Odisha Link
Bridging the Missing Links in Odisha
Daily Archives

August 30, 2023

ଗ୍ୟାସ ଦର ଆହୁରି କମିବାର ଥିଲା: ବିଜେଡି

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ସରକାର ଗ୍ୟାସ ଦର କମାଇଛନ୍ତି। ଆଜିଠୁ ସିଲିଣ୍ଡର ପିଛା ଗ୍ୟାସ ଦର ଦୁଇ ଶହ ଟଙ୍କା କମାଇଛନ୍ତି ସରକାର। ଯାହାକୁ ନେଇ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଗ୍ୟାସ ଦର ଆହୁରି କମିବାର ଥିଲା। ଅନ୍ୟପଟେ ଧର୍ମେନ୍ଦ୍ର ପ୍ରଧାନ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ

ଓଏଲ୍‌ ବ୍ୟୁରୋ: ସପ୍ତାହେ ହେଲାଣି ରାଜ୍ୟରେ ତାତି ବଢ଼ିବାରେ ଲାଗିଲାଣି। ରାଜ୍ୟରେ ମୌସୁମୀ ଦୁର୍ବଳ ହେବା ଯୋଗୁ କିଛିଦିନ ହେବ ରାଜ୍ୟରେ ବର୍ଷା ଉଭାନ୍‌ ହୋଇଯାଇଛି। ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ପାଣିପାଗ ବିଭାଗ ଆଣିଦେଇଛି ଭଲ ଖବର। ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।…

ସେପ୍ଟେମ୍ବର ୩ରେ ‘ଆର୍‌ଏସ୍‌ଏସ୍‌…

ଭୁବନେଶ୍ବର: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ସମ୍ପର୍କିତ ସବୁଠୁ ପ୍ରସିଦ୍ଧ ପୁସ୍ତକ 'ଆର୍‌ଏସ୍‌ଏସ୍‌ ୩୬୦°'ର ଓଡ଼ିଆ ଅନୁବାଦ ପୁସ୍ତକ ଭୁବନେଶ୍ବରରେ ଉନ୍ମୋଚିତ ହେବ। ଆସନ୍ତା ସେପ୍ଟେମ୍ବର ୩ ତାରିଖ ରବିବାର ସଂଧ୍ୟା ୫ଟା ସମୟରେ ସ୍ଥାନୀୟ ଜୟଦେବ ଭବନଠାରେ ଏହି ପୁସ୍ତକକୁ ଉନ୍ମୋଚନ କରିବେ କେନ୍ଦ୍ର ଶିକ୍ଷା,…

ମିଶନ ସୂର୍ଯ୍ୟ: ଆଦିତ୍ୟ ଏଲ-୧ର ପ୍ରଥମ…

ଓଏଲ୍‌ ବ୍ୟୁରୋ: ଚନ୍ଦ୍ର ପରେ ଏବେ ସୂର୍ଯ୍ୟମୁହାଁ ଇସ୍ରୋ। ଲଞ୍ଚ୍ ହେବ ଆଦିତ୍ୟ ଏଲ୍-୧। ମହାକାଶରେ ରହି ଆଦିତ୍ୟ ଏଲ୍-୧ ସୂର୍ଯ୍ୟ ଉପରେ ତଥ୍ୟ ଯୋଗାଇବ। ତେବେ ଏନେଇ ଟ୍ୱିଟ ଯୋଗେ ଇସ୍ରୋ ପକ୍ଷରୁ ସୂଚନା ଦେଇଛନ୍ତି। ସଫଳ ଚନ୍ଦ୍ରଯାତ୍ରା ପରେ ଖୁବଶୀଘ୍ର ସୂର୍ଯ୍ୟ ଅଭିଯାନ କରିବାକୁ ଯାଉଛି ଭାରତ। ଏହି…

ଥମୁନି ମଣିପୁର ହିଂସା: ଗୁଳିମାଡ଼ରେ ୨…

ଓଏଲ୍‌ ବ୍ୟୁରୋ: ମଣିପୁରରେ ଜାତିଗତ ହିଂସାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତିତ। ଦୀର୍ଘଦିନ ହେବ ମଣିପୁରରେ ଥମୁନି ହିଂସା। ଏହାରି ମଧ୍ୟରେ ମଣିପୁରରେ ପୁଣି ହିଂସାକାଣ୍ଡ ଦେଖିବାକୁ ମିଳିଛି। ଗୁଳିମାଡ଼ରେ ୨ ଜଣଙ୍କ ଜୀବନ ଚାଲିଯାଇଥିବାବେଳେ ୭ ଆହତ ହୋଇଛନ୍ତି। ବିଷ୍ଣୁପୁର-ଚୂରଚାନ୍ଦପୁର…

