Odisha Link
Bridging the Missing Links in Odisha
Daily Archives

January 24, 2024

ଲୋକସଭା ନିର୍ବାଚନ ପରେ ରାହୁଲ ଗିରଫ…

ଓଏଲ୍‌ ବ୍ୟୁରୋ: ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କଂଗ୍ରେସ କରୁଛି ଭାରତ ଯୋଡ଼ ନ୍ୟାୟ ଯାତ୍ରା। ଏହାର ମଙ୍ଗୁଆଳ ସାଜିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ନେଇ ଆସିଛି ବଡ଼ ଅପଡେଟ୍। ଲୋକସଭା ନିର୍ବାଚନ ପରେ ରାହୁଲ ଗାନ୍ଧିଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ…

ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ; କାହାକୁ…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର। ଭୁବନେଶ୍ବର-କଟକ ଟ୍ବିନ୍‌ ସିଟି ପୁଲିସ କମିଶନର ହେଲେ ସଞ୍ଜୀବ ପଣ୍ଡା। କମିଶନର ଥିବା ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ଯାହାକି ପୂର୍ବରୁ…

ପର୍ଯ୍ୟଟକଙ୍କ ପାଇଁ ଖୁସିଖବର; ଏଣିକି…

ଓଏଲ୍‌ ବ୍ୟୁରୋ: ପର୍ଯ୍ୟଟକଙ୍କ ପାଇଁ ଖୁସିଖବର। ଏଣିକି ପର୍ଯ୍ୟଟକ ଶିମିଳିପାଳରେ କଳା ବାଘ (ମେଲାନିଷ୍ଟିକ ବାଘ) ସଫାରୀ ଉପଭୋଗ କରିବେ। କଳା ବାଘ ସଫାରୀ ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସୂଚନା ଜାରି ହୋଇଛି। ‘ଏକ୍ସ’ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ,…

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା:…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା ସାମ୍ନାକୁ ଆସିଥିଲା। ନିଯୁକ୍ତିକୁ ନେଇ ଅନେକ ଚର୍ଚ୍ଚା ହେଉଥିବାବେଳେ ଇଡିସିଆଇଏଲ୍ ର ସ୍ପଷ୍ଟୀକରଣ ରଖିଛି। ଇଡିସିଆଇଏଲର ସ୍ପଷ୍ଟୀକରଣ ଅନୁସାରେ ଓଡ଼ିଶାରେ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ନେଇ ଆସିଥିବା ଅଭିଯୋଗରେ ଇଡିସିଆଇଏଲର…

କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା ସାମ୍ନାକୁ ଆସିଥିଲା। ହାଇକୋର୍ଟରେ ରାଜ୍ୟ ସରକାର ଜବାବ ଦାଖଲ କରିଛନ୍ତି। ଜିଲ୍ଲା ୱାରୀ ମେରିଟ୍ ଲିଷ୍ଟ ଜାରି କରିଥିବା ଜଣାଇଲେ। ପୂର୍ବ ପ୍ରକାଶିତ ଲିଷ୍ଟ ପ୍ରତ୍ୟାହାର ହୋଇଛି କି ନାହିଁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ…

ବାଙ୍ଗିରିପୋଷି ଟ୍ରକ୍ ଦୁର୍ଘଟଣା: ଶୋକ…

ଓଏଲ୍‌ ବ୍ୟୁରୋ: ବାଙ୍ଗିରିପୋଷି ଦ୍ଵାରଶୁଣି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଯାତ୍ରାପାର୍ଟି ଟ୍ରକ୍। ଟ୍ରକ୍‌ରେ ଥିବା ୧୦ରୁ ଅଧିକ ଲୋକ ଗୁରୁତର ହୋଇଥିବାବେଳେ ୬ ଜଣଙ୍କ ଜୀବନ ଚାଲିଯାଇଛି। ୫ ଜଣଙ୍କ ମୃତ୍ୟୁ ହେଇଥିବା ପ୍ରାଥମିକ ସୂଚନା ମିଳିଥିବା ବେଳେ ପରେ…

ହାତ ଧରିଲେ ବଳଭଦ୍ର ମାଝୀ, ୨ ସପ୍ତାହ ତଳେ…

ଓଏଲ୍‌ ବ୍ୟୁରୋ: କଂଗ୍ରେସରେ ଯୋଗ ଦେଇଛନ୍ତି ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ। ଦୁଇ ସପ୍ତାହ ତଳେ ବିଜେଡିରୁ ଇସ୍ତଫା ଦେଇଥିବା ଶ୍ରୀ ମାଝୀ ଭବାନୀପାଟଣାରେ ଆୟୋଜିତ କଂଗ୍ରେସର ମିଶ୍ରଣ ପର୍ବରେ ସେ ସାମିଲ ହୋଇ ଦଳରେ ମିଶିବେ ବୋଲି ସୂଚନା ଦେଇଥିଲେ। କଂଗ୍ରେସର ବରିଷ୍ଠ ନେତାଙ୍କ…

ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ;…

ଓଏଲ୍‌ ବ୍ୟୁରୋ: ପଶ୍ଚିମ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୋହଲା ପାଗ ସହ ହାଲୁକା ବର୍ଷା ଲାଗିରହିଛି। ଗତ ୨୪ ଘଣ୍ଟାରେ ସମ୍ବଲପୁରରେ ୨୫ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ସହ ଅତାବିରାରେ ୨୪.୨, ନୟାଗଡ଼ରେ ୨୧.୬, ବିଜେପିରୁ ୧୮। ଡୁଙ୍ଗୁରିପାଲିରେ ୧୭.୧ମିମି, ଉଲୁଣ୍ଡାରେ ୧୬.୨ ମିମି ବର୍ଷା…

ଆଇଏଏସ୍‌ ପରେ ଆଇଆଇସି ସ୍ତରରେ ଅଦଳବଦଳ

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ସରକାର ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଥିଲେ। ଏବେ ପୁଣି ଆଇଆଇସି ସ୍ତରରେ ଅଦଳବଦଳ ହୋଇଥିବା ଖବର ସାମ୍ନାକୁ ଆସିଛି। ୪୭ ଜଣ ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି। ସୁଧାଂଶୁ ଜେନା କ୍ୟାପିଟାଲ, ପ୍ରଦୀପ ଜେନା ଚନ୍ଦକା ଥାନା ଆଇଆଇସି, ସମିତା ମିଶ୍ର…

ଶୁଭେଚ୍ଛା ସାଉଁଟିଲେ ସୁଦର୍ଶନ ପଟ୍ଟନାୟକ;…

ଓଏଲ୍‌ ବ୍ୟୁରୋ: ଗତକାଲି ଥିଲା ପରାକ୍ରମ ଦିବସ। ଭାରତମାତାର ଦୁଇ ଦୁଇ ଜଣ ବୀର ସୁପୁତ୍ରଙ୍କର ଜନ୍ମତିଥି। ଜଣେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଆଉ ଜଣେ ବୀର ସୁରେନ୍ଦ୍ର ସାଏ। ସ୍ଵାଧିନତା ସଂଗ୍ରାମରେ ଉଭୟଙ୍କର ଅବଦାନ ଅତୁଳନୀୟ। ଗତକାଲି ପରାକ୍ରମ ଦିବସ ଅବସରରେ ଦିଲ୍ଲୀ ଲାଲ କିଲ୍ଲାରେ ପ୍ରଖ୍ୟାତ…