Odisha Link
Bridging the Missing Links in Odisha
Daily Archives

October 6, 2023

ଓଡ଼ିଶାରୁ ଲଢ଼ିବା ଲାଗି BJPକୁ ସୁଯୋଗ…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ରାଜନୀତିରେ ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳିବ ବଢ଼ ଲଢ଼େଇ। କାରଣ ୨୦୧୯ ନିର୍ବାଚନରେ ଦୂରେଇ ରହିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୪ ନିର୍ବାଚନ ମୈଦାନକୁ ଓହ୍ଲାଇବେ। ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବାକୁ ଆଗ୍ରହପ୍ରକାଶ କରିଛନ୍ତି ଧର୍ମେନ୍ଦ୍ର। ଖାସ୍ କରି…

ଏସୀୟ କ୍ରୀଡ଼ା: ହକି ଫାଇନାଲରେ ଭାରତ…

ଓଏଲ୍ ବ୍ୟୁରୋ: ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ ତମ ଏସିଆନ୍‌ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ଏସୀୟ କ୍ରୀଡ଼ାରେ ହକି ଫାଇନାଲରେ ଭାରତ ବାଜିମାତ କରିଛି। ସେମି ଫାଇନାଲରେ ଦକ୍ଷିଣ କୋରିଆକୁ ୫-୩ ଗୋଲ୍‌ରେ ହରାଇ ଭାରତ ଫାଇନାଲରେ ପହଂଚିଥିଲା। ଫାଇନାଲରେ ଜାପାନକୁ ହରାଇ ସ୍ୱର୍ଣ୍ଣ…

ସଂକ୍ରମଣକୁ ରୋକିବାକୁ ପ୍ରୟାସ, ଓଡ଼ିଶାରେ…

ଓଏଲ୍‌ ବ୍ୟୁରୋ: ୱାର୍ଲଡ ହେଲଥ ଅର୍ଗାନାଇ ଜେସନ ଦ୍ଵାରା ପ୍ରସ୍ତାବିତ ୱାନ ହେଲଥ କାର୍ଯ୍ୟକ୍ରମକୁ ପାଇଲଟ ପ୍ରକଳ୍ପ ଆଧାରରେ ଓଡ଼ିଶାରେ କାର୍ଯ୍ୟକାରୀ କରାଯାଉଛି। ସାରା ଦେଶରେ ଓଡ଼ିଶା ସମେତ ୪ ରାଜ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ଏହା ଅଧୀନରେ ଜୁନୋଟିକ ଡିଜିଜ ଅର୍ଥାତ୍ ଆନ୍ଥ୍ରାକ୍ସ, ରାବିଜ,…

ଆଗକୁ ସାଧାରଣ ନିର୍ବାଚନ: କୋରାପୁଟ ଓ…

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଆଗାମୀ ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ଏହାରି ମଧ୍ୟରେ ନିର୍ବାଚନ ପୂର୍ବ ପ୍ରସ୍ତୁତି ଏକ ପ୍ରକାର ଆରମ୍ଭ ହୋଇସାରିଛି। ତେବେ ଏଥିରୁ ବାଦ ପଡିନି ବିଜୁ ଜନତା ଦଳ। ସମ୍ୱଲପୁର ଜିଲ୍ଲା କମିଟିରେ ବିଜେଡିର ୫ ଉପଦେଷ୍ଟା ନିଯୁକ୍ତ କରାଯାଇଛି।…

ବଜାରରେ ଆଉ ଦେଖିବାକୁ ମିଳିବନି ୨୦୦୦…

ଓଏଲ୍‌ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୨୩ ମେ’ ୧୯ରେ ୨୦୦୦ ଟଙ୍କିଆ ନୋଟ୍‌ ଅଚଳ ହୋଇଯିବ ବୋଲି ଘୋଷଣା କରାଯାଇଥିଲା। ସେପ୍ଟେମ୍ବର ୩୦ ମଧ୍ୟରେ ବଜାରରେ ଥିବା ୨ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କରେ ଫେରସ୍ତ କରାଯାଇପାରିବ ବୋଲି ଆରବିଆଇ ପକ୍ଷରୁ ସ୍ପଷ୍ଟ ବି କରାଯାଇଥିଲା। ପରେ ଏହି ଅବଧି…

