Odisha Link
Bridging the Missing Links in Odisha
Daily Archives

October 5, 2023

ବିଧାୟକ ବିଜୟ ଶଙ୍କର ବାହାହେବେ କାହାକୁ?…

ଓଏଲ୍‌ ବ୍ୟୁରୋ: ବ୍ୟକ୍ତିଗତ କାରଣ ପାଇଁ ପୁଣିଥରେ ବିବାଦରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ।ବିବାହ ପାଇଁ କୋର୍ଟରେ ଆବେଦନ କରିଥିବା ଖବର ସାମ୍ନାକୁ ଆସିବା ପରେ ଏବେ ସେ ଚର୍ଚ୍ଚାରେ। ଦୀର୍ଘଦିନର ବାନ୍ଧବୀ ସୋମାଲିକା ଦାଶଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶେଷ ମୁହୂର୍ତ୍ତରେ ବିବାହ ନିଷ୍ପତ୍ତିରୁ…

ଅନ୍ଧବିଶ୍ୱାସ ନେଲା ଜୀବନ! ଟ୍ରିପଲ୍‌…

ଓଏଲ୍‌ ବ୍ୟୁରୋ: ଜୁନାଗଡ଼ ଟ୍ରିପଲ୍‌ ମର୍ଡରର ପର୍ଦ୍ଦାଫାସ୍‌ କଲା ପୁଲିସ। ଗୁଣି ସନ୍ଦେହରୁ ଟ୍ରିପଲ୍‌ ମର୍ଡର ହୋଇଥିବା ଧର୍ମଗଡ଼ ଡିଏସ୍‌ପି ସ୍ପଷ୍ଟ କରିଛନ୍ତି। ମୃତ ମହିଳାଙ୍କ ପୁତୁରା ହିଁ ହତ୍ୟାକାରୀ ବୋଲି ଡିଏସ୍‌ପି କହିଛନ୍ତି। ଅଭିଯୁକ୍ତ ପୁତୁରାଙ୍କୁ ଗିରଫ କରାଯିବ ସହ ହତ୍ୟାରେ ବ୍ୟବହୃତ ଛୁରି…

ସାହିତ୍ୟ ପାଇଁ ନୋବେଲ୍ ପୁରସ୍କାର ଘୋଷଣା:…

ଓଏଲ୍‌ ବ୍ୟୁରୋ: ନୋବେଲ ପୁରସ୍କାର ୨୦୨୩ ଘୋଷଣା ହୋଇଛି। ସାହିତ୍ୟ ପାଇଁ ନୋବେଲ୍ ପୁରସ୍କାର ଘୋଷଣା ହୋଇଥିବାବେଳେ ନରୱେ ଲେଖକ ଜନ ଓଲାଭ୍ ଫୋସେଙ୍କୁ ଏହି ପୁରସ୍କାର ମିଳିବ। ରସାୟନ ବିଜ୍ଞାନ ପାଇଁ ୩ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର ମିଳିବ। ଲୁଇସ୍ ବ୍ରୁସ୍, ଆଲେକ୍ସି ଏକିମୋଭ୍ ଏବଂ ନାନୋକ୍ରିଷ୍ଟାଲ…

ଏସୀୟ କ୍ରୀଡ଼ା: ସ୍କ୍ୱାସରେ ଭାରତକୁ ଆଉ…

ଓଏଲ୍ ବ୍ୟୁରୋ: ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ ତମ ଏସିଆନ୍‌ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ଏସୀୟ କ୍ରୀଡ଼ା ସ୍କ୍ୱାସରେ ଭାରତକୁ ରୌପ୍ୟ ମିଳିଛି। ସୌରଭ ଘୋସାଲ ଏହି ବ୍ୟକ୍ତିଗତ ସ୍କ୍ୱାସରେ ଭାରତକୁ ରୌପ୍ୟ ବିଜେତା କରାଇଛନ୍ତି। ଏହା ସହ ତୀରନ୍ଦାଜୀରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ…

ସିକ୍କିମରେ ପ୍ରକୃତିର ତାଣ୍ଡବ, ନଦୀ…

ଓଏଲ୍‌ ବ୍ୟୁରୋ: ସିକ୍କିମରେ ଭୟଙ୍କର ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବନ୍ୟା ପରର ଭୟାନକ ଦୃଶ୍ୟ ସାମ୍ନାକୁ ଆସିଛି। ନଦୀ ଗର୍ଭରେ ପୋତି ହୋଇଛି ଅନେକ ସେନା ଟ୍ରକ୍। ମାଟି ଅତଡ଼ା ଭିତରୁ ଜୀବନ ଖୋଜିବାକୁ ପ୍ରୟାସ ଚାଲିଛି। ବନ୍ୟାରେ ଭାସି ୨୨ ଯବାନ ନିଖୋଜ ଥିବା ଜଣା ପଡିଛି। ଏହା ସହ ଜଣେ ଓଡ଼ିଆ ଯବାନ…

