Odisha Link
Bridging the Missing Links in Odisha
Browsing Tag

Rourkela

ଗାଡି ବିକଟାଳ ଶବ୍ଦ କରୁଥିଲେ ସାଇଲେନ୍ସର…

ରାଉରକେଲା: ଗାଡିରୁ ଶବ୍ଦ ବାହାରିଲେ କଡା କାର୍ଯ୍ୟାନୁଷ୍ଠାନ ନେଉଛି ପୁଲିସ । ଚେକିଂ ସ୍ଥାନରେ ସାଇଲେନ୍ସର ଖୋଲିଦେବା ସହ ୫ ହଜାର ଟଙ୍କା ଲେଖାଁଏ ଫାଇନ୍ ପକାଉଛି ଟ୍ରାଫିକ୍ ପୁଲିସ । ଖାଲି ସେଥିକି ନୁହେଁ ସିଟ୍ ବେଲ୍ଟ, ହେଲମେଟ ଏବଂ ମୋବାଇଲରେ କଥା ହୋଇ ଗାଡି ଚଳାଉଥିଲେ ବି ନିଆଯାଉଛି ଦୃଢ…

ରାଉରକେଲାର ଜୀବନ ରେଖା ବ୍ରାହ୍ମଣୀ ପୋଲରୁ…

ରାଉରକେଲା: ବିପଦ ସଙ୍କୁଳ ଅବସ୍ଥାରେ ରାଉରକେଲାର ଜୀବନ ରେଖା ବ୍ରାହ୍ମଣୀ ପୋଲ। ବ୍ରାହ୍ମଣୀ ପୋଲର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ପୋଲରୁ ଅତଡ଼ା ଖସୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏହି ପୋଲ ଦେଇ ପ୍ରତିଦିନ ଶହ ଶହ ଗାଡ଼ି ଯିବା ଆସିବା କରିଥାଏ। ଏପରିକି ବହୁ…

ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ ନବୀନ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ମାସ ଫେବ୍ରୁଆରୀ ୧୬ରେ ରାଉରକେଲା ଯିବେ। ସେଠାରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପର ଲୋକର୍ପଣ କରିବେ। ଏହା ସହ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ତେବେ ୨୦୨୩ରେ ରାଉରକେଲାରେ ହେବାକୁ ଥିବା ବିଶ୍ବ ହକି କପ୍ ପାଇଁ ଦେଶର…

ଯୌତୁକ ପାଇଁ ବଧୂହତ୍ୟା

ରାଉରକେଲା: ଯୌତୁକ ପାଇଁ ବଧୂହତ୍ୟା। ଯୌତୁକ ପାଇଁ ଜଣେ ୩୦ ବର୍ଷୀୟ ମହିଳାଙ୍କୁ ସ୍ୱାମୀ ଓ ଶାଶୂଘର ଲୋକେ ମାରି ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟଘଟଣା ଘଟିଛି ରାଉରକେଲା ଉଦିତନଗର ବାସନ୍ତୀ କଲୋନୀରେ। ମୃତକ ହେଉଛନ୍ତି ଭୁବନେଶ୍ୱର ନିବାସୀ ପ୍ରିୟଦର୍ଶିନୀ ବିଶ୍ୱାଳ। ସୂଚନା ମୁତାବକ,…

ରାଉରକେଲାରେ ସେକ୍ସ ରାକେଟ ଠାବ

ରାଉରକେଲା : ରାଉରକେଲାରେ ସେକ୍ସ ରାକେଟ ଠାବ। ପୁଲିସର ଅତର୍କିତ ଭାବେ ଚଢ଼ାଉରେ ୨ ଦେହଜୀବୀଙ୍କ ସମେତ ଜଣେ ଦେହ ଦଲାଲ ଏବଂ ରାଣୀ ମହୁମାଛି ଗିରଫ ହୋଇଛନ୍ତି।  ସେକ୍ଟର ୧୫ ପୁଲିସ ଏ ସଂପର୍କ ଜାଣିବା ପରେ ଷ୍ଟିଲପ୍ଲାଣ୍ଟ ନିକଟରେ ଥିବା ପରିତ୍ୟକ୍ତ ଘରେ ଚଢ଼ାଉ କରିଥିଲା। ପୁଲିସ ସୂଚନା ଅନୁସାରେ, ଦଲାଲ…