ରାଜ୍ୟରୁ ଫେରିଯିବ ମୌସୁମୀ, ବିଭିନ୍ନ…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଇଥିଲା। ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ଶୁଖିଲା ପାଗ ଥିବା ଜଣା ପଡିଛି। ଏହା ସହ ଆଗାମୀ ୨ ରୁ ୩ ଦିନ ମଧ୍ୟରେ ରାଜ୍ୟର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ପାଇଁ ପାଗ…

ଦିଲ୍ଲୀରେ ମାଓ ସ୍ଥିତି ସମୀକ୍ଷା ବୈଠକ:…

ଓଏଲ୍‌ ବ୍ୟୁରୋ: ଦେଶରେ ମାଓ ସ୍ଥିତି ନେଇ ଦିଲ୍ଲୀରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଆୟୋଜିତ ହୋଇଛି। ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି। ବୈଠକରେ ମାଓ ପ୍ରଭାବିତ ୧୦ ରାଜ୍ୟର ପ୍ରତିନିଧି ସାମିଲ୍ ହୋଇଛନ୍ତି। ଓଡ଼ିଶାରୁ ଅର୍ଥମନ୍ତ୍ରୀ ଆରୁଖ, ଡିଜିପି ବଂଶଲ,…

ଏସୀୟ କ୍ରୀଡ଼ା: ପାକିସ୍ତାନକୁ ହରାଇ…

ଓଏଲ୍ ବ୍ୟୁରୋ: ଚୀନର ହାଙ୍ଗଝୌରେ ଖେଳାଯାଉଥିବା ୧୯ ତମ ଏସିଆନ୍‌ ଗେମ୍ସରେ ଭାରତୀୟ ଖେଳାଳିଙ୍କ ଦବଦବା ଜାରି ରହିଛି। ଏସୀୟ କ୍ରୀଡ଼ା ପୁରୁଷ କବାଡ଼ିରେ ପାକିସ୍ତାନକୁ ହରାଇ ଭାରତ ଫାଇନାଲରେ ପହଂଚିଛି। ପାକିସ୍ତାନକୁ ୬୧-୧୪ ପଏଣ୍ଟରେ ହରାଇ ଭାରତ ଫାଇନାଲରେ ପହଂଚିଛି। ପୂର୍ବରୁ ଭାରତୀୟ ମହିଳା ଟିମ୍ ବି…

ନୋବେଲ ପୁରସ୍କାର ୨୦୨୩: ଇରାନୀ ମହିଳା…

ଓଏଲ୍‌ ବ୍ୟୁରୋ: ନୋବେଲ ପୁରସ୍କାର ୨୦୨୩ ଘୋଷଣା ହୋଇଛି। ଇରାନର ନର୍ଗେସ ମହମ୍ମଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବ। ନର୍ଗେସ ମହମ୍ମଦି ଯେ କି ଅନେକ ବର୍ଷ ଧରି ସାମ୍ମାଦିକତା କରି ଆସୁଛନ୍ତି ଏବଂ ଇରାନର ଜଣେ ପ୍ରମୁଖ ସାମାଜିକ କାର୍ଯ୍ୟକର୍ତ୍ତ୍ରୀ। ସେହିପରି ସାହିତ୍ୟ ପାଇଁ ନୋବେଲ୍ ପୁରସ୍କାର ଘୋଷଣା…

ରହସ୍ୟ ଘେରରେ ସୁସ୍ମିତା ମିଞ୍ଜଙ୍କ…

ଓଏଲ୍‌ ବ୍ୟୁରୋ: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁକୁ ସନ୍ଦେହ ବଢୁଥିବାବେଳେ ସାମ୍ନାକୁ ଆସିଥିଲା ଶବ ବ୍ୟବଚ୍ଛେଦ ରିପୋର୍ଟ। ରାଉରକେଲା ସହକାରୀ ଜିଲ୍ଲାପାଳ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ହୋଇଥିଲା। ରାଉରକେଲା ସହକାରୀ ଜିଲ୍ଲାପାଳଙ୍କ ସୁସ୍ମିତା ମିଞ୍ଜ…