Odisha Link
Bridging the Missing Links in Odisha

ଲଗାଣ ବର୍ଷା ସତ୍ତ୍ୱେ କଟକରେ ବିଜେପି…

କଟକ: ଲଗାଣ ବର୍ଷା ସତ୍ତ୍ୱେ କଟକ ବାଦାମବାଡ଼ି ଠାରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଛି। ଏହାସହ ସହରର ବିଭିନ୍ନ ଅଞ୍ଚଳରେ ମଧ୍ୟ୍ୟ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତେବେ କଟକ ବନ୍ଦ ଡାକରା ଦିଆଯାଇଥିବାବେଳେ ଲଗାଣ…

କୋର୍ଟ ରୁମରୁ ଆସି ପାର୍କିଂରେ ଶୁଣାଣି…

କୋର୍ବା: କୋର୍ଟ ରୁମରୁ ଆସି ପାର୍କିଂରେ ଶୁଣାଣି କଲେ ଜଜ୍। ଏଭଳି ଏକ ଘଟଣା ଛତିଶଗଡ଼ କୋର୍ବା ଜିଲ୍ଲା ଅଦାଲତରେ ଘଟିଛି। ଜଣେ ଦିବ୍ୟାଙ୍ଗଙ୍କ ପାଇଁ କୋର୍ଟ ରୁମରୁ ବାହାରି ଆସି ପାର୍କିଂରେ ଶୁଣାଣି କରିଛନ୍ତି ଜଜ୍। ଏକ ସଡ଼କ ଦୁର୍ଘଟଣା କାରଣରୁ ଦିବ୍ୟାଙ୍ଗରେ ପୀଡିତ ହୋଇଥିବା ୪୨ ବର୍ଷୀୟ ବ୍ୟକ୍ତିଙ୍କୁ ୨୦…

ଆଜିଠୁ କୋହଳ ହେଲା ଜଗା ଦର୍ଶନ କଟକଣା

ପୁରୀ: ଆଜିଠୁ ଶ୍ରୀମନ୍ଦିରରେ ନୂତନ ଏସଓପି ଲାଗୁ। ନୂଆ ଏସଓପି ଅନୁଯାୟୀ ଜଗା ଦର୍ଶନ କରିଛନ୍ତି ଭକ୍ତ। ଏଣିକି ସକାଳ ୭ଟାରୁ ରାତି ୯ଟା ପର୍ୟ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ପୂର୍ବରୁ ଶ୍ରୀମନ୍ଦିରକୁ ଭକ୍ତଙ୍କୁ ଭୋଗ ଓ ଫୁଲ ମନା ଥିଲା। ମାତ୍ର ନୂଆ ଏସଓପିରେ…

ନୂଆଖାଇର ମୂଳ ପରମ୍ପରା କେବେ ବଦଳିବ…

ଭୁବନେଶ୍ୱର: ନୂଆଖାଇ ସହ ଜଡ଼ିତ ସାଂସ୍କୃତିକ ପରମ୍ପରା ଧୀରେଧୀରେ ବଦଳି ଆସୁଛି। ପୂର୍ବରୁ ନୂଆଖାଇ ବେଳେ ଆୟୋଜନ ହେଉଥିବା ଘୁମ୍‌ରା, ଢାପ୍‌, ବଜାଶାଲ୍‌, ବନାବାଡ଼ି ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବର୍ତ୍ତିତ ହୋଇ ଏବେ ଡିଜେ, ଡିସ୍କୋ, ପାଶ୍ଚାତ୍ୟ ନାଚଗୀତରେ ପହଞ୍ଚିଛି। ଏହା ଆଗକୁ ଆହୁରି ବଦଳିବ। ତେବେ…

ପ୍ରବଳ ବର୍ଷାରେ ଘର କାନ୍ଥ ଭୁଷୁଡ଼ି…

କେନ୍ଦ୍ରାପଡ଼ା: ଗଭୀର ଅବପାତର ରୂପ ନେବା ପରେ ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା। ତେବେ ବର୍ଷା କାରଣରୁ କେନ୍ଦ୍ରାପଡ଼ା ପାଟକୁରାର ଗରଦପୁରରେ ଅଘଟଣ ଘଟିଛି। ପ୍ରବଳ ବର୍ଷା କାରଣରୁ ବଡ଼ବେତରା ଗାଁରେ ଘର କାନ୍ଥ ଭୁଷୁଡ଼ି ପଡ଼ିଛି। ଘର କାନ୍ଥ ଭୁଷୁଡ଼ିବା ଫଳରେ କାନ୍ଥ ତଳେ ଚାପି ହୋଇ ଜଣଙ୍କର ମୃତ…

ଆଜି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ…

ଗାନ୍ଧୀନଗର: ଆଜି ଗୁଜୁରାଟର ୧୭ଶ ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ ନେବେ ଭୂପେନ୍ଦ୍ର ପଟେଲ୍। ଗାନ୍ଧୀନଗରରେ ଆୟୋଜନ ହେବାକୁ ଥିବା ଏହି ଶପଥ ଗ୍ରହଣ ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’ ରିପୋର୍ଟ କରିଛି। ଆଜି…

ବର୍ଷାରେ ଆଖଣ୍ଡଳମଣିଙ୍କ ଗର୍ଭଗୃହରେ…

ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଆଣ୍ଠୁଏ ଉଚ୍ଚର ପାଣି। ଲଘୁଚାପ ଜନିତ ଲଗାଣବର୍ଷା ଓ ପବନ ଯୋଗୁ ବାବାଙ୍କ ଗର୍ଭଗୃହରେ ପାଣି ପଶିଯାଇଥିବା ଦେଖିବାକୁ ମିଳିଛି। ମଣିବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ ଭାଗ ବୁଡିଯାଇଛି। ଫଳରେ ସକାଳ ନୀତି ଓ ମଙ୍ଗଳ ଆଳତୀ ବିଳମ୍ବ…

ରାଜ୍ୟରେ ଦିନକରେ ୪୭୧ କରୋନା ପଜିଟିଭ…

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୪୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୧୬୮୩୩ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୭୪ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା…

ଲଗାଣ ବର୍ଷା ଯୋଗୁଁ ୧୨ ଜିଲ୍ଲାରେ ସ୍କୁଲ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା କାରଣରୁ ୧୨ ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି। ଛୁଟି ଘୋଷଣା ନେଇ ସୂଚନା ଦେଇଛନ୍ତି…

ପ୍ରବଳ ବର୍ଷା ଆଶଙ୍କା: ରେଡ୍‌ ଆଲର୍ଟ…

ଭୁବନେଶ୍ବର: ଆଗାମୀ ୩ ଘଣ୍ଟା ଧରି ରାଜ୍ୟରେ କେତେକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ରେଡ୍‌ ଆଲର୍ଟ ଜାରି ଅଞ୍ଚଳରେ ଚଳପ୍ରଚଳ ନ କରିବାକୁ ସତର୍କ କରାଇଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ସକାଳ ୭.୩୦ରେରେ ପାଣିପାଗ ବିଭାଗ ଜାରି କରିଥିବା ସୂଚନା ଅନୁସାରେ, ପୁରୀ, କଟକ…