Odisha Link
Bridging the Missing Links in Odisha
Daily Archives

October 13, 2023

କଟକର ରାସ୍ତାଘାଟ ସମସ୍ୟା: ହାଇକୋର୍ଟ…

ଓଏଲ୍‌ ବ୍ୟୁରୋ: କଟକରେ ରାସ୍ତାଘାଟ ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ତେବେ ଏହି ସମସ୍ୟାକୁ ଦୂର କରିବା ନେଇ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୭ ତାରିଖ ସୁଦ୍ଧା କାମ ଶେଷ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ମାଣ/ମରାମତି ୨୭ ସୁଦ୍ଧା ଶେଷ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ…

ପାଟଣାଗଡ଼ରେ ସେକ୍ସ ରାକେଟ୍‌ ଠାବ; ରାଣୀ…

ଓଏଲ୍‌ ବ୍ୟୁରୋ: ପାଟଣାଗଡ଼ କାଦୋପଡ଼ାରେ ସେକ୍ସ ରାକେଟ୍‌ ଠାବ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ପୁଲିସ ଅଟକ ରଖିଛି। ପଶ୍ଚିମବଙ୍ଗର ଜଣେ ଯୁବତୀ ଓ ସ୍ଥାନୀୟ ଅଞ୍ଚଳର ୨ ଯୁବକଙ୍କୁ ପୁଲିସ ଅଟକ ରଖିଛି। ଘଟଣାରେ ସମ୍ପୃକ୍ତି ଥିବା ନେଇ ସନ୍ଦେହ ପରେ ପୁଲିସ ଆକ୍ସନ ନେଇଛି। ପୁଲିସ ଅଟକ ରଖିଥିବା ୩…

ରାଜଧାନୀରେ ମାତିଛନ୍ତି ଲୁଟେରା, ଏଥିରୁ…

ଓଏଲ୍‌ ବ୍ୟୁରୋ: ଆଜିକାଲି ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ତେବେ ଏଥର ଲୁଟର ଶିକାର ହୋଇଛନ୍ତି…

ବେଦବ୍ୟାସ ପୀଠର ହେବ ବିକାଶ, ୧୪କୋଟି…

ଓଏଲ୍‌ ବ୍ୟୁରୋ: ରାଉରକେଲାବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ ଉପହାର। ବେଦବ୍ୟାସ ମନ୍ଦିରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ବେଦବ୍ୟାସ ମନ୍ଦିରର ବିକାଶ ପାଇଁ ୧୪ କୋଟି ୫୦ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ସୂଚନା ଅନୁସାରେ, ଗତ ଜାନୁଆରୀ…

ପୁରୀରେ ହେବ କି ନବୀନ-ମୋଦି ଲଢେଇ! ନେତା…

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ସାରା ଦେଶର ରାଜନୀତି। ନିର୍ବାଚନକୁ ଆଖି ଆଗରେ ରଖି ଦେଶର ପ୍ରମୁଖ ଦଳ ଅଙ୍କକଷା ଆରମ୍ଭ କଲେଣି। ତେବେ ନିର୍ବାଚନ ପାଖେଇ ଆସୁଥିବାବେଳେ ପୁରୀରୁ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦି ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। ତେବେ ଏନେଇ…

ଝାରସୁଗୁଡ଼ାରୁ କୋଲକାତା ଓ ବାଙ୍ଗାଲୋରକୁ…

ଓଏଲ୍‌ ବ୍ୟୁରୋ: ଝାରସୁଗୁଡାବାସୀଙ୍କ ପାଇଁ ଖୁସିଖବର। ଝାରସୁଗୁଡ଼ାରୁ କୋଲକାତା ଓ ବାଙ୍ଗାଲୋରକୁ ଉଡ଼ିବ ବିମାନ। ନଭେମ୍ବର ୫ରୁ କୋଲକାତା, ୧୫ରୁ ବେଙ୍ଗଳୁରୁକୁ ବିମାନ ଉଡ଼ିବ। ପ୍ରତିଦିନ ଏହି ଦୁଇ ସ୍ଥାନକୁ ବିମାନ ଚଳାଚଳ କରିବ। ଏନେଇ ଝାରସୁଗୁଡ଼ା ବିମାନ କର୍ତ୍ତୃପକ୍ଷ ଏକ୍ସରେ ସୂଚନା ଦେଇଛନ୍ତି। ତେବେ…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା, ଗିରଫ ହେଲେ…

ଓଏଲ୍‌ ବ୍ୟୁରୋ: ୫୦ ହଜାର ଲାଞ୍ଚ ନେବା ପଡିଲା ମହଙ୍ଗା। ବନ୍ଦର ସ୍ୱାସ୍ଥ୍ୟ ସଂଗଠନ ଅଫିସର ରାଜେନ୍ଦ୍ର ପାଣିଗ୍ରାହୀ ଗିରଫ ହୋଇଛନ୍ତି। କୋଭିଡ କ୍ଲିୟରାନ୍ସ ପାଇଁ କ୍ରିଉ ମେମ୍ବରଙ୍କ ଠାରୁ ଜଣେ ସ୍ୱାସ୍ଥ୍ୟ ଅଧିକାରୀ ଲାଞ୍ଚ ନେଉଥିଲେ। ବର୍ତ୍ତମାନ ସେ ସିବିଆଇ ଜାଲରେ ପଡିଛନ୍ତି। ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

ଆଜି ବିଶ୍ୱ ଅଣ୍ଡା ଦିବସ; ବାଲୁକା କଳାରେ…

ଓଏଲ୍‌ ବ୍ୟୁରୋ: ଆଜି ବିଶ୍ୱ ଅଣ୍ଡା ଦିବସ। ଅଣ୍ଡା ମଣିଷ ଜୀବନରେ କେତେ ଦରକାରୀ, ତାକୁ ବୁଝାଇବା ପାଇଁ ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଶୁକ୍ରବାରକୁ ବିଶ୍ୱ ଅଣ୍ଡା ଦିବସ ରୂପେ ପାଳନ କରାଯାଏ। ଏହି ଅବସରରେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ବାର୍ତ୍ତା…

ଚାଞ୍ଚଲ୍ୟକର ଘଟଣା: ମେଡିସିନ୍‌ ଦୋକାନ…

ଓଏଲ୍‌ ବ୍ୟୁରୋ: ପୁରୀ ଗୋପ ନିକଟରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ମେଡିସିନ୍‌ ଦୋକାନ ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଗୋପ ନାଗପୁର ବଜାର ମେଡିସିନ ଦୋକାନରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ସୁଜିତ ସିହ୍ନା। ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା…

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ:…

ଓଏଲ୍‌ ବ୍ୟୁରୋ: ଐତିହ୍ୟ ସ୍ଥଳର ବିକାଶ ପାଇଁ ଆଜି ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ଗାଁରେ ଆରମ୍ଭ ହୋଇଛି ବିକାଶର ନୂଆ ଯୁଗ । ପ୍ରତି ପଞ୍ଚାୟତରେ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନକୁ ସଶକ୍ତ ଓ ସମୃଦ୍ଧ କରିବାକୁ ଆରମ୍ଭ…