Odisha Link
Bridging the Missing Links in Odisha
Browsing Category

ଯୋଜନା ଓ ବିକାଶ

ଜଳ ପର୍ଯ୍ୟଟନର ବିକାଶ ପାଇଁ ଓଡିଶା ଓ…

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ରାଜ୍ୟରେ ଜଳ ପର୍ଯ୍ୟଟନ କ୍ଷେତ୍ରରେ ବିବିଧତା ଆଣିବା ନିମନ୍ତେ କେରଳ ଜାହାଜ ଚଳାଚଳ ଏବଂ ଆଭ୍ୟନ୍ତରୀଣ ଜଳ ଯୋଗାଯୋଗ ନିଗମ ସହ ବୈଷୟିକ ସହଯୋଗ ପାଇଁ ଗତକାଲି ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି। ଏହି ଅବସରରେ ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି…

ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ

ଭୁବନେଶ୍ବର: ଷୋଡ଼ଶ ବିଧାନସଭାର ତୃତୀୟ ତଥା ବଜେଟ ଅଧିବେଶନ ଆଜି ଠାରୁ ଆରମ୍ଭ ହେଉଛି। ଏହା ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃଆରୀ ୧୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଏବଂ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୧ ତାରିଖରୁ ଏପ୍ରିଲ ୯ ତାରିଖ…

ରାଉରକେଲାରେ ପ୍ରତିଷ୍ଠା ହେବ ଟୁଲ ରୁମ…

ଭୁବନେଶ୍ୱର: ରାଉରକେଲାରେ ଟୁଲ ରୁମ ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା ହେବ। ଏନେଇ ମୋଟ ୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି। ଉକ୍ତ ଟୁଲ ରୁମ ଟ୍ରେନିଂ ସେଣ୍ଟର ପାଇଁ କେନ୍ଦ୍ର ସରକାର ଅନୁଦାନ…

କେନ୍ଦୁଝରକୁ ଆରମ୍ଭ ହେବ ନୂତନ ମେମୁ ସେବା

କେନ୍ଦୁଝରକୁ: ଆସନ୍ତା ୧୨ ତାରିଖଠାରୁ ଭୁବନେଶ୍ୱର ଓ କେନ୍ଦୁଝରଗଡ଼ ମଧ୍ୟରେ ଚଳାଚଳ କରୁଥିବା କେନ୍ଦୁଝରଗଡ଼-ଭୁବନେଶ୍ୱର-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନ୍‌(୫୮୪୨୫/୫୮୪୨୬) ବଦଳରେ ମେମୁ ଟ୍ରେନ ଚାଲିବ। କେନ୍ଦୁଝରଗଡ଼-ଭୁବନେଶ୍ୱର-କେନ୍ଦୁଝରଗଡ଼ ପାସେଞ୍ଜର ଟ୍ରେନ୍‌(୫୮୪୨୫/୫୮୪୨୬) ବଦଳରେ ମେମୁ ଟ୍ରେନ ଚାଲିବ।…

କ୍ୟାବିନେଟ୍‌ରେ ୯ଟି ପ୍ରସ୍ତାବକୁ…

ଭୁବନେଶ୍ବର: ଆଜିର ରାଜ୍ୟ କ୍ୟାବିନେଟ୍ ବୈଠକରେ ୯ଗୋଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ବୈଠକରେ ରାଜ୍ୟ ପଞ୍ଚମ ଅର୍ଥ ଆୟୋଗ ଆକ୍ସନ ଟେକେନ୍ ରିପୋର୍ଟ ଉପସ୍ଥାପନ ହୋଇଛି। ଓଡିଶା ସିଭିଲ୍ ସର୍ଭିସ୍ ରୁଲ୍ ସଂଶୋଧନ ହେବା ସହ ଆସିବ ନୂଆ ଓଡିଶା ସିଭିଲ୍ ରିହାବିଲିଟେସନ ସ୍କିମ୍। ଏଥିରେ ବିଭିନ୍ନ ଗ୍ରୁପର…

