Odisha Link
Bridging the Missing Links in Odisha

ମହାରାଷ୍ଟ୍ରରେ ଅଘଟଣ: ଅଗ୍ନିକାଣ୍ଡ ନେଲା ୪ ଜୀବନ

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ର ପୁଣେ ଜିଲ୍ଲାର ପୁର୍ଣ୍ଣନଗର ଅଞ୍ଚଳରେ ଅଘଟଣ ହୋଇଥିବା ଖବର ସାମ୍ନାକୁ ଆସିଛି। ପୁଣେ ଜିଲ୍ଲାର ପୁର୍ଣ୍ଣନଗର ଅଞ୍ଚଳରେ ଅଗ୍ନିକାଣ୍ଡ କାରଣରୁ ୪ ଜୀବନ ଚାଲିଯାଇଛି। ଏକ ଇଲେକ୍ଟ୍ରିକ ହାର୍ଡୱେର ଦୋକାନରେ ଅଗ୍ନିକାଣ୍ଡରୁ ଜୀବନ ଯାଇଥିବା ଜଣା ପଡିଛି। ଆଜି ଭୋର୍‌ରୁ ହଠାତ ନିଆଁ ଲାଗିଥିଲା। ଯାହା ଦ୍ୱାରା ଏଭଳି ଦୁର୍ଘଟଣା ଘଟିଛି। ହେଲେ ଘଟଣାସ୍ଥଳରେ କିପରି ନିଆଁ ଲାଗିଲା ସ୍ପଷ୍ଟ ଜଣାପଡ଼ିନି।

Leave A Reply

Your email address will not be published.