Odisha Link
Bridging the Missing Links in Odisha
Browsing Tag

Rourkela

“ରାଉରକେଲାରୁ ବିଜେପି ଟିକେଟ୍‌ରୁ…

ଓଏଲ୍‌ ବ୍ୟୁରୋ: ଠିକ୍‌ ନିର୍ବାଚନ ପୂର୍ବରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଛି ବଡ଼ ଆଶ୍ବସ୍ତି। ବହୁଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲାରେ ଶ୍ରୀ ରାୟଙ୍କୁ ମିଳିଛି ଆଶ୍ବସ୍ତି। ଗତକାଲି ସିବିଆଇ କୋର୍ଟର ଦଣ୍ଡାଦେଶ ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଏନେଇ ଖବର ସରବରାହ ସଂସ୍ଥା…

ରାଉରକେଲାରେ ବ୍ୟାପୁଛି ଝାଡ଼ାବାନ୍ତି;…

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ରାଜ୍ୟରେ ୧୦ ଡିଗ୍ରୀ ତଳେ ୭ ସହର ରହିଛି। ଏହାରି ମଧ୍ୟରେ ରାଉରକେଲାରେ ସ୍ଵାସ୍ତ୍ୟବସ୍ଥା ଏବେ ଚିନ୍ତାର ବିଷୟ ପାଲଟିଛି। ଝାଡ଼ାବାନ୍ତିରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ରାଉରକେଲାରେ ବ୍ୟାପୁଛି ଝାଡ଼ାବାନ୍ତି।…

ସୁନ୍ଦରଗଡ଼ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

ରାଉରକେଲା: ରାଉରକେଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୯୬୪ କୋଟି ଟଙ୍କାର ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ ପଟ୍ଟନାୟକ। ଏଥିସହିତ ରାଉରକେଲା ସହରର ବିର୍ସା ଛକ ଠାରେ ନିର୍ମିତ ନୂତନ ବିର୍ସା ମୁଣ୍ଡା ଆଥ‌ଲେଟିକ୍‌ ଷ୍ଟାଡିୟମ୍‌ ସମେତ ବିର୍ସା…

ରାଉରକେଲା ଷ୍ଟାଡିୟମ ବିଶ୍ୱରେ ବୃହତ୍ତମ :…

ଓଏଲ୍‌ ବ୍ୟୁରୋ : ଓଡ଼ିଶାର ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ର ଉଦଘାଟନ ପରଠୁ ଗୋଟିଏ ବିତର୍କ ଲାଗି ରହିଥିଲା। ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ ବିଶ୍ବର ସର୍ବବୃହତ ଷ୍ଟାଡିୟମ୍‌ କି ନୁହେଁ ବୋଲି କିଛି ଦିନ ହେବ ଏହାକୁ ନେଇ ବିବାଦ ଲାଗି ରହିଥିଲା। ଏପରିକି ବିରୋଧୀ…

ହକି ବିଶ୍ୱକପ୍‌ ପାଇଁ ଦୁଇଟି ସ୍ୱତନ୍ତ୍ର…

ଓଏଲ୍‌ ବ୍ୟୁରୋ : ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ମହାକୁମ୍ଭ। ଯାହାକୁ ନେଇ ହକି ପ୍ରେମୀଙ୍କ ମନରେ ଉତ୍ସାହ ଦେଖାଦେଇଛି। ସରକାର ହକି ବିଶ୍ୱକପକୁ ନେଇ ବ୍ୟାପକ ପ୍ରସ୍ତୁତି ଜାରି କରିଛନ୍ତି। ତେବେ ଜାନୁଆରୀ ୧୩ରେ ଆରମ୍ଭ ହେବାକୁ ଥିବା ହକି ବିଶ୍ୱକପକୁ ନେଇ ପୂର୍ବତଟ ରେଳପଥ ପକ୍ଷରୁ ସ୍ପେସିଆଲ ରେଳ…

