Odisha Link
Bridging the Missing Links in Odisha

କରୋନା ଭାଇରସ ବିରୋଧରେ ପ୍ରଭାବୀ…

ୱାଶିଂଟନ: କରୋନା ଭାଇରସ ବିରୋଧରେ ପ୍ରଭାବୀ ଓ ନିରାପଦ ସାବ୍ୟସ୍ତ ହୋଇଛି ଜନସନ୍ ଆଣ୍ଡ ଜନସନ୍ ଟିକା। ଏହା ଆମେରିକାର ଔଷଧ ନିୟାମକ ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନିଷ୍ଟ୍ରେସନ କହିଛି। ଗୁରୁତର ସଂକ୍ରମଣ କ୍ଷେତ୍ରରେ ଏହା ୮୫% ପ୍ରଭାବଶାଳୀ । ଏହି ଟିକା ଭାଇରସର ବିଭିନ୍ନ ଭାରିଆଣ୍ଟ ଉପରେ ଏହା ୬୬%…

ବଢୁଥିବା ତାପମାତ୍ରା ପାଇଁ ଏସଆରସିଙ୍କ…

ଭୁବନେଶ୍ୱର : ରାଜ୍ୟରେ ବଢ଼ୁଥିବା ତାପମାତ୍ରାକୁ ନେଇ ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି। ସମ୍ଭାବ୍ୟ ହିଟ୍‌ୱେଭ୍‌ ସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ୯ ସହରର ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଉପରେ ରହିଛି । ଭୁବନେଶ୍ୱର…

ହାତୀ ଆକ୍ରମଣରେ ମା’ ଓ ପୁଅ ମୃତ

କୁଚିଣ୍ଡା : ସମ୍ବଲପୁର ଜିଲ୍ଲା ଜମନକିରା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହଦା ପଞ୍ଚାୟତ ଅଖରାଦାଣ୍ଡ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ବାପାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ରିନା ମୁଣ୍ଡା ଓ ପୁଅ ସାହିଦ ମୁଣ୍ଡା।…

ମାର୍ଚ୍ଚ ମାସରେ ୧୧ ଦିନ ବନ୍ଦ ରହିବ…

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ ମାସରେ ପଡ଼ୁଥିବା ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ କୋଣ ଅନୁକୋଣରେ ବ୍ୟାଙ୍କ ବନ୍ଦ ରହିବ। ମାର୍ଚ୍ଚ ମାସରେ ବ୍ୟାଙ୍କ ୧୧ ଦିନ ବନ୍ଦ ରହିବ। ଆରବିଆଇ ସୂଚନା ଅନୁଯାୟୀ, ମାର୍ଚ୍ଚ ମାସରେ କିଛି ଅତିରିକ୍ତ ଛୁଟି ଦିବସ ରହିବା କିଛି ଆଞ୍ଚଳିକ ଉତ୍ସବ ପଡ଼ୁଥିବାରୁ…

ରାଜ୍ୟରେ କରୋନା: ୬୮ କରୋନା ପଜିଟିଭ୍…

ଭୁବନେଶ୍ବର : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୮୩୫ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୦ ଜଣ…

ଶିକାରୀ ଆକ୍ରମଣରେ ବନ କର୍ମଚାରୀ ‌ଆହତ

ବାରିପଦା: ଶିକାରୀ ଆକ୍ରମଣରେ ବନ କର୍ମଚାରୀ ‌ଆହତ। ମୟୂରଭଞ୍ଜ ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପ୍ରକାଶ ଯେ, ଆଜି ଶିମିଳିପାଳକୁ ଶିକାର କରିବା ପାଇଁ ଉଦଳାର ଜମୁଡ଼ିହା ଗାଁରୁ ପ୍ରାୟ ୬୦ରୁ ୭୦ ଜଣ ଶିକାରୀ ଯାଇଥିଲେ। ସେଠାରୁ ସେମାନେ ୨ଟା ସମ୍ବର ଶିକାର କରି ଆଣି ନିଜ ଭିତରେ ଭାଗ…

ତଦନ୍ତ ବେଳେ ୨ ଆରପିଏଫଙ୍କୁ ଆକ୍ରମଣ

ଭଦ୍ରକ: ଦିନ ଦିପହରେ ଆରପିଏଫ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ। କୋଇଲା ଚୋରି ରୋକିବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି ଆରପିଏଫ ଯବାନ। ଗୁରୁତର ଅବସ୍ଥାରେ ୨ ଆର ପି ଏଫ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ନାଲଚୁଣ୍ଡା ପାଳସପୁରକୁ ବେଆଇନ କୋଇଲା କାରବାର ତଦନ୍ତ ପାଇଁ ୨ ଆରପିଏଫ…

ଆତ୍ମସମର୍ପଣ ପରେ ଆତ୍ମହତ୍ୟା କଲେ ମହିଳା…

ମାଲକାନଗିରି : ଆତ୍ମସମର୍ପଣ ପରେ ଆତ୍ମହତ୍ୟା କଲେ ମହିଳା ମାଓବାଦୀ। ଏହି ଅଭାବନୀୟ ଘଟଣାଟି ମାଲକାନଗିରି ସୀମାନ୍ତ ଛତିଶଗଡ ଦାନ୍ତେଓ୍ବାଡା ଜିଲ୍ଲାରେ ଘଟିଛି । ମୃତକ ମହିଳା ହେଲେ ପାଣ୍ଡେ କବାସି। ମଙ୍ଗଳବାର ରାତିରେ ସେ ବାଥରୁମରେ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ପ୍ରକାଶ ଯେ, ଗତ…

ଜେଲ୍‌ ହସ୍ପିଟାଲରେ ଥିବା ଫାର୍ମାସିଷ୍ଟକୁ…

ଭୁବନେଶ୍ବର: ଜେଲ୍‌ ହସ୍ପିଟାଲରେ ଥିବା ଫାର୍ମାସିଷ୍ଟ ମାନଙ୍କୁ ଦିଆଯିବ ତାଲିମ। ଜେଲରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ରହୁଥିବା କଏଦୀଙ୍କ ସ୍ବାସ୍ଥ୍ୟର ଯତ୍ନ କିପରି ନିଆଯିବ ସେ ନିମନ୍ତେ ଫାର୍ମାସିଷ୍ଟ ମାନଙ୍କୁ ତାଲିମ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ କଟକ ରେଞ୍ଜ ଅଧୀନରେ ଆସୁଥିବା ୩୦ଟି ଜେଲ୍‌ରେ ଏହି…

ଟ୍ରଲର ଧକ୍କାରେ ୨ ବାଇକ୍ ଆରୋହୀ ମୃତ

ରାଉରକେଲା : ଟ୍ରଲର ଧକ୍କାରେ ୨ ବାଇକ୍ ଆରୋହୀ ମୃତ। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାଟି ରାଉରକେଲାର ବ୍ରାହ୍ମଣୀ ପୋଲ ଉପରେ ଘଟିଛି। ତେବେ ମୃତକଙ୍କ ପରିଚୟ ମିଳି ପାରିନାହିଁ। ପ୍ରକାଶ ଯେ, ବ୍ରାହ୍ମଣୀ ପୋଲ ଉପରେ ବାଇକ୍ ରେ ଦୁଇ ଯୁବକଯାଉଥିବା ବେଳେ ଟ୍ରଲର ସେମାଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ରେ…