ଚାକିରିରେ ମହିଳାଙ୍କୁ ମିଳିବ ୩୫%…

ଓଏଲ୍‌ ବ୍ୟୁରୋ: ଚଳିତ ବର୍ଷ ଶେଷ ଆଡ଼କୁ ହେବ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ। ଏଥିପାଇଁ ରାଜନୈତିକ ଦଳ ଗୁଡ଼ିକ ଆରମ୍ଭ କରି ସାରିଲେଣି ପ୍ରସ୍ତୁତି। ନିର୍ବାଚନକୁ ନଜରରେ ରଖି ମଧ୍ୟପ୍ରଦେଶ ସରକାର ଖେଳିଛନ୍ତି ମହିଳା କାର୍ଡ। ଏଣିକି ମଧ୍ୟପ୍ରଦେଶରେ ସମସ୍ତ ସରକାରୀ ଚାକିରିରେ ୩୫% ସଂରକ୍ଷଣ ଦେବାକୁ ଘୋଷଣା…

ବିପିୟୁଟିର ଟେକ୍‌ କାରନିଭାଲ ୨୦୨୩:…

ଓଏଲ୍‌ ବ୍ୟୁରୋ: ବିପିୟୁଟି ପକ୍ଷରୁ ଟେକ୍‌ କାରନିଭାଲ ୨୦୨୩ ଉଦଘାଟନ ଉତ୍ସବ ଆୟୋଜିତ ହୋଇଛି। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧନ କରି କହିଛନ୍ତି, ଆମ ଭବିଷ୍ୟତ ପାଇଁ…

ଏସିଆନ୍‌ ଗେମ୍ସ: ଭାରତକୁ ଆଉ ଏକ…

ଓଏଲ୍ ବ୍ୟୁରୋ: ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ ତମ ଏସିଆନ୍‌ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ଏସୀୟ କ୍ରୀଡ଼ା ତୀରନ୍ଦାଜୀରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ମିଳିଛି। ପୁରୁଷ ଟିମ୍‌ ଇଭେଣ୍ଟରେ କୋରିଆକୁ ହରାଇ ସ୍ୱର୍ଣ୍ଣ ହାସଲ କରିଛନ୍ତି। ୨୧ ସ୍ୱର୍ଣ୍ଣ, ୩୧ ରୌପ୍ୟ, ୩୨ ବ୍ରୋଞ୍ଜ ସହ…

ବୁର୍ଲା ଭୀମସାରରେ ଗଣ୍ଡଗୋଳ: ନିଜ ଆଡୁ…

ଓଏଲ୍‌ ବ୍ୟୁରୋ: ଭୀମସାରରେ ଡାକ୍ତରୀ ଛାତ୍ର ଓ ଘରୋଇ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳକୁ କେନ୍ଦ୍ର କରି ଉତ୍ତେଜନା ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଆଜି ଭୋର ପ୍ରାୟ ସାଢେ ଚାରିଟା ବେଳେ ଏହି ଘଟଣା ଘଟିଛି। ବୁର୍ଲା ଭିମ୍‌ସାରରେ ଡାକ୍ତରୀ ଛାତ୍ର-ସୁରକ୍ଷାକର୍ମୀ ଗଣ୍ଡଗୋଳ ଘଟଣାରେ ୩ଟି ମାମଲା ରୁଜୁ…

ଏଥର କ୍ରାଇମ ଫ୍ରି ଦୁର୍ଗାପୂଜା,…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ପାର୍ବଣର ଋତୁ। ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଲାଣି ସମସ୍ତ ପୂଜା ମଣ୍ଡପ। ଅକ୍ଟୋବର ଓ ନଭେମ୍ବରରେ ବିଭିନ୍ନ ପୂଜା ଯଥା ଦୁର୍ଗାପୂଜା, କାଳୀପୂଜା, ଲକ୍ଷ୍ମୀପୂଜା ଇତ୍ୟାଦି ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଦୁର୍ଗାପୂଜାକୁ ନେଇ ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଛି। ଦୁର୍ଗାପୂଜା…