Odisha Link
Bridging the Missing Links in Odisha

ପଞ୍ଜଶିର ଦଖଲ ଖୁସିରେ ତାଲିବାନର ଫାଙ୍କା…

କାବୁଲ: ପଞ୍ଜଶିର ଅଭେଦ୍ୟ ଗଡ଼ରେ ପଶିଲା ତାଲିବାନ୍। ଆଫଗାନିସ୍ତା ପରେ ଏବେ ଶେଷରେ ପଞ୍ଜଶିର ଅକ୍ତିଆର କରିନେଇଛି ତାଲିବାନ୍ ସଂଗଠନ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ପ୍ରଦେଶର ଚାରିଆଡୁ ଘେରି ରହିଥିବା ହଜାର ହଜାର ସଂଖ୍ୟାରେ ତାଲିବାନ୍ ପଞ୍ଜଶିର ଭିତରେ ପଶିଛନ୍ତି। ତାଲିବାନ ଶୁକ୍ରବାର ଦାବି କରିଛି ଯେ,…

ରାତିରେ ସୌମ୍ୟଙ୍କ ଘରକୁ ଡିଏଫଓଙ୍କୁ…

ଭୁବନେଶ୍ୱର: ଏସିଏଫ୍ ସୌମ୍ୟର‍ଞ୍ଜନ ମହାମାତ୍ରଙ୍କ ମୃତ୍ୟୁ ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଡିଏଫଓଙ୍କ ପୂର୍ବତନ ରାତ୍ରି ଜଗୁଆଳ ଏହି ମାମଲାରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ‘ଡିଏଫଓ ରାତିରେ ସୌମ୍ୟ ସାରଙ୍କ ଘରକୁ ଯିବା ମୁଁ ଦେଖିଛି। ଥରେ ରାତି ୧୨ରୁ ସାଢ଼େ ୧୨ ଭିତରେ…

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ବଢ଼ିବାରେ ଲାଗିଛି ବ୍ରାଉନସୁଗାର କାରବାର। ବି-ଟେକ୍ ଛାତ୍ର ବି ଏଥିରେ ମାତିଛନ୍ତି। ଖୋର୍ଦ୍ଧା କୁମାରବସ୍ତରୁ ୧କେଜି ୩୪ଗ୍ରାମ ବ୍ରାଉନସୁଗାର ଜବତ। ଏହି ମାମଲାରେ ଜଣେ ବି.ଟେକ ଛାତ୍ର ମନୋରଞ୍ଜନ ଦାସ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧କୋଟି ଟଙ୍କାରୁ ଅଧିକ।…

କାଶ୍ମୀର ମୁସଲିମ ସପକ୍ଷରେ ସ୍ୱର ଉତ୍ତୋଳନ…

ନୂଆଦିଲ୍ଲୀ: କାଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କଲା ତାଲିବାନ। ନିଜର ଆଭିମୁଖ୍ୟ ବଦଳାଇ ତାଲିବାନ କହିଛି କାଶ୍ମୀର ମୁସଲିମ ସପକ୍ଷରେ ସ୍ୱର ଉତ୍ତୋଳନ କରିବାର ଅଧିକାର ତାଲିବାନର ରହିଛି। ଏଥିରୁ ଆମକୁ କେହି ବି ନିବୃତ କରିପାରିବେ ନାହିଁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ତାଲିବାନର ମୁଖପାତ୍ର ସୁହାଲି…

୩ଟି ନୂଆ ରୁଟ୍‌ରେ ଗଡ଼ିବ ମୋ ବସ୍‌

ଭୁବନେଶ୍ୱର: ୩ଟି ନୂଆ ରୁଟ୍‌ରେ ଗଡ଼ିବ ମୋ ବସ୍‌ ସେବା। କ୍ୟାପିଟାଲ ରିଜିଅନ ଅର୍ବନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ଏହି ସୂଚନା ଦିଆଯାଇଛି। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା କ୍ରୁଟ୍ କର୍ତ୍ତୃପକ୍ଷ କହିଛନ୍ତି। କ୍ରୁଟ୍ ପକ୍ଷରୁ କୁହାଯାଇଛି ଯେ, ଲୋକଙ୍କ…

ଜନ୍ମ ନେଲା ଦୁଇ ମୁଣ୍ଡିଆ ମଇଁଷି

ଢ଼ୋଲପୁର: ଜନ୍ମ ନେଲା ଦୁଇ ମୁଣ୍ଡିଆ ବିରଳ ମଇଁଷି ଛୁଆ। ମଇଁଷି ଛୁଆର ଦୁଇ ମୁଣ୍ଡ, ଚାରି ଆଖି, ୪ଟି କାନ ଏବଂ ୨ଟି ବେକ ରହିଛି। ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି। ରାଜସ୍ଥାନର ଢ଼ୋଲପୁର ଜିଲ୍ଲା ଅନ୍ତର୍ଗତ ପୁରାସିକରୌଦାରେ ଏକ ମଇଁଷି ବିରଳ ଛୁଆ ଜନ୍ମ ଦେଇଥିବା ଜଣାପଡ଼ିଛି। ଗୋପାଳକଙ୍କ ପରିବାର…

ରାଜଧାନୀରେ ହେବ ଆଇକନିକ୍ ଆଦର୍ଶ…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସ୍ଥାପନ ହେବ ଆଇକନିକ୍ ଆଦର୍ଶ ବିଦ୍ୟାଳୟ। ଏହି ଆଇକନିକ୍ ଆଦର୍ଶ ବିଦ୍ୟାଳୟରେ ୫୦୦ ଛାତ୍ରଛାତ୍ରୀଙ୍କୁ ପାଠ ପଢିବାର ସୁଯୋଗ ମିଳିବ। ୨୫ ଏକର ଅଞ୍ଚଳରେ ଏହି ସ୍କୁଲଟି ପରିବ୍ୟାପ୍ତ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।…

ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ…

ଭୁବନେଶ୍ୱର: ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲରେ ଓଡ଼ିଆ ସର୍ଟ ଫିଲ୍ମ ମନୋନୀତ। ବାଲେଶ୍ଵରର ଶିଳ୍ପୀ କେଶୁଦାସଙ୍କ ନିର୍ଦ୍ଦେଶିତ ଫିଲ୍ମ ଏ ଲିଟିଲ ପଟସେର୍ଡ ଆର୍ଟିଷ୍ଟ ଇନ୍ କୋଭିଡ ୧୯ ଫିଲ୍ମ ମନୋନୀତ ହୋଇଛି। ଜେବିଏସ୍ ଓ ଓରିଫାର୍ମିଙ୍ଗ ଭୁବନେଶ୍ୱର ଦ୍ବାରା ଆୟୋଜିତ ୨ୟ କୋଭିଡ ଆନ୍ତର୍ଜାତିକ ଫିଲ୍ମ…

ପାରାଲିମ୍ପିକ୍ସ: ଆର୍ଚେରୀରେ…

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ଆଥଲେଟଙ୍କ ଦମ୍‌ଦାର ପ୍ରଦର୍ଶନ ଜାରି ରହିଛି। ଆଜି ଆର୍ଚେରୀରେ ପ୍ରଥମ ପଦକ ହାସଲ କରିଛି ଭାରତ। ହରବିନ୍ଦର ସିଂ ଆର୍ଚେରୀରେ ବ୍ରୋଞ୍ଜ ହାସଲ କରିଛନ୍ତି। ଏଥିସହ ଭାରତର ପଦକ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଭାରତ ଦୁଇଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୫ଟି…

ପାଣିରେ ବୁଡି ଡାକ୍ତରଖାନା ଗଲେ ଗର୍ଭବତୀ

ବିହାର: ପାଣିରେ ବୁଡି ଡାକ୍ତରଖାନା ଗଲେ ଗର୍ଭବତୀ। ପ୍ରବଳ ବର୍ଷା କାରଣରୁ ବିହାରରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଅଧିକାଂଶ ଅଞ୍ଚଳ ପାଣିଘେରରେ ରହିଛି। ଏହି ସମୟରେ ଜଣେ ଗର୍ଭବତୀ ମହିଳା ଡାକ୍ତରଖାନା ଯିବା ବେଳେ ବିପଦରେ ସମ୍ମୁଖୀନ ହୋଇଛନ୍ତି। ବନ୍ୟା ଯୋଗୁଁ ମହିଳାଙ୍କୁ ଆଣ୍ଠୁ ପର୍ଯ୍ୟନ୍ତ ପାଣିରେ…