Odisha Link
Bridging the Missing Links in Odisha

ପାଟଣାଗଡ଼ରେ ସେକ୍ସ ରାକେଟ୍‌ ଠାବ; ରାଣୀ ମହୁମାଛି ସହ ୨ ଯୁବକ ଅଟକ

ଓଏଲ୍‌ ବ୍ୟୁରୋ: ପାଟଣାଗଡ଼ କାଦୋପଡ଼ାରେ ସେକ୍ସ ରାକେଟ୍‌ ଠାବ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ପୁଲିସ ଅଟକ ରଖିଛି। ପଶ୍ଚିମବଙ୍ଗର ଜଣେ ଯୁବତୀ ଓ ସ୍ଥାନୀୟ ଅଞ୍ଚଳର ୨ ଯୁବକଙ୍କୁ ପୁଲିସ ଅଟକ ରଖିଛି। ଘଟଣାରେ ସମ୍ପୃକ୍ତି ଥିବା ନେଇ ସନ୍ଦେହ ପରେ ପୁଲିସ ଆକ୍ସନ ନେଇଛି।

ପୁଲିସ ଅଟକ ରଖିଥିବା ୩ ଜଣଙ୍କ ମଧ୍ୟରୁ ଜଣେ ଯୁବତୀ ଥିବାବେଳେ ଯୁବତୀ ଜଣକ ପଶ୍ଚିମବଙ୍ଗ ବାସିନ୍ଦା ବୋଲି ସୂଚନା ରହିଛି। ତେବେ ଘଟଣା ଉପରୁ ପରଦା ହଟାଇବା ପପାଇଁ ପୁଲିସ ତନାଘନା ଜାରି କରିଛି।

Leave A Reply

Your email address will not be published.