Odisha Link
Bridging the Missing Links in Odisha
Daily Archives

September 25, 2023

ବିଜେପି ସହ ମେଣ୍ଟ ଭାଙ୍ଗିଲା ଏଆଇଏଡିଏମକେ

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ। ଏଥିପାଇଁ ଏବେଠି ଆରମ୍ଭ ହେଲାଣି ଗଠବନ୍ଧନ ଚର୍ଚ୍ଚା। ରାଜନୈତିକ ଦଳ ଗୁଡ଼ିକ ଗଠବନ୍ଧନ କରିବାରେ ଲାଗିଛନ୍ତି। ଅନ୍ୟପଟେ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟକା। ଏନଡିଏ ମେଣ୍ଟରୁ ଏଆଇଏଡିଏମକେ ଅଲଗା ହୋଇଯାଇଛି ବୋଲି ଆଜି…

୩ ବର୍ଷରେ ୧୮୬ କୋଟି ତଣ୍ଡ ଗଣିଛନ୍ତି…

ଓଏଲ୍‌ ବ୍ୟୁରୋ: ବିଗତ ୩ ବର୍ଷ ମଧ୍ୟରେ ଅମାନିଆ ଗାଡ଼ି ଚାଳକ ଗଣିଛନ୍ତି କୋଟି କୋଟି ଟଙ୍କାର ତଣ୍ଡ। କଟକ-ଭୁବନେଶ୍ବରରେ ଅମାନିଆ ଗାଡ଼ି ଚାଳକ ଟ୍ରାଫିକ ନିୟମ ଉଲ୍ଲଂଘନ କରି ପାଖାପାଖି ୧୮୬ କୋଟିରୁ ଅଧିକ ଟଙ୍କାର ଜରିମାନା ଗଣିଛନ୍ତି। ଏନେଇ ଆଜି ସୂଚନା ଦେଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା।…

ଏସିଆନ୍‌ ଗେମ୍ସ : ଚୀନରେ ଭାରତୀୟ ମହିଳା…

ଓଏଲ୍‌ ବ୍ୟୁରୋ: ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ ତମ ଏସିଆନ୍‌ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ଦ୍ବିତୀୟ ଦିନର ଖେଳ ଆରମ୍ଭରୁ ହିଁ ଭାରତକୁ ମିଳିଛି ପ୍ରଥମ ସ୍ବର୍ଣ୍ଣ ପଦକ। ୧୦ ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ଆଜି ଭାରତ ପାଇଛି ସ୍ୱର୍ଣ୍ଣ ପଦକ। ଭାରତର ଐଶ୍ୱର୍ଯ୍ୟ ପ୍ରତାପ ସିଂ…

ମୋ ସରକାର ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ…

ଓଏଲ୍‌ ବ୍ୟୁରୋ: ଚାଲିଛି ବିଧାନସଭାର ମୌସୁମୀ ଅଧିବେଶନ। ଆଜି ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଗୃହ ଆରମ୍ଭରୁ ଜିଲ୍ଲାରୁ ଜିଲ୍ଲା ବୁଲି ସିଏମଓ ଲୋକଙ୍କ ଠାରୁ ଅଭିଯୋଗପତ୍ର ଆଣିଥିବା ବେଳେ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ। ଯେଉଁ ପ୍ରସଙ୍ଗରେ ଆଜି ଗୃହରେ ବିବୃତି…

ଏସିଆନ୍‌ ଗେମ୍ସ: ଚୀନ୍‌ର ବିଶ୍ବ ରେକର୍ଡ…