Odisha Link
Bridging the Missing Links in Odisha
Browsing Tag

Angul

ବାର୍‌ହା ଫାଶରେ ପଡ଼ି ଚାଲି ଗଲା ଦୁଇ ଜୀବନ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଞ୍ଜା ଗାଁରେ ଘଟିଛି ଅଘଟଣ। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ସେହି ଗାଁର ମହେଶ୍ବର ବିଶ୍ବାଳ ଏବଂ କବିନ୍ଦ୍ର ଗଡନାୟକ। ମିଳିଥିବା ସୂଚନା ଅନୁସାରେ, ଅନୁଗୋଳ ଜିଲ୍ଲା କଞ୍ଜା ଗାଁରେ ବାରହା ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ୍ ତାର।…

ପ୍ରେମରେ ବିଫଳ କାରଣରୁ ଯୁବକଙ୍କ…

ଅନୁଗୁଳ: ପ୍ରେମରେ ବିଫଳ କାରଣରୁ ଯୁବକଙ୍କ ଆତ୍ମହତ୍ୟା ଘଟଣା ଏବେ ସାମ୍ନାକୁ ଆସିଛି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ଅନ୍ତର୍ଗତ ଆମ୍ବସର ଗ୍ରାମ ପଞ୍ଚାୟତ ଅଧୀନସ୍ଥ ବନ୍ଧ ଗାଁ ଜଣେ ଯୁବକ ପ୍ରେମଜନିତ କାରଣରୁ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଯୁବକଜଣକ ହେଉଛନ୍ତି ମାନସ ନାୟକ ଏବଂ…

ଭିଡିଓ କନଫରେନ୍ସିଂ ଜରିଆରେ ଅପରାଧୀଙ୍କୁ…

ଭୁବନେଶ୍ବର: ଏଣିକି ଜେଲରେ ରହି ଭିଡିଓ କନଫରେନ୍ସିଂ ଜରିଆରେ ଅପରାଧୀ ଓ ଅଭିଯୁକ୍ତମାନଙ୍କୁ ଜେରା କରାଯିବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏ ସଂପର୍କରେ ଗୃହ ବିଭାଗକୁ ଚିଠି ଲେଖିଛି ଆଇନ ବିଭାଗ। ପ୍ରାଥମିକ ପର୍ଯ୍ୟାୟରେ ନୟାଗଡ ଓ ଅନୁଗୁଳ ଜିଲ୍ଲାରେ ଭିଡିଓ କନଫେରନ୍ସିଂ ମାଧ୍ୟମରେ ଏହି ଜେରା କରାଯିବ।…

ଏଡସ୍‌ ରୋଗୀଙ୍କ ଅଇଁଠା ପାଣି ପିଇ ସଚେତନ…

ଅନୁଗୋଳ: ସମାଜରେ ଏଡସ୍‌ ରୋଗୀଙ୍କୁ ବାସନ୍ଦ ଉପରେ ସଚେତନତା ପାଇଁ ଡିସେମ୍ବର ୧ ତାରିଖରେ ପାଳିତ ହୋଇଥାଏ ବିଶ୍ବ ଏଡସ୍‌ ଦିବସ। ଏଡସ୍‌ ରୋଗୀଙ୍କୁ ଛୁଇଁଲେ କିମ୍ବା ତାଙ୍କ ସହ ଖିଆପିଆ କରିଲେ ଏହି ରୋଗ ସଂକ୍ରମଣ ହୋଇ ନଥାଏ ଏହି ବାର୍ତା ଦେବା ନିମନ୍ତେ ରବିବାର ଏଡସ୍‌ ସଚେତନତା ସଭାରେ ଅନୁଗୁଳର ଅତିରିକ୍ତ…

ଲାଲଗଡରୁ ପ୍ରେମ ବିବାହ

ଅନୁଗୋଳ: ଲାଲଗଡ଼ରୁ ଆରମ୍ଭ ହୋଇଥିବା ପ୍ରେମ ଶେଷରେ ବିବାହରେ ପରିଣତ ହୋଇଛି। ଏ ହେଉଛି ଦୁଇ ନକ୍ସଲ କମାଣ୍ଡର ମୁଖ୍ୟ ଛୋଟୁ ଓ ଜଲିଙ୍କ ଜୀବନ କାହାଣୀ। ଝାଡଖଣ୍ଡର ଛୋଟୁ ଅନୁଗୋଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ସଂଗଠନ ପାଇଁ କାମ କରିବା ବେଳେ ଜଲିଙ୍କ ସହ ତାଙ୍କର ଭେଟ ହୋଇଥିଲା। ମାଓ ଶିବିରରେ କାମ କରିବା…

