Odisha Link
Bridging the Missing Links in Odisha
Browsing Tag

TDP

ଏନ୍‌ଡିଏ ଛାଡ଼ିଲେ ଅଭିନେତା ତଥା ରାଜନେତା…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ସାରା ଦେଶର ରାଜନୀତି। ନିର୍ବାଚନକୁ ଆଖି ଆଗରେ ରଖି ଦେଶର ପ୍ରମୁଖ ଦଳ ଅଙ୍କକଷା ଆରମ୍ଭ କଲେଣି। ତେବେ ନିର୍ବାଚନ ପାଖେଇ ଆସୁଥିବାବେଳେଏନଡିଏରୁ ଓହରିଲେ ପୱନ କଲ୍ୟାଣ। ଜନସେନା ପାର୍ଟି ମୁଖ୍ୟ ପୱନ କଲ୍ୟାଣ ଏନଡିଏ ଛାଡ଼ିଥିବା ଘୋଷଣା…

ଆନ୍ଧ୍ରପ୍ରଦେଶ: ବିଧାନ ପରିଷଦ ଉଚ୍ଛେଦ…

ଅମରାବତୀ: ବେଶ କିଛିଦିନ ହେବ ଚର୍ଚ୍ଚାରେ ରହୁଛି ଆନ୍ଧ୍ରପ୍ରଦେଶ ରାଜନୀତି। ତିନି ରାଜଧାନୀ ବିଧେୟକକୁ ନେଇ ଆନ୍ଧ୍ରପ୍ରଦେଶରେ ଜମୁଛି ରାଜନୀତି। କାରଣ ବିଧାନ ପରିଷଦରେ ଶାସକ ଦଳ ଓ୍ୱାଇଏସଆର କଂଗ୍ରେସର  ତିନି ରାଜଧାନୀ ବିଧେୟକ ଖାରଜ ହୋଇଥିଲା। ଯାହାଫଳରେ ଆନ୍ଧ୍ର ପ୍ରଦେଶ କ୍ୟାବିନେଟ୍ ବିଧାନ ପରିଷଦ…

ହଟହଟା ହେଲେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ…

ଅମରାବତୀ: ହଟହଟା ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ଶ୍ରୀ ନାଇଡୁଙ୍କୁ ଗତକାଲି ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଯେତେବେଳେ ସେ ଅମରାବତୀରେ ଚାଲିଥିବା ନିର୍ମାଣ କାମର ତଦାରଖ କରିବା ପାଇଁ ଯାଉଥିଲେ ସେତେବେଳେ ଚନ୍ଦ୍ରବାବୁ ନାଇଡୁଙ୍କ ବସ ଉପରକୁ…

ପଦ୍ମ ଧରିଲେ ଟିଡ଼ିପିର ୪ ରାଜ୍ୟସଭା ସାଂସଦ

ନୂଆଦିଲ୍ଲୀ : ରାଜ୍ୟସଭାରେ ତେଲଗୁଦେଶମ ପାର୍ଟି(ଟିଡିପି)କୁ ଏକ ଶକ୍ତ ଧକ୍କା ଲାଗିଛି। ଚନ୍ଦ୍ରବାବୁ ବର୍ତ୍ତମାନ ବିଦେଶ ଗସ୍ତରେ ଥିବାବେଳେ ଆଜି ଟିଡିପିର ୪ ଜଣ ରାଜ୍ୟସଭା ସାଂସଦ ଦଳ ଛାଡ଼ି ବିଜେପିରେ ମିଶିଛନ୍ତି।। ଏହି ୪ ଜଣଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ୍ଵାଇଏସ ଚୌଧୁରୀ, ସିଏମ…