Odisha Link
Bridging the Missing Links in Odisha

ଝିଅର ବିବାହ ପରେ , ମଶାଣି ଜୁଇରେ ଜଳିଲା…

ରେଢ଼ାଖୋଲ: ହସଖୁସି ଘରେ ଖେଳି ଗଲା ଶୋକର ଛାୟା। ଗୋଟେ ପଟେ ଝିଅ ନୂଆର ସଂସାର ଗଢ଼ିବା ବେଳେ ମା'ର ସୁନାର ସଂସାର ଭାଙ୍ଗି ଯାଇଛି। ଝିଅ ବିବାହର ହୋମ ନିଆଁ ଜଳିବାର କିଛି ସମୟ ପରେ ଜଳିଲା ବାପାର ଚିତା। ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ୱଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ…

ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ବିନିକା: ବିଲରୁ ଦୁଇ ପାଦବିହୀନ ଅର୍ଦ୍ଧଦଗ୍ଧ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର। ମୃତ ଦେହର କିଛି ଦୁରରେ ଡ୍ରେସ୍‌, ଚପଲ, ବ୍ୟାଗ ବିକ୍ଷିପ୍ତ ଅବସ୍ଥାରେ ପଡ଼ି ଥିବା ସୂଚନା ମିଳିଛି। ଏହି ଘଟଣାଟି ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଥାନା ତୁଲୁଣ୍ଡିପାଲି ଗାଁ ନିକଟ ବିଲରେ ଦେଖିବାକୁ ମିଳିଛି। ଦୁଇପାଦବିହୀନ…

ପଥର ଖାଦାନରେ ବିସ୍ଫୋରଣ, ୬ ଶ୍ରମିକ ମୃତ

ବେଙ୍ଗାଲୁରୁ: ପଥର ଖାଦାନରେ ଭୟଙ୍କର ବିସ୍ଫୋରଣ। ଏହି ବିସ୍ପୋରଣରେ ୬ ଶ୍ରମିକ ମୃତ୍ୟୁ ବରଣ କରିଛନ୍ତି ଓ ଅନେକ ଶ୍ରମିକ ଗୁରୁତର ହୋଇଥିବା ସୂଚନାମିଳିଛି। ଆଜି ଏପରି ଏକ ଦୁଃଖଦ ଘଟଣା ଘଟିଛି କର୍ଣ୍ଣାଟକର ଚିକାବଲାପୁର ଜିଲ୍ଲା ସ୍ଥିତ ହିରେନାଗାଭାଲି ପଥର ଖାଦାନରେ। ପ୍ରକାଶ ଯେ, ପଥର ଫଟାଇବା ପାଇଁ ଥିବା…

କେମିକାଲ କାରଖାନାରେ ବିସ୍ଫୋରଣ, ୨୪…

ଅହମ୍ମଦାବାଦ: ଗତ କାଲି ବିଳମ୍ବିତ ରାତିରେ ଗୁଜୁରାଟର ଭରୁଚରେ ଥିବା ୟୁପିଏଲ-୫ କେମିକାଲ କାରଖାନାରେ ଏକ ବଡ ଦୁର୍ଘଟଣା ଘଟିଯାଇଛି।  ବିସ୍ଫୋରଣ ଯୋଗୁଁ ପ୍ଲାଣ୍ଟରେ କାମ କରୁଥିବା ୨୪ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରକାଶ ଯେ ମଙ୍ଗଳବାର ଭୋର ୨ଟା ବେଳେ ଭରୁଚର ଝଗଡ଼ିଆରେ ଥିବା ଏହି କାରଖାନାରେ ବିସ୍ଫୋରଣ…

ଦେଶରେ କରୋନା: ୧୦ହଜାର ୫୮୪ ଜଣ ଆକ୍ରାନ୍ତ…

ନୂଆଦିଲ୍ଲୀ : ଦେଶରେ କରୋନା ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୭୮ ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୪୬୩କୁ ବୃଦ୍ଧି ପାଇଛି । ଦିନକରେ ୧୦ହଜାର ୫୮୪ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୧୬ ହଜାର ୪୩୪କୁ…

ଶୁଭିଲା ମଙ୍ଗଳ ଗ୍ରହର ସ୍ବର

ୱାଶିଂଟନ: ମଙ୍ଗଳ ଅଭିଯାନରେ ନାସା ଆଉ ଏକ ସଫଳତା ହାସଲ କରିଛି। ପ୍ରକାଶ ପାଇଲା ମଙ୍ଗଳ ଗ୍ରହର ଓଡିଓ କ୍ଲିପ୍। ଲୋହିତ ଗ୍ରହ ମଙ୍ଗଳ ପୃଷ୍ଠରେ ନାସା ଦ୍ୱାରା ପ୍ରେରିତ ମଙ୍ଗଳ ଯାନର ରୋଭର ଅବତରଣ ବେଳର ଶବ୍ଦ ସଂଗ୍ରହ କରିଛି ନାସା। ରିଲିଜ୍ ହୋଇଥିବା ୩ ମିନିଟ୍ ୨୫ ସେକେଣ୍ଡର ଭିଡିଓ କ୍ଲିପରେ ମଙ୍ଗଳ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୬ ମୃତ

କତିହାର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣ ମୃତ। ଏହି ଦୁର୍ଘଟଣାଟି ବିହାର କତିହାରରେ ନିକଟରେ ଘଟିଛି । ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଲୋକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରକାଶ ଯେ, ବିହାର କତିହାର କୁରସେଲା ଥାନା ଅଞ୍ଚଳରେ ଜାତୀୟ…

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ, ଅଭିଯୁକ୍ତ…

ଜୟପୁର: ଜୟପୁରରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା ଘଟଣାର ଖୁଲାସା କରିଛି ପୋଲିସ । ୪୮ଘଣ୍ଟା ମଧ୍ୟରେ ଅଭିଯୁକୁ କାବୁ କରିଛି ଟାଉନ୍‌ ଥାନା ପୁଲିସ । ଅଭିଯୁକ୍ତ ହେଲେ ଚନ୍ଦ୍ରଙ୍କ ବନ୍ଧୁ ଜଗନ୍ନାଥ ଗାଦବା। ପ୍ରକାଶ ଯେ, ଗତ ୨୧ତାରିଖରେ କୁମ୍ଭାରସାହି ରାସ୍ତାରୁ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା । ମୃତ…

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଲିଟର ପିଛା ୨୫ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ୩୫ ପଇସା ଓ ଡିଜେଲ ୪୩ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୯୧.୬୪ ଟଙ୍କା ଓ ଡିଜେଲ ଲିଟର ୮୮.୬୬ ଟଙ୍କା ରହିଛି । ଦିଲ୍ଲୀରେ…

୧୮ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ : ରାଜ୍ୟରେ ଗଞ୍ଜେଇ ଚୋରା ଚାଲଣା ବଢ଼ିବାରେ ଲାଗିଛି । ତେବେ ସେମାନଙ୍କର ସମସ୍ତ ଯୋଜନାକୁ ପଣ୍ଡ କରି ଦେଉଛନ୍ତି ପୁଲିସ। ରାତ୍ରି ପାଟ୍ରୋଲିଂ କରୁଥିବା ସମୟରେ ଲମତାପୁଟ ଥାନା ପୁଲିସ  ଗଞ୍ଜେଇ ଜବତ କରିଛି। ପୁଲିସ୍ ପ୍ରାୟ ୬ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ତେବେ ଜବତ ହୋଇଥିବା ଗଞ୍ଜେଇର…