Browsing Category
ଯୋଜନା ଓ ବିକାଶ
ବଜେଟ ୨୦୨୦: ଲଦାଖ ପାଇଁ ୫୯୫୮ କୋଟି…
ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟରେ ୫୯୫୮ କୋଟି ଟଙ୍କା ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲଦାଖର ବିକାଶ ପାଇଁ ଏହି ପ୍ୟାକେଜ ଘୋଷଣା କରାଯାଇଛି। ସଂସଦରେ ୨୦୨୦-୨୧ ଆର୍ଥିକବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ…
ବଜେଟ ୨୦୨୦: ସ୍ବଚ୍ଛ ଭାରତ ମିଶନ ପାଇଁ…
ନୂଆଦିଲ୍ଲୀ: ଚଳିତ ବଜେଟରେ ସ୍ବଚ୍ଛ ଭାରତ ମିଶନକୁ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର। ୨୦-୨୧ ଆର୍ଥିକ ବର୍ଷରେ ସ୍ବଚ୍ଛ ଭାରତ ମିଶନ ପାଇଁ ୧୨,୩୦୦ କୋଟି ଟଙ୍କା ଅନୁଦାନ ଘୋଷଣ କରିଛନ୍ତି ସରକାର। ଚଳିତ ବଜେଟରେ କେନ୍ଦ୍ର ସରକାର ଦେଶର ମୌଳିକ କ୍ଷେତ୍ରକୁ ଗୁରୁତ୍ବ ଦେଇଛନ୍ତି। ସଂସଦରେ ୨୦୨୦-୨୧…
ଆଜି ଉପସ୍ଥାପିତ ହେବ ୨୦-୨୧ ଆର୍ଥିକ…
ନୂଆଦିଲ୍ଲୀ : ଆଜି ଉପସ୍ଥାପିତ ହେବ ସାଧାରଣ ବଜେଟ୍। କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକବର୍ଷ ନିମନ୍ତେ ଉପସ୍ଥାପନ କରିବାକୁ ଯାଉଛନ୍ତି ବଜେଟ୍। ଆଜି ଦିନ ୧୧ଟାରେ ସଂସଦ ଗୃହରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବଜେଟ୍ ଆଗତ କରିବେ। ମୋଦି ସରକାରଙ୍କ ୨ ପାଳିରେ ନିର୍ମଳା ୨ ଥର ପାଇଁ ବଜେଟ ଉପସ୍ଥାପନ…
‘ନୀତି ଆୟୋଗ’ ଢ଼ାଞ୍ଚାରେ…
ଭୁବନେଶ୍ବର: ବଦଳିବ ରାଜ୍ୟ ଯୋଜନା ବୋର୍ଡର ରୂପରେଖ। ‘ନୀତି ଆୟୋଗ’ ଢ଼ାଞ୍ଚାରେ ଗଠନ ହେବ ଯୋଜନା ବୋର୍ଡର ରୂପରେଖ। ଏହି ପୁନର୍ଗଠନ କାମ ପୂର୍ଣ୍ଣାଙ୍ଗ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଖୁବ୍ଶୀଘ୍ର ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,…
ଆସନ୍ତାକାଲି ମାଘ ସପ୍ତମୀ, ଚନ୍ଦ୍ରଭାଗାରେ…
କୋଣାର୍କ: ଆସନ୍ତାକାଲି ପବିତ୍ର ମାଘ ସପ୍ତମୀ ଏହି ଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ଼ ପକାଇବେ। ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ପ୍ରତିବର୍ଷ ପରି ଚଳିତ ଥର ବୁଡ଼କୁ ଶୃଙ୍ଖଳିତ କରିବାକୁ ତୀର୍ଥ ପୁଷ୍କରଣୀ ଖନନ କାର୍ଯ୍ୟ କରାଯାଇଛି। ଏହାସହ ଶ୍ରଦ୍ଧାଳୁଙ୍କ…