ଓଡ଼ିଆ ପୁଅ ଶୁଭ୍ରାଂଶୁଙ୍କ…

ଅନୁଗୁଳ: ଶୁଭ୍ରାଂଶୁଙ୍କ 'ମାଭିକ୍' ଡ୍ରୋନ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଚାଲିଛି। ଏହି ଡ୍ରୋନ୍‌ ୨୪ ଘଣ୍ଟା ଆକାଶରେ ଉଡିପାରିବା ସହ ୧୫ କେଜିର ଫାଷ୍ଟଏଡ୍‌ ବହନ କରି ତୁରନ୍ତ ଅପହଞ୍ଚ ଅଞ୍ଚଳ କିମ୍ବା ଦୁର୍ଘଟଣାଗ୍ରସ୍ତଙ୍କ ନିକଟକୁ ପହଞ୍ଚିବାର କ୍ଷମତା ରହିଅଛି। ଏଥିରେ ଖଞ୍ଜାଯାଇଥିବା କ୍ୟାମେରାରେ…

ଭାଲୁ ଆକ୍ରମଣରେ ଜଣେ ଆହତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ମାରୁଢ଼ିପ ଗାଁରେ ଭାଲୁ ଆକ୍ରମଣରେ ଜଣେ ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ହେଲେ ବୟସ୍କ ଅଚ୍ୟୁତ ମାଝୀ। ସୂଚନା ଅନୁସାରେ ଆଜି ସକାଳୁ ଘର ବାହାରକୁ ଶୌଚ ହେବାକୁ ଯାଇଥିଲା ବେଳେ ଭାଲୁ ହାବୁଡ଼ରେ ପଡ଼ିଥିଲେ ଅଚ୍ୟୁତ। ତୁରନ୍ତ ଘର ଲୋକ ପ୍ରଥମେ ତାଙ୍କୁ ଛେଣ୍ଡିପଦା…

ଅନୁଗୁଳ ଗାନ୍ଧିମାର୍ଗରେ ଗୁଣ୍ଡାରାଜ

ଅନୁଗୁଳ: ଅନୁଗୁଳ ଗାନ୍ଧିମାର୍ଗରେ ଦିନକୁ ଦିନ ଦୁବୃର୍ତ୍ତଙ୍କ ଗୁଣ୍ଡାରାଜ ଦେଖିବାକୁ ମିଳିଛି। ଜଣେ ଫାଇନାନ୍ସ କମ୍ପାନୀର ରିକଭରି ଏଜେଂଟକୁ ନିସ୍ତୁକ ମାଡ ମାରିଛନ୍ତି ଦୁବୃର୍ତ୍ତ। ଦୁବୃର୍ତ୍ତଙ୍କ ମାଡରେ ଲହୁଲୁହାଣ ହୋଇଛନ୍ତି ଏହି ଏଜେଂଟ ଜଣଙ୍କ। ଆଉ ପୁରା ଘଟଣାକୁ କଏଦ କରିଛି ସିସିଟିଭି। ଘଟଣା ଅକ୍ଟୋବର…

ଅନୁଗୋଳରେ ମୃଦୁ ଭୂମିକମ୍ପ ଅନୁଭୂତ

ଅନୁଗୋଳ : ଅନୁଗୋଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଦୁଇ ସେକେଣ୍ଡ ପାଇଁ ଅମୁଭୂତ ହୋଇଥିବା ସୂଚନା ମିଳିଛି। ଭୂମିକମ୍ପ ହେବା ମାତ୍ରେ ଲୋକମାନେ ଭୟଭୀତ ହୋଇ ଲୋକମାନେ ନିଜ ନିଜ ଘରୁ ବାହାରକୁ ବାହାରିଆସିଥିଲେ। ଭୂମିକମ୍ପର ତୀବବ୍ରତା ସଂପର୍କରେ ସଠିକ୍ ଜଣାପଡିନଥିଲେ ନଥିଲେ ଏହା ଦୁଇ ସେକେଣ୍ଡ ପାଇଁ…

ଅଜଣା ଗାଡି ଧକ୍କାରେ ୩ ମୃତ, ୨ ଗୁରୁତର

ଅନୁଗୋଳ : ଅନୁଗୋଳରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଗୁରୁତରଙ୍କୁ ଖମାର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥ…