Odisha Link
Bridging the Missing Links in Odisha

ଅତ୍ୟାଧୁନିକ ବସ୍‌ ଏବଂ ଡିପୋର ଲୋକାର୍ପଣ…

ଭୁବନେଶ୍ୱର: ଆଜି OSRTCର ୧୧୦ଟି ନୂଆ ବସ୍‌ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ପର୍ଯ୍ୟାୟରେ ୧୧୦ଟି ନୂତନ ଯାତ୍ରୀବାହୀ ବସ୍ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ନୂଆ ବସ ପ୍ରଦୂଷଣ ରହିତ ରହିଛି। ଏଥିସହ ବିଏସ୍-୬ ଶ୍ରେଣୀର ମଧ୍ୟ ନୂତନ ବସରେ ରୁଟ୍ ଟ୍ରାକିଂ ବ୍ୟବସ୍ଥା ରହିଛି।…

ରାଜଧାନୀରେ ଫୁଟିଲା ଗୁଳି

ଭୁବନେଶ୍ୱର: ଗାଡ଼ି ପାର୍କିଂକୁ ନେଇ ରାଜଧାନୀ ଉପକଣ୍ଠରେ ଫୁଟିଲା ଗୁଳି। ଜାଗମରାରେ ଗାଡ଼ି ପାର୍କିଂକୁ ନେଇ ପଡୋଶୀଙ୍କ ଖୁବ୍ ଜୋରରେ ଝଗଡ଼ା ହୋଇଥିଲା। ସାମାନ୍ୟ ବଚସାକୁ ନେଇ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ମଧ୍ୟରେ ମାରପିଟ୍ ମଧ୍ୟ ହୋଇଥିଲା। ପଡ଼ୋଶୀଙ୍କ ମାଡ଼ରେ ଆହତ ଯୁବକ ଜଣକ ବ୍ଲାଙ୍କ୍ ଫାୟାରିଂ କରିଛନ୍ତି। ଯୁବକ…

ସୋ ରୁମ ଉଦଘାଟନ ବେଳେ ଦାନ୍ତରେ ଫିତା…

ନୂଆଦିଲ୍ଲୀ: ଦାନ୍ତରେ ଫିତା କାଟିଲେ ପାକିସ୍ତାନ ମନ୍ତ୍ରୀ। ଏବେ ସୋସିଆଲ ମିଡିଆରେ ପାକିସ୍ତାନର ଜଣେ ମନ୍ତ୍ରୀଙ୍କ ଏଡି ଭିଡିଓ ଭାଇରାଲ ହୋଇଛି। ଏଥିରେ ଏକ ସୋ ରୁମର ଉଦଘାଟନ ସମୟରେ ମନ୍ତ୍ରୀ ଫିତା କାଟିବା ପାଇଁ ଯେଉଁଭଳି ଉପାୟ ଆପଣାଇଛନ୍ତି ତାକୁ ନେଇ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି।…

ମରୁଡି ଯୋଗୁଁ ଚାଷୀ ଆତ୍ମହତ୍ୟା

ବଲାଙ୍ଗିର: ମରୁଡି ଯୋଗୁଁ ଚାଷୀ ଆତ୍ମହତ୍ୟା। ଆତ୍ମହତ୍ୟା କରିଥିବା ଚାଷୀ ଜଣଙ୍କ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଘୁନେଶ ପଞ୍ଚାୟତ କାଦବେଡା ଗାଁର ରିଚେକ ବନଛୋର। ତାଙ୍କ ବୟସ ୬୬ ବର୍ଷ। ଗତକାଲି ରାତିରେ ରିଚେକ ବିଷ ପିଇଦେଇଥିଲେ। ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜକୁ ଆଣିବା ବେଳେ ବାଟରେ…

ରାଜ୍ୟରେ ବନ୍ଦ ହୋଇଛି ୩୨୦୭ ଉଦ୍ୟୋଗ

ଭୁବନେଶ୍ୱର: କରୋନା ମହାମାରୀର ପ୍ରଭାବ ଅର୍ଥନୀତି ଉପରେ ବିଶେଷଭାବେ ପଡିଛି। ଫଳରେ କେତକେ ଶିଳ୍ପାନୁଷ୍ଠାନ ବନ୍ଦ ହୋଇ ପଡିଛି ତ କେତେକର ଅବସ୍ଥା ଅତି ଶୋଚନୀୟ ହୋଇଛି। ଏହାରି ମଧ୍ୟରେ କରୋନା ସ୍ଥିତି ପାଇଁ ଉଦ୍ୟୋଗ ବନ୍ଦ ନେଇ ଗୃହରେ ଉତ୍ତର ରଖିଛନ୍ତି ଶିଳ୍ପମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର।…

