Odisha Link
Bridging the Missing Links in Odisha

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ: ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ

ଓଏଲ୍‌ ବ୍ୟୁରୋ: ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ଉଦ୍ୟୋଗନଗରରେ ଥିବା ଏକ ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ଲିଭାଇବାକୁ ୨୬ ଦମକଳବାହିନୀ ଗାଡି ପହଞ୍ଚିଥିଲେ। ଘଟଣାସ୍ଥଳରେ ମୃତାହତଙ୍କୁ ନେଇ କୌଣସି ସୂଚନା ମିଳିପାରିନାହିଁ।