Odisha Link
Bridging the Missing Links in Odisha
Daily Archives

October 13, 2023

ପାକିସ୍ତାନ ବିପକ୍ଷରେ ଗିଲ୍‌ ଖେଳିବେ କି…

ଓଏଲ୍‌ ବ୍ୟୁରୋ: ଦିନିକିଆ ବିଶ୍ବକପ୍‌ର ୧୨ତମ ମୁକାବିଲାରେ ଶନିବାର ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ। ଯାହାପାଇଁ ଆଜିଠୁ ଆରମ୍ଭ ହୋଇ ସାରିଲାଣି କାଉଣ୍ଟଡାଉନ୍। ତେବେ ଭାରତ ପାଇଁ ବିଶ୍ୱକପର ଦୁଇଟି ମ୍ୟାଚ୍‌ ଖେଳିଥିବା ଶୁଭମନ ଗିଲ୍‌ ପାକିସ୍ତାନ ବିପକ୍ଷରେ ଖେଳିବେ କି ନାହିଁ, ତାହା ନେଇ…

ଦଶହରା ପୂର୍ବରୁ ଓଏଏସ୍ ସ୍ତରରେ ଅଦଳବଦଳ;…

ଓଏଲ୍‌ ବ୍ୟୁରୋ: ଦଶହରା ପୂର୍ବରୁ ରାଜ୍ୟ ସରକାର ଆଜି ଓଏଏସ୍‌ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ଆଜି ସନ୍ଧ୍ୟାରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ମୁତାବକ, ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ ଓଏଏସ୍ ରୁଦ୍ରନାରାୟଣ ମହାନ୍ତିଙ୍କୁ ମିଳିଛି ବଡ଼…

ବିଜେବି କଲେଜକୁ ଉଚ୍ଚଶିକ୍ଷା ବିଭାଗର…

ଓଏଲ୍‌ ବ୍ୟୁରୋ: ବିଜେବି କଲେଜକୁ ସ୍ପଷ୍ଟୀକରଣ ମାଗିଲା ଉଚ୍ଚଶିକ୍ଷା ବିଭାଗ। ୩ଟି ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ସଂପାଦନ କରିନଥିବାରୁ ସ୍ପଷ୍ଟୀକରଣ ମାଗିଛି। ଡିସେମ୍ବରରୁ ଅଟୋନୋମସ ପାହ୍ୟା ଶେଷ ହୋଇଥିବାବେଳେ ନବୀକରଣ ପଦକ୍ଷେପ ନିଆଯାଇନି। ବାରମ୍ବାର ତାଗିଦ ସତ୍ତ୍ୱେ ନାକ୍‌ ଆକ୍ରେଡିସନ କାମ ବାକି ପଡ଼ିଛି।…

ଅଡ଼ୁଆରେ କଟକ ବାରବାଟୀ ବିଧାୟକ,…

ଓଏଲ୍‌ ବ୍ୟୁରୋ: ଅଡ଼ୁଆରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ। କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ପୁଣି ୧୦ ହଜାର ଟଙ୍କା ତଣ୍ଡ ଗଣିବେ। କୋର୍ଟ କାର୍ଯ୍ୟରେ ଅସହଯୋଗ ପାଇଁ ଜରିମାନା କରାଯାଇଛି। ୨୦୧୯ ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଣି ବେଳେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏନେଇ…

ରାଜ୍ୟ ସରପଞ୍ଚ ମହାସଂଘର ଆନ୍ଦୋଳନ…

ଓଏଲ୍‌ ବ୍ୟୁରୋ: ସରକାରୀ ଅଧିକାରୀଙ୍କ ଅତ୍ୟଧିକ ହସ୍ତକ୍ଷେପ ବିରୋଧରେ ଓଡ଼ିଶାର ସରପଞ୍ଚମାନେ ସେପ୍ଟେମ୍ବର ୨୨ ତାରିଖରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିଲେ। ପଞ୍ଚାୟତିରାଜ ବିଭାଗରେ ମୁଖ୍ୟତଃ ବ୍ଲକ୍ ଉନ୍ନୟନ ଅଧିକାରୀ ବା ବିଡିଓ କାମ କରନ୍ତି, ନିର୍ବାଚିତ ପ୍ରତିନିଧିଙ୍କ କ୍ଷମତାରେ ସରକାରଙ୍କ…

୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ ଫେରିଲା…

ଓଏଲ୍‌ ବ୍ୟୁରୋ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଏଣିକି ଅଲିମ୍ପିକ୍ସରେ ଦେଖିବାକୁ ମିଳିବ କ୍ରିକେଟର କ୍ରେଜ୍। କାରଣ ଲସ୍ ଏଞ୍ଜେଲସ ଅଲିମ୍ପିକ୍ସ ୨୦୨୮ରେ କ୍ରିକେଟରେ ସାମିଲ। ଇଣ୍ଟରନ୍ୟାସନାଲ ଅଲିମ୍ପିକ୍ସ କମିଟି ସଭାପତି ଥୋମାସ ବାଚ ଏନେଇ ଆଜି ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। କ୍ରିକେଟ…

ଅପରେସନ ଅଜୟ ମାଧ୍ୟମରେ ସ୍ବଦେଶ…

ଓଏଲ୍‌ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧର ସପ୍ତମ ଦିନରେ ଇସ୍ରାଏଲି ସେନା ଓ ହମାସ୍ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଭୀଷଣ ସଂଘର୍ଷ ଯୋଗୁଁ ଇସ୍ରାଏଲର ଅନେକ ଅଞ୍ଚଳ ଭାରୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଅପରେସନ୍…

ବିଶ୍ୱକପ୍‌ ୨୦୨୩: ଆସନ୍ତାକାଲି…

ଓଏଲ୍‌ ବ୍ୟୁରୋ: ଆଇସିସି ଦିନିକିଆ କ୍ରିକେଟ ମହାକୁମ୍ଭ ୨୦୨୩ ଆରମ୍ଭ ହୋଇଛି। ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ଉତ୍ସାହ ବଢୁଥିବା ବେଳେ ବିଶ୍ୱକପର ହାଇଭୋଲଟେଜ୍ ମ୍ୟାଚକୁ ଅପେକ୍ଷା କରିଛନ୍ତି କ୍ରିକେଟପ୍ରେମୀ। ଆସନ୍ତାକାଲି ବିଶ୍ୱକପର ହାଇଭୋଲଟେଜ୍ ମ୍ୟାଚ୍ ହେବାକୁ ଯାଉଛି। ଭାରତ ପାକିସ୍ତାନକୁ ଭେଟିବାକୁ…

ଶ୍ରୀମନ୍ଦିରକୁ ଯିବା ପାଇଁ ପୋଷାକ ନିୟମ…

ଓଏଲ୍‌ ବ୍ୟୁରୋ: ପୁରୀ ସ୍ଥିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର କେବଳ ଓଡ଼ିଆଙ୍କର ନୁହେଁ ବିଶ୍ୱର କୋଟି କୋଟି ଭକ୍ତଙ୍କର ଆସ୍ଥା ଓ ବିଶ୍ୱାସର ଆଧ୍ୟାତ୍ମିକ ସ୍ଥଳୀ ଭାବରେ ପରିଚିତ। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିରକୁ ପ୍ରବେଶ ଲାଗି ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ଜରୁରୀ। ଏ କ୍ଷେତ୍ରରେ ପର୍ଯ୍ୟଟକ ଓ…

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ:…

ଓଏଲ୍‌ ବ୍ୟୁରୋ: ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ଉଦ୍ୟୋଗନଗରରେ ଥିବା ଏକ ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ଲିଭାଇବାକୁ ୨୬ ଦମକଳବାହିନୀ ଗାଡି ପହଞ୍ଚିଥିଲେ। ଘଟଣାସ୍ଥଳରେ ମୃତାହତଙ୍କୁ ନେଇ କୌଣସି ସୂଚନା ମିଳିପାରିନାହିଁ।