Odisha Link
Bridging the Missing Links in Odisha
Browsing Tag

Rourkela

ନଦୀରେ ଖସି ପଡ଼ିଲା ଇଞ୍ଜିନ୍

ରାଉରକେଲା: ନଦୀରେ ଖସି ପଡ଼ିଲା ଟ୍ରେନ୍ ଇଞ୍ଜିନ୍। ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ କନରବା ଷ୍ଟେସନ ନିକଟରେ ଘଟିଛି ଏଭଳି ଦୁର୍ଘଟଣା। ହାଟିଆ-ରାଉରକେଲା ପାସେଞ୍ଜର ଟ୍ରେନର ଇଞ୍ଜିନ ବଗିରୁ ଅଲଗା ହୋଇ ନଦୀରେ ଖସି ପଡ଼ିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବିକ, ଟ୍ରେନ୍‌ଟି ହାଟିଆରୁ ରାଉରକେଲା ଯାଉଥିଲା।…

ଘରୋଇ କଳିରେ ଅତିଷ୍ଠ ହୋଇ ନଦୀକୁ ଡେଇଁଲେ…

ରାଉରକେଲା: ଗୁରୁବାର ସକାଳୁ ସକାଳୁ ରାଉରକେଲାରେ ଘଟିଛି ଅଭାବନୀୟ ଘଟଣା। ଘରୋଇ କଳିରେ ଅତିଷ୍ଠ ହୋଇ ଆଜି ସକାଳୁ ବ୍ରାହ୍ମଣୀ ନଦଦିରୁ ଡେଇଁ ଜୀବନ ହାରିବାକୁ ଉଦ୍ୟମ କଲେ ମହିଳା। କିଛି ସମୟ ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଗୁରୁତର ଥିବା ମହିଳାଜଣକ ସୁଧା ଲୋହାର ବୋଲି ସୂଚନା…

ରାଉରକେଲା:  କରୋନା ପରୀକ୍ଷା ଓ ଚିକିତ୍ସା…

ରାଉରକେଲା: ରାଉରକେଲା ସହରରେ କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। କୋଭିଡ୍ ଲକ୍ଷଣ ଥିବା ବ୍ୟକ୍ତିମାନେ ନିଜର ପରୀକ୍ଷା କରାଇ ନେବା ସହ ଆବଶ୍ୟକ ହେଲେ ଚିକିତ୍ସା ପାଇଁ କାହା ସହ ଯୋଗାଯୋଗ କରିବେ ଏ ସମ୍ପର୍କରେ ସୂଚନା ଦିଆଯାଇଛି। କୌଣସି…

ରାଉରକେଲାରେ ଲଜ୍ଜା, ନାବାଳିକାକୁ…

ରାଉରକେଲା: ରାଉରକେଲାରେ ଲଜ୍ଜା। ଜଣେ ୧୨ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଛି। ଏଭଳି ଏକ ଘୃଣ୍ୟ ଘଟଣା ଘଟିଛି ରାଉରକେଲା ବନ୍ଧମୁଣ୍ଡା ଥାନା ଅଧୀନ ବସ୍ତି ଅଞ୍ଚଳରେ। ସୂଚନା ମୁତାବକ, ନାବାଳିକାଟି ଦୋକାନକୁ ବିସ୍କୁଟ ଆଣିବା ଯାଇଥିବାବେଳେ ଏଭଳି ଘଟଣା ଘଟିଛି। ଅଭିଯୁକ୍ତ ଜଣଙ୍କ ଝିଅଟିକୁ…

ରାଉରକେଲା ଆରଏସପିରେ ଅଗ୍ନିକାଣ୍ଡ

ରାଉରକେଲା: ରାଉରକେଲା ଆରଏସପିରେ ଅଗ୍ନିକାଣ୍ଡ। ଗତକାଲି ରାତି ୩ଟା ସମୟରେ ଏସଏମ ଏସ-୨ ରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଏସଏମଏସ – ୨ର ସ୍ଲାଗ ପଟରୁ ଉତ୍ତପ୍ତ ତରଳ ଲୁହା ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିବାରୁ ଉକ୍ତ ବିଭାଗର କଣ୍ଟ୍ରୋଲ ରୁମ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇ ଯାଇଛି l ଆରଏସପିର ଦୁଇଟି…

