Odisha Link
Bridging the Missing Links in Odisha
Daily Archives

February 26, 2024

କାଲି ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟର ୧୫…

ଓଏଲ୍‌ ବ୍ୟୁରୋ: ରାତି ପାହିଲେ ରାଜ୍ୟସଭା ନିର୍ବାଚନ। ଏଥିପାଇଁ ସମସ୍ତ ପ୍ରସ୍ତୁତି ହୋଇ ସାରିଛି। ୫୬ଟି ଆସନରୁ ରାଜ୍ୟସଭା ନିର୍ବାଚନରେ ୪୧ ଜଣ ପ୍ରାର୍ଥୀ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଛନ୍ତି। କଂଗ୍ରେସର ପୂର୍ବତନ ସଭା‌ପତି ସୋନିଆ ଗାନ୍ଧୀ, ବିଜେପି ସଭାପତି ଜେପି ନଡ୍ଡା,…

ସ୍ବାସ୍ଥ୍ୟ ସେବାରେ ନୂଆ ଅଧ୍ୟାୟ; ୧୫…

ଓଏଲ୍‌ ବ୍ୟୁରୋ: ରାଜ୍ୟବାସୀଙ୍କୁ ମିଳିବ ଉତ୍ତମ ସ୍ବାସ୍ଥ୍ୟ ସେବା। ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ପରିଜନଙ୍କୁ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ। ସେମାନଙ୍କ ପାଇଁ ଡାକ୍ତରଖାନାରେ ରହଣି ବ୍ୟବସ୍ଥା ହେବ। ଏଥିପାଇଁ ରାଜ୍ୟ ସରକାର ‘ଆମ ହସ୍ପିଟାଲ’ ନାମରେ ଏକ ନୂତନ ଯୋଜନା ଆଣିଛନ୍ତି। ଆମ ହସ୍ପିଟାଲ…

ପରଲୋକରେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ…

ଓଏଲ୍‌ ବ୍ୟୁରୋ: ଭେଟେରାନ ବଲିଉଡ୍ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ। ୭୨ ବର୍ଷ ବୟସରେ ପଙ୍କଜ ଉଧାସଙ୍କ ପରଲୋକ ହୋଇଛି। ଦୀର୍ଘଦିନର ଅସୁସ୍ଥତା ପରେ ଆଖି ବୁଜିଲେ ପଙ୍କଜ ଉଧାସ। ତାଙ୍କ ମୃତ୍ୟୁ ଖବର ପରେ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି। ଗଜଲ ସମ୍ରାଟ୍ ପଙ୍କଜ ଉଧାସ ସଙ୍ଗୀତ ପ୍ରେମୀମାନଙ୍କ…

ରାଜ୍ୟରେ ୮୬ଟି ଜଳାଶୟର ରୂପାନ୍ତରଣ…

ଓଏଲ୍‌ ବ୍ୟୁରୋ: ଲୋକଙ୍କ ସାମାଜିକ ଏବଂ ସାଂସ୍କୃତିକ ଜୀବନରେ ଉନ୍ନତି ସହ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ୧୬ଟି ସହରରେ ୮୬ଟି ଜଳାଶୟ ରୂପାନ୍ତରଣ କରାଯାଉଛି। ଚାଷ ଜମିକୁ ଉର୍ବରତାରେ ସହାୟକ ହେଉଥିବା ଜଳାଶୟକୁ ଉନ୍ନତ କରିବା ପାଇଁ ବ୍ୟବସ୍ତା କରାଯାଉଛି। ତେବେ ଆଜି ୮୬ଟି ଜଳାଶୟର ରୂପାନ୍ତରଣ କାର୍ଯ୍ୟକ୍ରମ…

ଥମୁନି ଚାଷୀଙ୍କ ଗର୍ଜନ; ଦିଲ୍ଲୀରେ ମୁଣ୍ଡ…

ଓଏଲ୍‌ ବ୍ୟୁରୋ: ଥମୁନି ଚାଷୀଙ୍କ ଗର୍ଜନ। ଦିଲ୍ଲୀରେ ଗର୍ଜନ କରୁଛନ୍ତି ହଜାର ହଜାର ଚାଷୀ। କୃଷକ ଆନ୍ଦୋଳନକୁ ନଜରରେ ରଖି ଦିଲ୍ଲୀରେ ସମାବେଶ କଟକଣା ଜାରି କରାଯାଇଥିଲା। ମାର୍ଚ୍ଚ ୧୨ ଯାଏଁ ଦିଲ୍ଲୀରେ ବଡ଼ଧରଣର ସମାବେଶ ଉପରେ ରୋକ୍‌ ଲଗାଯାଇଥିଲା। ରାଜଧାନୀ ଭିତରକୁ ଟ୍ରାକ୍ଟର ପ୍ରବେଶ ମନା ବୋଲି ଦିଲ୍ଲୀ…

