ପାନ ଦୋକାନରେ ଅଗ୍ନିକାଣ୍ଡ By ପ୍ରଗତି ପଣ୍ଡିତ On Nov 10, 2020 ରାଉରକେଲା : ଆଜି ସକାଳେ ଏକ ପାନ ଦୋକାନରେ ଅଗ୍ନିକାଣ୍ଡ ହୋଇଛି। ଏହି ଘଟଣାଟି ରାଉଲକେଲା ବିଗ ବଜାରରେ ଘଟିଛି। ବିଦ୍ୟୁତ ସର୍ଟ ସର୍କିଟ କାରଣରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଦୋକାନର ସମସ୍ତ ସାମଗ୍ରୀ ପୋଡ଼ିଯାଇଥିବା ସୂଚନା ମିଳିଛି। fire accidentOdishaRourkela Share