Odisha Link
Bridging the Missing Links in Odisha

ଏନ୍‌ଡିଏ ଛାଡ଼ିଲେ ଅଭିନେତା ତଥା ରାଜନେତା ପୱନ କଲ୍ୟାଣ

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ସାରା ଦେଶର ରାଜନୀତି। ନିର୍ବାଚନକୁ ଆଖି ଆଗରେ ରଖି ଦେଶର ପ୍ରମୁଖ ଦଳ ଅଙ୍କକଷା ଆରମ୍ଭ କଲେଣି। ତେବେ ନିର୍ବାଚନ ପାଖେଇ ଆସୁଥିବାବେଳେଏନଡିଏରୁ ଓହରିଲେ ପୱନ କଲ୍ୟାଣ।

ଜନସେନା ପାର୍ଟି ମୁଖ୍ୟ ପୱନ କଲ୍ୟାଣ ଏନଡିଏ ଛାଡ଼ିଥିବା ଘୋଷଣା କରିଛନ୍ତି। ଟିଡିପିକୁ ସମର୍ଥନ କରି ଅଭିନେତା ତଥା ରାଜନେତା ପୱନ କଲ୍ୟାଣ ଏନଡିଏରୁ ଓହରିଥିବା ସେ ନିଜେ ଘୋଷଣା କରିଛନ୍ତି।

Leave A Reply

Your email address will not be published.