ବରମୁଣ୍ଡା ଆମ୍ବେଦକର ବସ୍‌ ଟର୍ମିନାଲରେ…

ଓଏଲ୍‌ ବ୍ୟୁରୋ: ଖୁବଶୀଘ୍ର ଉଦ୍‌ଘାଟିତ ହେବାକୁ ଥିବା ଡ. ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲରେ ଏକ ପୁଲିସ୍‌ ଆଉଟପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏଥିରେ ୮୯ ଜଣ ପୁଲିସ୍‌ କର୍ମଚାରୀ ନିଯୁକ୍ତି ପାଇବେ। ସୂଚନାଯୋଗ୍ୟ ଯେ, ୫-ଟି…

ଲଗାତାର ୧୭ ଥର ଟେଷ୍ଟ ସିରିଜ ଦଖଲ କଲା…

ଓଏଲ୍‌ ବ୍ୟୁରୋ: ଭାରତ-ଇଂଲଣ୍ଡ ୫ଟିକିଆ ଟେଷ୍ଟ ସିରିଜ ହାତେଇଲା ଟିମ୍‌ ଇଣ୍ଡିଆ। ଶେଷ ଟେଷ୍ଟ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ୩-୧ରେ ସିରିଜକୁ ହାତେଇ ନେଇଛି। ୨୦୧୨-୧୩ ମସିହାରୁ ଟିମ୍‌ ଇଣ୍ଡିଆ ଭାରତୀୟ ମାଟିରେ ଗୋଟିଏ ବି ଟେଷ୍ଟ ସିରିଜ ହାରି ନାହିଁ। ଏଥିସହିତ ଭାରତ ଲାଗାତାର ୧୭ ଥର ପାଇଁ ଟେଷ୍ଟ…

ଲୋକସେବା ଭବନ ଘେରାଉ ଅଭିମୁଖେ କଂଗ୍ରେସ:…

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରରେ କଂଗ୍ରେସ କର୍ମୀ ଏବଂ ପୁଲିସ ମୁହାଁମୁହିଁ ହୋଇଥିବା ଖବର ସାମ୍ନାକୁ ଆସିଛି। କଂଗ୍ରେସ ଲୋକସେବା ଭବନ ଘେରାଉ ପାଇଁ ଗଲା ବେଳେ ମୁହାଁମୁହିଁ ହୋଇଥିବାବେଳେ କଂଗ୍ରେସ ଭବନରୁ ବାହାରିଥିବା ରାଲିକୁ ବାଟରେ ଅଟକାଇଲା ପୁଲିସ। ଏହି ରାଲିରେ ପିସିସି ପ୍ରଭାରୀ, ସଭାପତିଙ୍କ ସହ ବହୁ…

ମିଶ୍ରଣ ପର୍ବ: ବିଜେଡ଼ିରେ ମିଶିଲେ ୪…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନକୁ ମଝିରେ ଆଉ ଏକ ମାସ ସମୟ। ତେବେ ଭୋଟ ଗ୍ରହଣ ପାଇଁ କେମିତି ଚାଲିଛି ସଜବାଜ, ବିଭିନ୍ନ ରାଜ୍ୟକୁ ଯାଇ ପ୍ରସ୍ତୁତିର ଅନୁଧ୍ୟାନ କରୁଛନ୍ତି ନିର୍ବାଚନ କମିଶନଙ୍କ ଟିମ୍। ଅନ୍ୟପଟେ ନିର୍ବାଚନ ତାରିଖ ଘୋଷଣା ନହୋଇଥିବା ବେଳେ ଓଡ଼ିଶା ରାଜନୀତି ସରଗରମ। ଏହାରି ମଧ୍ୟରେ…

ମାଟ୍ରିକ ପରୀକ୍ଷା: ପ୍ରଶ୍ନପତ୍ର…

ଓଏଲ୍‌ ବ୍ୟୁରୋ: ଚଳିତବର୍ଷର ମାଟ୍ରିକ ପରୀକ୍ଷା ଜାରି ରହିଛି। ଏହାରି ମଧ୍ୟରେ କେନ୍ଦୁଝରରେ ଗଣିତ ପ୍ରଶ୍ନ ଭାଇରାଲ ଅଭିଯୋଗ ସାମ୍ନାକୁ ଆସିଛି। ପରୀକ୍ଷାର କିଛି ସମୟ ପରେ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଘୂରିବୁଲୁଥିବା ଅଭିଯୋଗ ହୋଇଥିଲା। ପରୀକ୍ଷା ସରିବା ପରେ ବୋର୍ଡ କର୍ତ୍ତୃପକ୍ଷ ଅଭିଯୋଗକୁ ଖଣ୍ଡନ…