Odisha Link
Bridging the Missing Links in Odisha
Browsing Tag

Angul

ପୁଅକୁ ବାନ୍ଧି ଜାଳିଦେଲା ମା’

ଅନୁଗୁଳ: ଜନ୍ମ ଦେଇଥିବା ମା' ନେଲା ଜୀବନ। ପୁଅକୁ ଖୁଣ୍ଟରେ ବାନ୍ଧି ଜାଳି ଦେଇଛି ମା'। ଏପରି ଅଭାବନୀୟ ଘଟଣା ଗତକାଲି ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଇଣ୍ଡା କେନ୍ଦୁସାହି ଗାଁରେ।ନିଶାଖୋର ପୁଅ ନିର୍ଯାତନାରେ ଅତିଷ୍ଠ ମା’ ଏପରି ଚରମ ପଦକ୍ଷେପ ନେଇଥିବା ଜଣାଯାଇଛି। ଏହି ହତ୍ୟାକାଣ୍ଡରେ ମୃତକ ରାଜକିଶୋର…

ଅନୁଗୁଳ ନାଲକୋ ପ୍ଲାଣ୍ଟ୍‌ର ବାର୍ଷିକ…

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ସ୍ଥିତ ନ୍ୟାସନାଲ ଆଲୁମିନିୟମ କମ୍ପାନି (ନାଲକୋ) ଆଲୁମିନିୟମ ଉତ୍ପାଦନ କ୍ଷମତା ବାର୍ଷିକ ୦.୪୬ ମିଲିୟନ ଟନରୁ ବାର୍ଷିକ କ୍ଷମତା ୧ ମିଲିୟନ ଟନ୍ ବୃଦ୍ଧି କରିବା ପାଇଁ କେନ୍ଦ୍ର ଖଣି, କୋଇଲା ଓ ସଂସଦ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ଆଲୋଚନା କରିବା ପରେ ଏ…

ନଦୀ ପଠାରେ ନାବାଳିକାକୁ ଦୁଷ୍କର୍ମ

ଅନୁଗୁଳ: ନଦୀ ପଠାରେ ନାବାଳିକାକୁ ଦୁଷ୍କର୍ମ। ବିସ୍କୁଟ୍‌ ଦେବା ଆଳରେ ଜଣେ ନାବାଳିକାକୁ ନଦୀ ପଠାକୁ ଡାକି ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରି ଏକ ଘୃଣ୍ୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲାରେ। ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ ଆଜି ଦିଲେଶ୍ୱରଙ୍କୁ ଗିରଫ କରି କୋର୍ଟ ଚାଲାଣ…

ଘର ଜାଳି, ନିଜ ତଣ୍ଟି କାଟିଲା ମାନସିକ…

ଛେଣ୍ଡିପଦା: ଘର ଜାଳିବା ସହ ନିଜ ତଣ୍ଟି କାଟିଲା ମାନସିକ ବିକୃତ। ଗୁରୁବାର ସକାଳେ ଅନଗୁଳ ଜିଲ୍ଲା ଅନ୍ତର୍ଗତ ଛେଣ୍ଡିପଦା ଥାନା ଅଞ୍ଚଳ ଖମାର ଗ୍ରାମର ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଘରେ ନିଆଁ ଲଗାଇବା ସହ ନିଜ ତଣ୍ଟି ଓ ପେଟକୁ କାଟି ପକାଇଛନ୍ତି। ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ଆଠଟା…

ନାଲକୋ କାରଖାନାରେ ଦୁର୍ଘଟଣା, ଠିକା…

ଅନୁଗୁଳ: ଅନୁଗୁଳ ଜିଲ୍ଲାର ନାଲକୋ କାରଖାନା ପରିସରରେ ଅଘଟଣ। ୯୦ ଫୁଟ ଉପରେ ରହି କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କର ଛାତରୁ ଖସି ମୃତ୍ୟୁ ଘଟିଛି। ମୃତ ଠିକା କର୍ମଚାରୀଙ୍କ ନାମ ଅକ୍ଷୟ ଦେହୁରୀ (୪୨) ବୋଲି ଜଣାପଡ଼ିଛି। ତାଙ୍କ ଧର ତୁଳସୀପାଳ ଗାଁରେ ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ, ଆଜି ସକାଳେ…

ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌, ୨…

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ରେଲଓ୍ଵେ ବ୍ରିଜ ବୁଲାଣିରେ ଆଜି ଅପରାହ୍ନରେ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକଟି ବାଇକଟିକୁ ମୁହାଁ ମୁହିଁ ଧକ୍କା ଦେଇଥିବାରୁ ଏହି ମର୍ମନ୍ତ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କ ଅକାଳ ମୃତ୍ୟୁ ହୋଇଛି। ମୃତକମାନଙ୍କର ପରିଚୟ ଜଣାପଡ଼ି ନାହିଁ।…

ଅନୁଗୁଳରେ ବଜ୍ରାଘାତ: ଚାଲିଗଲା ୨ ଜୀବନ,…

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବଜ୍ରାଘାତ। ବୁଧବାର ଅପରାହ୍ନରେ ବଜ୍ରାଘାତ ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଗୋରୁଗାଈ ଙ୍କର ମଧ୍ୟ ମୃତ୍ୟୁ ହୋଇଛି। ନାଲକୋ ସି.ପି.ପି ହାଟିଙ୍ଗରେ ବଜ୍ରାଘାତ ଘଟି ୨ ଜଣ ମୃତ୍ୟୁ ବରଣ କରିଛନ୍ତି। ମୃତକ ମାନେ ହେଲେ ରାମଚନ୍ଦ୍ର କସବ(୨୫) ଏବଂ ଦଶରଥ ମୁର୍ମୁ(୨୭)।…

ଗଜପତି ପରେ ୨ ଜିଲ୍ଲାବାସୀଙ୍କୁ ଅନୁଗୁଳ…

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଭୟଙ୍କର ରୂପ ନେଉଛି ମହାମାରୀ କରୋନା ଭାଇରସ୍। ରାଜ୍ୟର ସମସ୍ତ ଜିଲ୍ଲାରେ କରୋନା ସ୍ଥିତି ବେକାବୁ। ଏହାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ନେଉଛନ୍ତି ବଡ଼ ପଦକ୍ଷେପ। କରୋନା ଭୟାବହତାକୁ ନଜରରେ ରଖି ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଜ ନିଜର ସୀମାଗୁଡ଼ିକ ସିଲ…

ଅନୁଗୁଳ: ଭିଡିଓ କଲ୍‌ରେ ଆତ୍ମହତ୍ୟା !

ଅନୁଗୁଳ: ସ୍ଥାନୀୟ ନାଲକୋ ନଗର ଥାନା ଅନ୍ତର୍ଗତ କୁଲାଡ଼ ହନୁମାନ ମନ୍ଦିର ସମ୍ମୁଖ ଏକ ଭଡ଼ା ଘରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ବେଳେ ସେ ଟେବୁଲ ଉପରେ ମୋବାଇଲ ଫୋନ୍‌କୁ ନିଜ ଆଡ଼କୁ ସାମନା କରାଇ ଆତ୍ମହତ୍ୟା କରିଥିଲେ। ସେ କହାହାକୁ ଭିଡିଓ କଲ୍‌ କରି ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି…

ଅନୁଗୁଳ ଜିଲ୍ଲା ଯୁବମୋର୍ଚ୍ଚା ସଭାପତିଙ୍କ…

ଭୁବନେଶ୍ୱର : ବିଜେପି ଯୁବମୋର୍ଚ୍ଚା ଅନୁଗୁଳ ଜିଲ୍ଲା ସଭାପତି ପ୍ରଶାନ୍ତ ନନ୍ଦଙ୍କ ପିତା ଦୁଃଖବନ୍ଧୁ ନନ୍ଦଙ୍କ ଆଜି ସକାଳେ ୬୬ ବର୍ଷ ବୟସରେ ନିଧନ ଘଟିଛି । ସ୍ୱର୍ଗତଃ ନନ୍ଦ ଭାରତ ସରକାରଙ୍କ ଏଫସିଆଇ କାରଖାନାରୁ ଅବସର ଗ୍ରହଣ ପରେ ନିଜକୁ ସମାଜ ସେବାରେ ନିୟୋଜିତ କରିଥିଲେ । ଅତ୍ୟନ୍ତ ମେଳପୀ, ନମ୍ର ଏବଂ…