Odisha Link
Bridging the Missing Links in Odisha

ଦିଲ୍ଲୀରେ ମାଓ ସମୀକ୍ଷା ବୈଠକ, ମାଓ ପ୍ରଭାବିତ ୧୦ ରାଜ୍ୟର ପ୍ରତିନିଧି ସାମିଲ୍

ଓଏଲ୍‌ ବ୍ୟୁରୋ: ଦେଶରେ ମାଓ ସ୍ଥିତି ନେଇ ଦିଲ୍ଲୀରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆୟୋଜିତ ହୋଇଛି। ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି। ବୈଠକରେ ମାଓ ପ୍ରଭାବିତ ୧୦ ରାଜ୍ୟର ପ୍ରତିନିଧି ସାମିଲ୍ ହୋଇଛନ୍ତି। ଓଡ଼ିଶାରୁ ଅର୍ଥମନ୍ତ୍ରୀ ଆରୁଖ, ଡିଜିପି ବଂଶଲ, ମୁଖ୍ୟ ସଚିବ ଉପସ୍ଥିତ ରହିଛନ୍ତି। ମାଓ ମୁକାବିଲା ଓ ମାଓ ସ୍ଥିତି ନେଇ ଆଲୋଚନା ଜାରି ରହିଛି।