୧୨ରେ ଓଡ଼ିଶା ଆସିବେ ଅମିତ ଶାହ
ଭୁବନେଶ୍ୱର: ଫେବୃୟାରୀ ୧୨ରେ ଭୁବନେଶ୍ୱରରେ ବସିବ ପୂର୍ବାଞ୍ଚଳ ପରିଷଦର ବୈଠକ। ବୈଠକରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଯୋଗ ଦେବେ। ବୈଠକ ୩୧ରେ ହେବ ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଥିଲା। ମାତ୍ର ଏବେ ଏହା ଆସନ୍ତା ୧୨କୁ ଘୁଞ୍ଚିଛି । ୨୯ ବର୍ଷ ପରେ ଭୁବନେଶ୍ୱରରେ ୨୪ ତମ ପରିଷଦ ବୈଠକ ବସିବ ବୋଲି ସୂଚନା…
୩୧ରୁ ଭୁବନେଶ୍ଵରରୁ ବାରାଣସୀକୁ…
ଭୁବନେଶ୍ଵର: ଆସନ୍ତା ଜାନୁଆରୀ ୩୧ ତାରିଖରୁ ଭୁବନେଶ୍ଵରରୁ ବାରାଣସୀକୁ ସିଧାସଳଖ ବିମାନ ଚଳାଚଳ କରିବ। ଏଲାଏନ୍ସ ଏୟାର ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ। ୭୦ ଆସନ ବିଶିଷ୍ଟ ଏହି ବିମାନ ନିୟମିତ ଏହି ରୁଟ୍ରେ ଯିବ ବୋଲି ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦେଶକ ଭି.ଭି ରାଓ…
‘ଏକାମ୍ର ପ୍ୟାକେଜ୍’ ଘୋଷଣା କଲେ ରାଜ୍ୟ…
ଭୁବନେଶ୍ବର: ଆଜି 'ଏକାମ୍ର ପ୍ୟାକେଜ' ଘୋଷଣା କରିଛନ୍ତି ରାଜ୍ୟ ସରକାର। ରାଜଧାନୀ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗରର ପାରିପାଶ୍ୱିର୍କ ଅଞ୍ଚଳର ୬୫ଏକର ପରିମିତ ଜମିରେ ସୌନ୍ଦର୍ଯ୍ୟକରଣ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଆଜି ଏହି ଘୋଷଣା କରିଛନ୍ତି। ବିସ୍ଥାପିତଙ୍କ ପାଇଁ ଥଇଥାନ ଓ…
ରଥଯାତ୍ରା ପାଇଁ ପୁରୀରେ ପହଁଞ୍ଚିଲା…
ପୁରୀ: ରଥଯାତ୍ରା ପାଇଁ ନୟାଗଡ ବନଖଣ୍ଡରୁ ଦୁଇଟି ଟ୍ରକରେ ୫୩ ଖଣ୍ଡ ଧଉରା ଓ ଅସନ କାଠ ଆସି ପୁରୀରେ ପହଁଞ୍ଚିଛି । ଶ୍ରୀପଞ୍ଚମୀ ଦିନ କାଠ ଚିରା ଅନୁକୂଳ ହେବ।
ଦୁଇଟି ଟ୍ରକରେ ମୋଟ ୫୩ ଖଣ୍ଡ କାଠ ଆସି ପୁରୀରେ ପହଞ୍ଚିଛି। ନୟାଗଡ ବନଖଣ୍ଡରୁ ଅସନ ଓ ଧଉରା କାଠ ବୋଝେଇ ହୋଇ ଆସିଛି। ଏହି ୫୩ ଖଣ୍ଡ କାଠ ମଧ୍ୟରେ…
ଫେବୃଆରୀ ୧ରୁ ମାଘମେଳା, ଜମିବ ଖଣ୍ଡଗିରି…
ଭୁବନେଶ୍ବର: ଫେବୃଆରି ୧ରୁ ଭୁବନେଶ୍ବରରେ ଆରମ୍ଭ ହେବ ଖଣ୍ଡଗିରି ଯାତ୍ରା। ଏହାକୁ ନେଇ ଯାତ୍ରାକମିଟି ସହ ଆଲୋଚନା କରିଥିଲେ ବିଏମସି ଅଧିକାରୀ। ତେବେ ଏଥର ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ବ୍ୟାନ୍ କରାଯାଇଛି।
ଫେବୃଆରି ୧ ମାଘମେଳା। ଆରମ୍ଭ ହେବ ଖଣ୍ଡଗିରି ଯାତ୍ରା। ଚାଲିବ ବିଭିନ୍ନ ଅପେରା…