Odisha Link
Bridging the Missing Links in Odisha

ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଜବତ

ଭଦ୍ରକ : ରାଜ୍ୟରେ ଦିନକୁ ଦିନ ଗୋରୁ ବେଆଇନ ଚାଲାଣ ବଢିବାରେ ଲାଗିଛି। ତେବେ ୨୦ରୁ ଉର୍ଦ୍ଧ୍ୱ ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଜବତ କରାଯାଇଛି । ବଜରଙ୍ଗ ଦଳର କର୍ମୀ ଓ ସ୍ଥାନୀୟ ଲୋକେ ଏହି ଗୋରୁ ବୋଝେଇ ଗାଡି ଜବତ କରି ଭଦ୍ରକ ଟାଉନ ପୁଲିସକୁ ହସ୍ତାନ୍ତର କରିଛନ୍ତି। ପ୍ରକାଶ ଯେ, ଭଦ୍ରକରୁ ପିକଅପ୍ ଭ୍ୟାନରେ…

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ

ନୀଳଗିରି: ଟ୍ରାକ୍ଟର ଧକ୍କାରେ ଯୁବକ ମୃତ। ଦୁର୍ଘଟଣାଟି ବାଲେଶ୍ୱର ଜିଲ୍ଲା ନୀଳଗିରି ଜୁରିଆପାଟଣା ଛକ ନିକଟରେ ଘଟିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ପ୍ରକାଶ ଯେ , ନୀଳଗିରି ଏନଏସି…

୪୫ଲକ୍ଷ ଟଙ୍କାର ନୀଳ ଜହର ଜବତ

ଲମତାପୁଟ: କୋରାପୁଟ ଜିଲ୍ଲା ଚାଟୁଆ ଅଞ୍ଚଳରୁ ଗଞ୍ଜେଇ ଜବତ। ଗଞ୍ଜେଇର ମୂଲ୍ୟ ପ୍ରାୟ ୪୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଘଟଣା ସ୍ଥଳରୁ ପୁଲିସ ଜଣଙ୍କୁ ଗିରଫ କରିଛି। କୋରାପୁଟରୁ ପ୍ରତିଦିନ କ୍ୱିଣ୍ଟାଲ କ୍ୱିଣ୍ଟାଲ ନୀଳଜହର ଜବତ କରୁଛି ପୋଲିସ। ପ୍ରକାଶ ଯେ , କୋରାପୁଟ ଏସପିଙ୍କ ନିର୍ଦ୍ଦେଶ…

ଶ୍ରମିକଙ୍କ ସମସ୍ୟାକୁ କେନ୍ଦ୍ର ସରକାରଙ୍କ…

ଭୁବନେଶ୍ୱର : ୨୦୧୮ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଳଚେର ଗସ୍ତ ସମୟରେ ଏଫସିଆଇ ପ୍ରୋଜେକ୍ଟକୁ ୧୦ ହଜାର କୋଟି ଏବଂ ଟିଟିପିଏସ ପ୍ରୋଜେକ୍ଟକୁ ୯,୫୦୦ କୋଟି ଟଙ୍କା ଅନୁଦାନ କରିଥିଲେ । କିନ୍ତୁ ରାଜ୍ୟ ସରକାର ଟିଟିପିଏସ ପ୍ରକଳ୍ପକୁ ଅନୁମତି ଦେଇନଥିଲେ। ଯାହାଫଳରେ ଟିଟିପିଏସର ୬୬ × ୨…

ଗରିବ ଲୋକଙ୍କ ମୁହଁରେ ହସ ମୋତେ ସବୁଠାରୁ…

ପୁରୀ: ଚଳିତ ବର୍ଷ ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ୧୦୦ ବର୍ଷ ପାଳନ କରୁଛ। ମାର୍ଚ୍ଚ ୨୩ ତାରିଖ ୧୯୨୧ରେ ଗାନ୍ଧୀଜୀ ପ୍ରଥମେ ଓଡିଶା ଆସିଥିଲେ । ୧୯୩୮ରେ ସେ ଡେଲାଙ୍ଗର ବେରବୋଇ ଆସିଥିଲେ ଏବଂ ଏହିଠାରେ କୃଷି ଓ ଗ୍ରାମୋଦ୍ୟୋଗର ପ୍ରଦର୍ଶନୀରେ ଭାଗ ନେଇଥିଲେ। ଗାନ୍ଧୀଜୀଙ୍କ ଆଦର୍ଶ ସବୁବେଳେ, ବିଶେଷ କରି…

କଟକରେ ନକଲି ସିମେଣ୍ଟ ଜବତ

କଟକ: ପୁଣି କଟକରୁ ନକଲି କାରଖାନ ଠାବ। ନକଲି ସିମେଣ୍ଟ କାରଖାନାର ଗୋଦାମ ଘରୁ ବିପୁଳ ପରିମାଣର ଭେଜାଲ ସିମେଣ୍ଟ ଜବତ ମଧ୍ୟ କରାଯାଇଛି। ପ୍ରକାଶ ଯେ, କଟକ ଜଗତପୁର ସ୍ଥିତ କେନ୍ଦ୍ରାପଡା-ଚାନ୍ଦବାଲି ରୋଡର ଖଇରା ବ୍ରିଜ ନିକଟରେ ଏକ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି। ଏଠାରେ ଅଲଟ୍ରାଟେକ ସିମେଣ୍ଟ ନାଁରେ…

୨୨ ବର୍ଷ ହେଲା ସେ ଘରକୁ ଫେରି ନାହାନ୍ତି:…

କଟକ : “୨୨ ବର୍ଷ ଧରି ବିବନ୍‌ ଘରକୁ ଫେରି ନାହାନ୍ତି। ତାଙ୍କ ସହ ସମ୍ପର୍କ ତିକ୍ତ କରି ସାରିଛୁ।” ଏପରି ପ୍ରତିକ୍ରିୟା ଦେଇଛନ୍ତି ବିବନ୍ ବିଶ୍ୱାଳଙ୍କ ପତ୍ନୀ ଗୀତାଞ୍ଜଳି ବିଶ୍ୱାଳ। ଗୀତାଞ୍ଜଳି କହିଛନ୍ତି, “୨୨ ବର୍ଷ ହେଲା ସେ ଯାଇଥିବା ବେଳେ କେବେ ବି ଘରକୁ ଆସିନାହାନ୍ତି। ଘର ସହ ତାଙ୍କର କୌଣସି…

ମାଉଜର ଦେଖାଇ ଲୁଟ୍

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାଲୁର ଛକ ସୁବଳୟା ଗ୍ରାମ ନିକଟରେ ଲୁଟ୍। ମାଉଜର ଦେଖାଇ ଲକ୍ଷାଧିକ ଟଙ୍କା ସହ ଲାପଟପ୍‌ ଲୁଟିନେଲେ ଦୁର୍ବୃତ୍ତ। ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ, ଗଞ୍ଜାମ ଜିଲ୍ଲା ହୁମ୍ମାରୁ ରମ୍ଭା ଆସୁଥିବା ବେଳେ ଜନସେବା କେନ୍ଦ୍ର କର୍ମଚାରୀ ଛାୟାକାନ୍ତ…

ରାଜ୍ୟରେ କରୋନା: ୬୨ କରୋନା ପଜିଟିଭ୍…

ଭୁବନେଶ୍ବର: ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୭୬୭ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୭ ଜଣ…

ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ…

ଭୁବନେଶ୍ୱର: ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ  । ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି। ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ମହାରାଷ୍ଟ୍ର, ଗୁଜରାଟ ଭଳି କିଛି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…