ଟ୍ରଷ୍ଟରେ ରହିବେ ୧୫ ଜଣ ଟ୍ରଷ୍ଟି : ଶାହା

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ଗଠନ ନିମନ୍ତେ ଉଦ୍ଧିଷ୍ଟ ଟ୍ରଷ୍ଟ୍‍କୁ ଆଜି ଲୋକସଭାରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ଗୃହ ମନ୍ତ୍ରୀ ଅମିତ ଶାହ ମନ୍ତବ୍ୟ ଦେଇଛନ୍ତି। ଅମିତ ଶାହ କହିଛନ୍ତି, ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ନାମରେ ଯେଉଁ ଟ୍ରଷ୍ଟ୍‍ ଗଠନ କରାଯାଇଛି…

ପୁରୀ ଐତିହ୍ୟ କରିଡର ପାଇଁ ବଦଳିବ ନାହିଁ…

ସେବାୟତଙ୍କ ଅନ୍ତିମ ସତ୍କାର ପରମ୍ପରା ପାଳନ ହେବାରେ ନାହିଁ କୌଣସି ଅସୁବିଧା ଦାରୁ ପହଣ୍ଡି ଓ ଚଳନ୍ତି ପ୍ରତିମା ପହଣ୍ଡି ପୂର୍ବପରି ବଳବତ୍ତର ରହିବ କରିଡରରେ ସ୍ଥାନ ପାଇବ ଦୈନିକ  ୫,୦୦୦ ବ୍ୟକ୍ତି ମହାପ୍ରସାଦ ସେବନ କରିବା ଯୋଗ୍ୟ  ବ୍ୟବସ୍ଥା ଭୁବନେଶ୍ୱର: ଶ୍ରୀକ୍ଷେତ୍ରରେ ଆଗାମୀ ଦିନରେ…

ବଜେଟ ୨୦୨୦: ବ୍ୟାଙ୍କ ଜମା ଉପରେ ୫ ଲକ୍ଷ…

ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ୍‌ ସିଷ୍ଟମ୍‌ରେ ସୁଧାର ଆଣିବା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପୂର୍ବରୁ ବ୍ୟାଙ୍କ୍‌ ଜମାକାରୀଙ୍କ ଆକାଉଣ୍ଟ୍‌ ସୁରକ୍ଷା ପାଇଁ ଡିପୋଜିଟ୍‌ ଇନ୍‌ସ୍ୟୁରାନ୍ସ ୧ ଲକ୍ଷ ଟଙ୍କା ଥିଲା। ଆଜିର ବଜେଟ୍‌ରେ ଏହି ଡିପୋଜିଟ୍‌ ଇନ୍‌ସ୍ୟୁରାନ୍ସକୁ…

ବଜେଟ ୨୦୨୦: ଟିକସ ଛାଡରେ ବଡ ରିହାତି

ନୂଆଦିଲ୍ଲୀ: ଆଜିର ବଜେଟରେ ଟିକସ ଛାଡ ଉପରେ ଏକ ବଡ ଘୋଷଣା କରଛନ୍ତି କେନ୍ଦ୍ର ସରକାର। ପୂର୍ବପରି ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ଟିକସ ଛାଡ଼ କରିଛନ୍ତି। ଅନ୍ୟପଟେ ୫ ଲକ୍ଷରୁ ୭.୫ ଲକ୍ଷ ଟଙ୍କା ବାର୍ଷିକ ଆୟ ପାଇଁ ୧୦% ଆୟକର ଦେବାକୁ ପଡ଼ିବ। ସେହିପରି ବାର୍ଷିକ ଆୟ ୭.୫ ଲକ୍ଷରୁ ୧୦ ଲକ୍ଷ…

ବଜେଟ ୨୦୨୦: ପରିବହନ କ୍ଷେତ୍ରକୁ ୧.୭୦…

ନୂଆଦିଲ୍ଲୀ: ଚଳିତ ବଜେଟରେ କେନ୍ଦ୍ର ସରକାର ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବେଶ୍‌ ଗୁରୁତ୍ବ ଦେଇଛନ୍ତି। ଦେଶର ସଡ଼କ ଓ ପରିବହନ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ବଜେଟରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଏହା ଅଧୀନରେ ଆଧୁନିକ…