗତ ମାର୍ଚ୍ଚ ୧୧, ୧୨ରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ସୁନ୍ଦରଗଡ…

ରାଜ୍ୟର ସମସ୍ତ ଜିଲ୍ଲାରେ ଖୋଲାଯିବ…

ଓଏଲ୍‌ ବ୍ୟୁରୋ: ରାଜ୍ୟର ସମସ୍ତ ଜିଲ୍ଲାରେ ଖୋଲିବାକୁ ଯାଉଛି କୃତ୍ରିମ ଅଙ୍ଗ ପ୍ରତିରୋପଣ କେନ୍ଦ୍ର। ଯାହା ଦ୍ୱାରା ଏଣିକି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଆସି କୃତ୍ରିମ ଅଙ୍ଗ ପ୍ରତିରୋପଣ କରିବାକୁ ପଡିବନି। ରାଜ୍ୟର ସମସ୍ତ ଜିଲ୍ଲାରେ ଆଡଭାନ୍ସଡ ରିହାବିଲିଟେସନ ବା ଏଆରସି ଖୋଲାଯିବ ବୋଲି ମନ୍ତ୍ରୀ…

ମନି ଲଣ୍ଡରିଂ ମାମଲା: ଘୁଞ୍ଚିଲା ଜଗବନ୍ଧୁ…

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ବ୍ଲାକମେଲ କୁଇନ ଅର୍ଚ୍ଚନା ନାଗ ମାମଲାକୁ ନେଇ ହାଇକୋର୍ଟ ଦେଇଥିବା ନିର୍ଦେଶ ସାମ୍ନାକୁ ଆସିଥିଲା। ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ନାଁରେ ୩ଟି ମାମଲା ରହିଛି। ୩ଟି ମାମଲାରୁ ମାତ୍ର ଗୋଟିଏରେ ସର୍ତ୍ତମୂଳକ ଜାମିନ ମିଳିଥିବା ଜଣା ପଡିଥିଲା। ଖଣ୍ଡଗିରି ଥାନାର…

ଜେଇଇ ମେନ୍‌ ପରୀକ୍ଷାର ତ୍ରୁଟିପୂର୍ଣ୍ଣ…

ଓଏଲ୍‌ ବ୍ୟୁରୋ: ଗତ ୨୦୨୨ ଜେଇଇ ମେନ୍‌ ପରୀକ୍ଷାରେ ମାର୍କସିଟ୍ ପ୍ରକାଶ ପାଇବା ପରେ ଜଣେ ପରୀକ୍ଷାର୍ଥୀଙ୍କର ତ୍ରୁଟିପୂର୍ଣ୍ଣ ମାର୍କସିଟ୍ ଆସିଥିବା ଅଭିଯୋଗ ହୋଇଥିଲା। ତେବେ ଏହି ଘଟଣାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ଶୁଣାଣି କରି ହାଇକୋର୍ଟ ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ…

ଘୂର୍ଣ୍ଣିବଳୟ ପ୍ରଭାବ: ଆଗାମୀ ୧୨ଘଣ୍ଟା…

ଓଏଲ୍‌ ବ୍ୟୁରୋ: କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷାର ଆଶଙ୍କା କରାଯାଉଛି। ଆସନ୍ତା ୧୮ ତାରିଖ ବେଳକୁ ଲଘୁଚାପ ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ବାୟୁମଣ୍ଡଳରେ ୭.୬ କିମି…

ସେଲ୍‌ଫି ହେଲା କାଳ, ମହାନଦୀରେ ଭାସିଗଲେ…

ଓଏଲ୍‌ ବ୍ୟୁରୋ: ଆଧୁନିକତାର ଅପବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ସେଲ୍‌ଫି ନେବାବେଳେ ମହାନଦୀରେ ଜଣେ ଯୁବକ ଭାସି ଯାଇଛନ୍ତି। ବାଲିଯାତ୍ରା ପଡ଼ିଆ ଗଡ଼ଗଡ଼ିଆ ମନ୍ଦିର ସମ୍ମୁଖରେ ଯୁବକ ଜଣକ ଭାସି ଯାଇଥିବା ଜଣା ପଡିଛି। ଘଟଣାସ୍ଥଳରେ କ୍ୟାଣ୍ଟନମେଣ୍ଟ ପୁଲିସ ଓ ଅଗ୍ନିଶମ ବାହିନୀ ପହଂଚି ନିଖୋଜ…

ରାଜଧାନୀରେ ଆରମ୍ଭ ହେବ ମେଟ୍ରୋ ରେଳ…

ଓଏଲ୍‌ ବ୍ୟୁରୋ: ଓଡ଼ିଶା ପାଇଁ ବଡ଼ ଖବର। ଖୁବଶୀଘ୍ର ରାଜଧାନୀରେ ମେଟ୍ରୋ ରେଳ ପ୍ରକଳ୍ପ ଆରମ୍ଭ ହେବ। ଏହି ପ୍ରକଳ୍ପକୁ ୫-ଟି କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ତେବେ ରାଜଧାନୀରେ ହେବାକୁ ଥିବା ଏହି ମେଟ୍ରୋ ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୁଳିଆକୁ ସଂଯୋଗ କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ଖୋର୍ଦ୍ଧା,…

ଅସହ୍ୟ ହେବ ତାତି! ବିଶ୍ବ ତାପମାତ୍ରାକୁ…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ତାପମାତ୍ରା ହାର ବଢ଼ିବାରେ ଲାଗିଛି। ବଢୁଥିବା ତାପମାତ୍ରାକୁ ନେଇ ନାସା ଏକ ସତର୍କବାଣୀ ଜାରି କରିଛି। ଚଳିତ ବର୍ଷ ବିଶ୍ବ ତାପମାତ୍ରା ସବୁ ରେକର୍ଡ ଅତିକ୍ରମ କରିଥିବାବେଳେ ୨୦୨୪ରେ ଉତ୍ତାପ ବଢିବା ସହିତ ଆହୁରି ଅଧିକ ଗରମ ଅନୁଭୂତ ହେବ ବୋଲି ସତର୍କତା ଜାରି କରିଛି। ଏଥିପାଇଁ…