ପାକିସ୍ତାନ ଫେରନ୍ତା ବିର୍‌ଜୁ କୁଲୁ…

ରାଉରକେଲା: ଦୀର୍ଘ ୨୦ ବର୍ଷ ବନ୍ଦୀ ପରେ ଧରି ପାକିସ୍ତାନ ଜେଲ୍‌ରୁ ମୁକୁଳି ଜନ୍ମ ମାଟି ଫେରିଥିବା ବିର୍‌ଜୁ କୁଲୁ ପୁଣି ନିଖୋଜ ହୋଇଯାଇଛନ୍ତି। ବିର୍‌ଜୁ ଗତକାଲି ବିଳମ୍ବିତ ରାତିରୁ ନିଖୋଜ ଅଛନ୍ତି। ଏନେଇ ବିର୍‌ଜୁଙ୍କ ଭଉଣୀ ଆଜି କୁତ୍ରା ଥାନାରେ ଏତଲା ଦେଇଛନ୍ତି। ତେବେ ସେ କିଭଳି ନିଖୋଜ ହେଲେ…

ରାଉରକେଲାରେ ହେବ ଭାରତର ବୃହତ୍ତମ ହକି…

ଭୁବନେଶ୍ୱର: ରାଉରକେଲା ସହରରେ ଏକ ନୂତନ ସର୍ବୋତ୍ତମ ହକି ଷ୍ଟାଡିୟମ୍‌ ନିର୍ମାଣ କରାଯିବ ବୋଲି ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ସମ୍ମାନଜନକ ‘ଏଫ୍‌ଆଇଏଚ୍‌ ଓଡ଼ିଶା ମେନ୍‌ସ୍‌ ହକି ଓ୍ଵାର୍ଲଡ୍‌ କପ୍‌ ୨୦୨୩’ ଆୟୋଜନ କରାଯିବା। ଏହି ଷ୍ଟାଡିୟମ୍‌ ହେବ ଭାରତର ବୃହତ୍ତମ ହକି…

ଭିଜିଲାନ୍ସ ଜାଲରେ ଜିଏସ୍‌ଟି ଅଫିସର

ରାଉରକେଲା: ଭିଜିଲାନ୍ସ ଜାଲରେ ଜିଏସ୍‌ଟି ଅଫିସର ଅଲେଖ ମହାନନ୍ଦ। ଅଲେଖ ମହାନନ୍ଦ ଜିଏସଟି ଅଫିସର ଭାବେ କମର୍ସିଆଲ ଡିପାର୍ଟମେଣ୍ଟରେ କାମ କରନ୍ତି । ଏକକାଳୀନ ଅଲେଖଙ୍କ ପୈତୃକ ଗାଁ, ଶ୍ୱଶୁର ଘର, ରାଉରକେଲା ଅଫିସ ଓ ରାଉରକେଲା ବାସଭବନରେ ରେଡ୍ ଚାଲିଛି l ରାଉରକେଲା ଭିଜିଲାନ୍ସ ଓ ସୁନ୍ଦରଗଡ଼ ଭିଜିଲାନ୍ସ…

ବିଶ୍ୱ ଅର୍ଥନୀତିର ପେଣ୍ଠସ୍ଥଳି ହେବା…

ଭୁବନେଶ୍ୱର: ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା ବିଶ୍ୱ ଅର୍ଥନୀତିର ପେଣ୍ଠସ୍ଥଳି ହେବା ପାଇଁ ସ୍ୱତବ ଭାବେ ପ୍ରସ୍ତୁତ ବୋଲି ସୋମବାର ରାଉରକେଲା, ସମ୍ବଲପୁର ଏବଂ ଝାରସୁଗୁଡା ଆଇସିଏଆଇ ଶାଖା ପକ୍ଷରୁ ଆୟୋଜିତ ଭିଏସଏମ ସିରିଜର “ସିଏ: ଦି କାଟାଲିଷ୍ଟ - ଲର୍ଣ୍ଣିଂ, ଅନଲର୍ଣ୍ଣିଂ ଏବଂ ରିଲର୍ଣ୍ଣି” ୱେବିନାରରେ…

୪୨ କୋଟିର ଜିଏସଟି ଠକେଇ, ୨ ବ୍ୟବସାୟୀ…

ରାଉରକେଲା: ଇସ୍ପାତନଗରୀ ରାଉରକେଲାରେ ଦିନକୁ ଦିନ ଗୋଟିଏ ପରେ ଗୋଟେ ଜିଏସ୍‌ଟି ଠକେଇ ମାମଲା ସାମ୍ନାକୁ ଆସୁଛି। କେତେବେଳେ ଚା’ ଦୋକାନୀ, ତ କେତେବେଳେ ପୁଣି ଠେଲାବାଲାଙ୍କ ନାଁରେ ଆକାଉଣ୍ଟ ଖୋଲି କୋଟି କୋଟି ଟଙ୍କାର ଜିଏସଟି ଠକେଇ ହେଉଛି। ଆଜି ପୁଣି ୪୨ କୋଟିର ଜିଏସଟି ଠକେଇ ମାମଲା ସାମ୍ନାକୁ ଆସିଛି।…