Odisha Link
Bridging the Missing Links in Odisha

ବିପିୟୁଟିର ଟେକ୍‌ କାରନିଭାଲ ୨୦୨୩: ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବିପିୟୁଟି ପକ୍ଷରୁ ଟେକ୍‌ କାରନିଭାଲ ୨୦୨୩ ଉଦଘାଟନ ଉତ୍ସବ ଆୟୋଜିତ ହୋଇଛି। ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଛନ୍ତି। ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧନ କରି କହିଛନ୍ତି, ଆମ ଭବିଷ୍ୟତ ପାଇଁ ଟେକ୍ନୋଲୋଜି ଗୁରୁତ୍ବପୂର୍ଣ୍ଣ। ବିପିୟୁଟି ବୈଷୟିକ ଶିକ୍ଷା ପ୍ରଦାନରେ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ। ଓଡ଼ିଶାକୁ ଦକ୍ଷତା ରାଜଧାନୀରେ ପରିଣତ କରିବାକୁ ଅନେକ ପଦକ୍ଷେପ ନିଆଯାଇଛି ବୋଲି ବିପିୟୁଟି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧନ କରି କହିଛନ୍ତି।

Leave A Reply

Your email address will not be published.