ମହାରାଷ୍ଟ୍ରରେ ଅଘଟଣ: ଅଗ୍ନିକାଣ୍ଡ ନେଲା…

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ର ପୁଣେ ଜିଲ୍ଲାର ପୁର୍ଣ୍ଣନଗର ଅଞ୍ଚଳରେ ଅଘଟଣ ହୋଇଥିବା ଖବର ସାମ୍ନାକୁ ଆସିଛି। ପୁଣେ ଜିଲ୍ଲାର ପୁର୍ଣ୍ଣନଗର ଅଞ୍ଚଳରେ ଅଗ୍ନିକାଣ୍ଡ କାରଣରୁ ୪ ଜୀବନ ଚାଲିଯାଇଛି। ଏକ ଇଲେକ୍ଟ୍ରିକ ହାର୍ଡୱେର ଦୋକାନରେ ଅଗ୍ନିକାଣ୍ଡରୁ ଜୀବନ ଯାଇଥିବା ଜଣା ପଡିଛି। ଆଜି ଭୋର୍‌ରୁ ହଠାତ ନିଆଁ…

ସ୍ୱାଭାବିକ ହେଲା ଶ୍ରୀଲିଙ୍ଗରାଜଙ୍କ…

ଓଏଲ୍‌ ବ୍ୟୁରୋ: ମହାପ୍ରଭୁ ଲିଙ୍ଗରାଜ ନୀତିକାନ୍ତି ସ୍ୱାଭାବିକ ହୋଇଛି। ସେବାୟତଙ୍କ ବିବାଦରୁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିରେ ବଡ ବିଭ୍ରାଟ ହୋଇଥିବା ଜଣା ପଡିଥିଲା। ଗତ ୨୮ ତାରିଖ ସନ୍ଧ୍ୟା ଧୂପ ପରଠାରୁ ଠାକୁରଙ୍କ ନୀତି ବନ୍ଦ ହୋଇଯାଇଛି। ଶ୍ରାବଣର ଶେଷ ସୋମବାରରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ…

ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡ଼ୁଆ,…

ଓଏଲ୍‌ ବ୍ୟୁରୋ: ଅଡ଼ୁଆରେ ଚର୍ଚ୍ଚିତ ଗାୟକ ସୌରୀନ ଭଟ୍ଟ। ଗାୟକ ସୌରୀନ ଭଟ୍ଟଙ୍କ ଉପରେ ଜଣେ ଯୁବତୀ ଯୌନ ଶୋଷଣ ମାମଲା ନେଇ ଅଭିଯୋଗ ଆଣିଥିବା ଜଣା ପଡିଛି। ହାଇକୋର୍ଟ ସୌରିନଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ। ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ଅଭିଯୋଗରେ ଗିରଫ ହୋଇପାରନ୍ତି। ସୂଚନା ଅନୁସାରେ, ପ୍ରାଥମିକ…

ଚନ୍ଦ୍ରପୃଷ୍ଠରେ ଚଦ୍ରଯାନ, ବାଲୁକା କଳାରେ…

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ପବିତ୍ର ରାକ୍ଷୀ ବନ୍ଧନ। ଭାଇ ଭଉଣୀଙ୍କ ପାଇଁ ଏହି ଦିନ ବହୁତ ଗୁରୁତ୍ବ ଅଟେ। ସାରା ଭାରତରେ ରକ୍ଷା ବନ୍ଧନକୁ ନେଇ ଉତ୍ସାହ ଦେଖିବାକୁ ମିଳୁଛି। ଏଥର ରାକ୍ଷୀ ପୂର୍ଣ୍ଣିମା ଅନ୍ୟ ରାକ୍ଷୀ ପୂର୍ଣ୍ଣିମା ତୁଳାନରେ ଅଧିକ ଚର୍ଚ୍ଚାରେ। ଏହି ଅବସରରେ ବାଲୁକା କଳାରେ ବାଲୁକା ଶିଳ୍ପୀ…