ରାଉରକେଲା ବିମାନବନ୍ଦରରୁ ଜବତ ହେଲା ଗୁଳି

ଓଏଲ୍‌ ବ୍ୟୁରୋ : ରାଉରକେଲା ବିମାନବନ୍ଦର ଉଦ୍ଘାଟନ ପର ଦିନ ମିଳିଛି ଅଫୁଟା ଗୁଳି। ସୁରକ୍ଷା କର୍ମୀ ଜଣେ ଯାତ୍ରୀଙ୍କ ବ୍ୟାଗରୁ ୬ଟି ଅଫୁଟା ଗୁଳି ଜବତ କରିଥିବା ଜଣା ପଡିଛି। ଯାତ୍ରୀ ଜଣକ ବିମାନବନ୍ଦରରେ ଯିବା ସମୟରେ ସ୍କାନର ଦ୍ୱାରା ଯାତ୍ରୀଙ୍କ ବ୍ୟାଗରେ ଗୁଳି ଥିବା ଜଣା ପଡିଥିଲା। ଗୁଳି ଜବତ କରାଯିବ…

ଭୁବନେଶ୍ୱରରୁ ରାଉରକେଲା ବିମାନ ଉଡ଼ାଣର…

ଓଏଲ୍‌ ବ୍ୟୁରୋ : ରାଉରକେଲା ବିମାନ ଉଡ଼ାଣର ଶୁଭାରମ୍ଭ। ପତାକା ଦେଖାଇ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ବର ଲୋକସଭା ସଦସ୍ୟ ଅପରାଜିତା ଷଡ଼ଙ୍ଗୀ। ଭିଡିଓ କନଫରେନ୍ସିଂରେ ଆଜି ଭୁବନେଶ୍ୱରରୁ ରାଉରକେଲାକୁ ବିମାନ ଉଡାଣର ଉଦଘାଟନ…

୨୦୨୩ ହକି ମହାକୁମ୍ଭ, କାଉଣ୍ଟ ଡାଉନ୍‌…

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି କାଉଣ୍ଟ ଡାଉନ୍। ଆଉ ବର୍ଷକ ପରେ ଆରମ୍ଭ ହେବ ହକି ବିଶ୍ବକପ୍‌ର ୧୫ତମ ସଂସ୍କରଣ। ଓଡ଼ିଶାର ଦୁଈଟି ସହରରେ ଖେଳାଯିବ ଏହି ବିଶ୍ବକପ୍‌ । ଭୁବନେଶ୍ବର ଓ ରାଉରକେଲାରେ ହକି ବିଶ୍ବକପ୍‌ ଖେଳାଯିବ। ଓଡ଼ିଶାରେ ଲଗାତାର ଦ୍ବିତୀୟ ଥର ପାଇଁ ଏବଂ ଭାରତରେ ରେକର୍ଡ ଚତୁର୍ଥ ଥର ଲାଗି…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗୋଟିଏ…

ରାଉରକେଲା: ଝାଡ଼ଖଣ୍ଡ ଚିରିଗିଢିପା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ରାଉରକେଲା ପାନପୋଷ ଅଞ୍ଚଳର ଗୋଟିଏ ପରିବାରର ୪ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମୃତକଙ୍କ ମଧ୍ୟରେ ୨ ଜଣ ନାବାଳକ ଥିବା ସୂଚନା। ଦୁର୍ଘଟଣାରେ ୨ଜଣ ଆହତ ହୋଇଛନ୍ତି। ମୃତକ ହେଲେ କହ୍ନେୟା ଜୈନ, ପତ୍ନୀ ରୋମା ଜୈନ, ୩…

ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କ…

ରାଉରକେଲା: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦ୍ଦେର୍ଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ୍, ଜାତୀୟ ସ୍ବାସ୍ଥ୍ୟ ମିଶନ, ଓଡ଼ିଶା ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ତଥା କ୍ରୀଡ଼ା…