Odisha Link
Bridging the Missing Links in Odisha
Browsing Tag

Angul

ହାତୀ କବଳରୁ ସୁରକ୍ଷା ପାଇଁ ପଦକ୍ଷେପ…

ଓଏଲ୍‌ ବ୍ୟୁରୋ : ଆଜି ସକାଳେ ଦନ୍ତା ହାତୀ ଆକ୍ରମଣ କରିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଥିଲା। କୌଣସି ପଦକ୍ଷେପ ନିଆଯାଇନଥିବାରୁ ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ନ୍ୟାୟ ଦାବିରେ ଶବ ରଖି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପରିବାର ଲୋକେ ଦାବି କରିଥିଲେ, ମୃତ…

ଦଳିଦେଲା ଦନ୍ତା ହାତୀ, ଚାଲିଗଲା ୩ ଜୀବନ

ଓଏଲ୍‌ ବ୍ୟୁରୋ : ଦନ୍ତା ହାତୀ ଆକ୍ରମଣ କରିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଆଜି ସକାଳୁ ଅନୁଗୋଳ ଜିଲ୍ଲାରେ। ୩ ମୃତ ବ୍ୟକ୍ତି ହେଲେ ଛେଳିଆପଡ଼ାର ସୁବାସ ବିଶ୍ୱାଳ, ଅଙ୍ଗାରବନ୍ଧର ଅନିରୋଦ୍ଧ ସାହୁ ଓ ବାରସିଙ୍ଗାର ରମେଶ ଚନ୍ଦ୍ର ସାହୁ। ତେବେ ଆଜି…

ଅନୁଗୁଳରେ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତା ସତ୍ତ୍ୱେ ରାଜ୍ୟ ସରକାର ତାଳଚେର ମେଡିକାଲ କଲେଜର ପରିଚାଳନା ଦାୟିତ୍ୱ ନନେବା ଦୁର୍ଭାଗ୍ୟଜନକ ବୋଲି ଗୁରୁବାର ଅନୁଗୁଳରେ ବିଭିନ୍ନ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଅନୁଗୋଳ କେଭି- ୨ କ୍ୟାମ୍ପସ ପାଇଁ ଭୂମିପୂଜନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ…

ଧର୍ମେନ୍ଦ୍ରଙ୍କ ଜୋନ୍‌ରେ ହାରିଲା ବିଜେପି

ଅନୁଗୁଳ: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନିଜ ଅଞ୍ଚଳରେ ତାଙ୍କ ଦଳର ପ୍ରାର୍ଥୀ ଶୋଚନୀୟ ଭାବେ ପରାଜିତ ହୋଇଛନ୍ତି। ଗାଁ ଜୋନ୍‌ରେ ବିଜେପିକୁ ଜିତାଇବାକୁ ଧର୍ମେନ୍ଦ୍ରଙ୍କ ପତ୍ନୀ ମୃଦୁଳା ପ୍ରଧାନ ବହୁ କସରତ କରିଥିଲେ ବି ବିଜୁ ଜନତା ଦଳର ଲୋକପ୍ରିୟତା ଆଗରେ ସବୁ ଫିକା…

ଖାଇବା ପାର୍ସଲ ଦେବାକୁ ଯାଇ…

ଅନୁଗୁଳ: ଖାଇବା ପାର୍ସଲ ଦେବାକୁ ଯାଇ ଡାକ୍ତରାଣୀଙ୍କୁ ଦୁଷ୍କର୍ମ। ହୋଟେଲ ମାଲିକଙ୍କ ପୁଅ ଡାକ୍ତରାଣୀଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଘୃଣ୍ୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ। ମହିଳା ଡାକ୍ତରଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ସମ୍ପୃକ୍ତ ଯୁବକଙ୍କୁ…

ବଡଝାର ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଅନୁଗୁଳ: ପୁଣି ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ହାର ବଢ଼ିବାରେ ଲାଗିଛି। ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକର ବଡଝାର ଗାଁରେ ପୁଣି ୨୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଏଥିସହ ଉକ୍ତ ଗାଁକୁ କଣ୍ଟେନମେଣ୍ଟ ଜୋନ ମଧ୍ୟ ଘୋଷଣା କରାଯାଇଛି। ୨୪ ଘଣ୍ଟାରେ ଗାଁର ଏତେ…

ପୁଣି ଜଙ୍ଗଲରେ ନିଆଁ ଲଗାଇ ୨ ଗିରଫ

ଅନୁଗୁଳ: ରାଜ୍ୟରେ ବିଭିନ୍ନ ଜଙ୍ଗଲରେ ନିଆଁ ନ ଲିଭି ଥିବା ବେଳେ ଦୁବୃର୍ତ୍ତମାନଙ୍କର ଜଙ୍ଗଲରେ ନିଆଁ ଲଗାଇବା ଘଟଣା ଚିନ୍ତା ସୃଷ୍ଟି କରୁଛି। ଏଭଳି ଏକ ଘଟଣା ଘଟିଛି ପାଲଲହଡା ଖମାର ଗୁରୁସୁଲେଇ ଜଙ୍ଗଲରେ। ଆଜି ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ଖମାର ବନ ବିଭାଗ। ଗିରଫ ୨…

ଭୟାବହ ଅଗ୍ନିକାଣ୍ଡ, ୨୨ ମେଣ୍ଢା ଜୀବନ୍ତ…

ଅନୁଗୁଳ: ଅନୁଗୁଳ ଖାଲଗାଁରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଘର, ଗୁହାଳ ଓ ଅନେକ ସମ୍ପତ୍ତି ପୋଡି ପାଉଁଶ ପୋଡିଯାଇଛି। ଏ‌ଥିସହ ଏହି ଅଗ୍ନିକାଣ୍ଡରେ ଗୋରୁ ସହ ୨୨ ଟି ମେଣ୍ଢା ଜୀବନ୍ତ ଦଗ୍ଧ ହୋଇଛନ୍ତି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସୂଚନା ମୁତାବକ, ଗତ ବୁଧବାର…

ଡିଜେଲ ଲୁଟେରା ଗିରଫ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ଥାନା କୁମୁଣ୍ଡା ଗ୍ରାମ ନିକଟରେ ଚାଲିଥିବା ଡିଜେଲ ଚୋରି। ପୁଲିସ ରାକେଟର ପର୍ଦ୍ଦାଫାଶ କରିଛି। ଅଚନାକ ଚଢ଼ାଉ କରି ପୁଲିସ ବିପୁଳ ପରିମାଣର ଡିଜେଲ, ୨ଟି ବୋଲେରୋ, ଦୁଇଟି ବାଇକ୍, ଗୋଟିଏ ସ୍କୁଟି ଜବତ କରିବା ସହିତ ୫ ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଛି। ଏହି ଗ୍ୟାଙ୍ଗ…

ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ମା’ ଓ…

ଅନୁଗୋଳ: ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ। କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ ଉଦ୍ଧାର କଲା ପୋଲିସ। ସୂଚନାଯୋଗ୍ୟ, ଅନୁଗୋଳ ଜିଲ୍ଲା ତାଳଚେର ଗୋବରା ଗାଁର ଦମୟନ୍ତୀ ବେହେରା ଏବଂ ତାଙ୍କ…