NITରେ କରୋନା ଆତଙ୍କ: ସଙ୍ଗରୋଧରେ ୧୪…

ରାଉରକେଲା: କିଛିଦିନ ହେବ ରାଜ୍ୟରେ କାୟା ମେଲାଇବାରେ ଲାଗିଛି କରୋନା ସଂକ୍ରମଣ। ବିଶେଷକରି ରାଉରକେଲା ସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (NIT)ରେ କରୋନା ମାମଲା ବଢ଼ିବାରେ ଲାଗିଛି। କାରଣ ପୂର୍ବରୁ ୭ ଛାତ୍ରଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସୋମବାର ଦିନ ଆଉ ୭ ଜଣ…

NITରୁ ଆଉ ୪ ପଜିଟିଭ ଚିହ୍ନଟ

ରାଉରକେଲା: ରାଉରକେଲା ସ୍ଥିତ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନୋଲୋଜି NITରୁ ଆଉ ୪ ପଜିଟିଭ ଚିହ୍ନଟ। ପ୍ରଥମେ ୩ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହେବା ପରେ ଆଜି ଆଉ ୪ ଛାତ୍ର ପଜିଟିଭ ଚିହ୍ନଟ ହୋଇଛନ୍ତି। ୭ ପଜିଟିଭଙ୍କ ମଧ୍ୟରେ ଛାତ୍ରଛାତ୍ରୀ ଓ ଷ୍ଟାଫ ମଧ୍ୟ ଥିବା ରାଉରକେଲା ADM ଅବୋଲି ସୁନୀଲ…

ଏନ୍‌ଆଇଟିର କଡା ନିଷ୍ପତ୍ତି: ଅନଲାଇନ୍‌ରେ…

ରାଉରକେଲା : ଏନ୍‌ଆଇଟିରେ ପଜିଟିଭି ଚିହ୍ନଟ ହେବା ପରେ ସମସ୍ତ ହଷ୍ଟେଲ ଛୁଟି ପାଇଁ ନିଷ୍ପତ୍ତି ନିଆଯାଇଛି ।ଆସନ୍ତାକାଲିଠାରୁ ତିନି ଦିନ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଥୀଙ୍କ ହେବ କୋଭିଡ଼ ଟେଷ୍ଟ । ଏଥିସହିତ ଅନଲାଇନରେ ପରୀକ୍ଷା ହେବ। ଏହା ଏନଆଟି ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ମିଳିତ ଭାବରେ ନିଷ୍ପତ୍ତି…

ରାଉରକେଲା NITରୁ ୩ ଛାତ୍ରଛାତ୍ରୀଙ୍କୁ…

ରାଉରକେଲା: ପୁଣି କାୟା ବିସ୍ତାର କଲାଣି ମହାମାରୀ କରୋନା। ଏବେ ଦିନକୁ ଦିନ କରୋନା ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଭୁବନେଶ୍ବର ସ୍ଥିତ ପରେ ଏବେ ରାଉରକେଲା NITର ୩ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସୂଚନା ମୁତାବକ, ଗତ ୧୦ ଓ ୧୫…

ରାଉରକେଲା ମେଡିକାଲ କଲେଜ ପାଇଁ ରାଜନୀତି,…

ଭୁବନେଶ୍ବର: ରାଉରକେଲାରେ ହେବାକୁ ଥିବା ମେଡିକାଲ କଲେଜ ପାଇଁ ରାଜନୀତି। ମେଡିକାଲ କଲେଜ କରାଯାଇନ ଯାଇ କେବଳ ୨୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲ କରାଯାଇଥିବା ନେଇ ଆପତ୍ତି କରିଛନ୍ତି ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ। ଏ ସଂକ୍ରାନ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…