ପଞ୍ଚତତ୍ତ୍ୱରେ ବିଲୀନ ହେଲେ ସିଦ୍ଧାର୍ଥ,…

ମୁମ୍ବାଇ: ପଞ୍ଚତତ୍ତ୍ୱରେ ବିଲୀନ ହେଲା ସିଦ୍ଧାର୍ଥଙ୍କ ପାର୍ଥିବ ଶରୀର। ଗତକାଲି ହୃଦଘାତରେ ସିଦ୍ଧାର୍ଥଙ୍କର ଦେହାନ୍ତ ହୋଇଥିବା ବେଳେ ଆଜି ତାଙ୍କର ଅନ୍ତିମ ସଂସ୍କାର ହୋଇଛି। ଓଶିବାରା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ବ୍ରହ୍ମକୁମାରୀ ରୀତିନୀତି ଅନୁଯାୟୀ ପ୍ରଥମେ ପୂଜାପାଠ କରାଯାଇ…

ବିଧାନସଭା ତଳେ ସୁଡଙ୍ଗ, ଲାଲକିଲ୍ଲାକୁ…

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ତଳେ ଠାବ ହୋଇଛି ଐତିହାସିକ ସୁଡଙ୍ଗ। ଗୁରୁବାର ଦିନ ଏହି ସୁଡଙ୍ଗର ମୁହଁର ସନ୍ଧାନ ମିଳିଛି। ଏହି ସୁଡଙ୍ଗ ଦିଲ୍ଲୀ ବିଧାନସଭାରୁ ଲାଲକିଲ୍ଲାକୁ ସହିତ ସଂଯୋଗ କରୁଛି। ସ୍ୱାଧୀନତା ସଂଗ୍ରାମୀମାନଙ୍କୁ କୋର୍ଟକୁ ଆଣିବା ପାଇଁ ବ୍ରିଟିଶମାନେ କୁଆଡେ ଏହି ସୁଡଙ୍ଗକୁ ବ୍ୟବହାର…

ବିଜେବି କଲେଜରେ ଛାତ୍ର ଅଶାନ୍ତି:…

ଭୁବନେଶ୍ୱର: ବିଜେବି କଲେଜରେ ଛାତ୍ର ଅଶାନ୍ତି। ଗତକାଲି କମେଣ୍ଟ ମରାକୁ କେନ୍ଦ୍ର କରି ବିଜେବି କଲେଜରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଥିଲା। ଦୁଇ ହଷ୍ଟେଲ ଆମ୍ବେଦକର ଓ ଖାରବେଳ ହଷ୍ଟେଲର ଛାତ୍ର ମାନଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇ‌ଥିଲା। କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ଖାରବେଳ…

ପୋଷ୍ଟମର୍ଟମ ରିପୋର୍ଟ ଖୋଲିଲା ସିଦ୍ଧାର୍ଥ…

ମୁମ୍ବାଇ: ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କର ଗତକାଲି ଦେହାନ୍ତ ହୋଇଛି। ହୃଦ୍‌ଘାତ ଯୋଗୁ ୪୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ମୁମ୍ବାଇ କୁପର ହସ୍ପିଟାଲ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅଚାନକ୍‌ ତାଙ୍କ ମୃତ୍ୟୁ ଖବରକୁ ଫ୍ୟାନ୍ସଙ୍କଠୁ ଆରମ୍ଭ କରି ସେଲିବ୍ରେଟି ପର୍ଯ୍ୟନ୍ତ କେହିବି ସହଜରେ…

ଅଶ୍ଲୀଳ ମନ୍ତବ୍ୟ ଓ ବ୍ଲାକମେଲିଂ…

ଭୁବନେଶ୍ବର: ଅଶ୍ଲୀଳ ମନ୍ତବ୍ୟ ଓ ବ୍ଲାକମେଲିଂ ଅଭିଯୋଗରେ ୱେବ୍ ସାମ୍ବାଦିକଙ୍କୁ ଉଠାଇନେଲା ପୁଲିସ୍। ୱେବ୍‌ ଚ୍ୟାନେଲର ସଂପାଦକ ସୁଧାଂଶୁ ଶେଖର ରାଉତଙ୍କୁ ଆଜି ପୁଲିସ୍‌ ଉଠାଇ ନେଇଛି। ଅଲିମ୍ପିଆନ୍ ଦୂତୀ ଚାନ୍ଦଙ୍କ ଏତଲା କ୍ରମେ ଭୁବନେଶ୍ୱର ମହିଳା ଥାନା ପୁଲିସ୍ ସୁଧାଂଶୁଙ୍କୁ ତାଙ୍କ ଝାରପଡ଼ା ସ୍ଥିତ…