Odisha Link
Bridging the Missing Links in Odisha
Browsing Tag

Chilika

ଆଜିଠୁ ଚିଲିକାରେ ପକ୍ଷୀଗଣନା

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ଚିଲିକାରେ ପକ୍ଷୀଗଣନା। ବିଦେଶାଗତ ପକ୍ଷୀଙ୍କ ଗଣନା ଲାଗି ରମ୍ଭା, ବାଲୁଗାଁ, ଟାଙ୍ଗୀ, ସାତପଡ଼ା ଓ ଚିଲିକା ଆଦି ୫ଟି ରେଞ୍ଜରେ ଚାଲିଛି ଗଣନା। ଏଥିପାଇଁ ୨୧ଟି ଟିମ୍‌ ଗଠନ କରାଯାଇଛି। ମିଳିଥିବା ସୂଚନା ମୁତାବକ, ପ୍ରତିଟି ଟିମ୍‌ରେ ୫ରୁ ୬ ଜଣ ପକ୍ଷୀ ବିଶେଷଜ୍ଞ…

ଘନ କୁହୁଡି ପାଇଁ ଡ଼ଙ୍ଗା ଚଳାଚଳ ବନ୍ଦ

ଓଏଲ୍‌ ବ୍ୟୁରୋ : ଘନ କୁହୁଡି ଯୋଗୁଁ ମଝି ଚିଲିକାରେ ଡଙ୍ଗା ଫସି ରହିବା ପରେ ଡଙ୍ଗା ଚଳାଚଳକୁ ନେଇ କଟକଣା ଲାଗିଛି। କୁହୁଡ଼ି ନକମିବା ଯାଏଁ ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ ରହିବା ନେଇ ଏସଡିପିଓଙ୍କ ସୂଚନା। ବାଲୁଗାଁରୁ ଚିଲିକା ଦେଇ କାଳିଜାଇ ଯାଉଥିବା ଡଙ୍ଗା ଚଳାଚଳ ବନ୍ଦ। ସୂଚନା ଅନୁସାରେ, ଘନ କୁହୁଡ଼ି…

ନିର୍ମମ ହତ୍ୟାକାଣ୍ଡ : ଛୁରାମାଡ଼ରେ ବାପା…

ଓଏଲ୍ ବ୍ୟୁରୋ : ଜଘନ୍ୟ ହତ୍ୟାକାଣ୍ଡ ଘଟଣା। ଟଙ୍କା ନଦେବାରୁ ନିର୍ମମ ହତ୍ୟାକାଣ୍ଡ। ଛୁରା ମାଡ଼ରେ ବାପା ମୃତ ଏବଂ ପୁଅ ଗୁରୁତର ଭାବେ ଆହତ।  ଘଟଣାଟି ଖୋର୍ଦ୍ଧା ଚିଲିକା ବ୍ଲକର ନଈରୀ ଗ୍ରାମରେ ଘଟିଛି। ଖବର ଅନୁସାରେ ମୃତ ବ୍ୟକ୍ତି ହେଉଛନ୍ତି ନଈରୀ ଗ୍ରାମର ସାରଥୀ ନାୟକ ଓ ଛୁରାମାଡ଼ରେ ଆହତ ହୋଇଥିବା…

ଚିଲିକାରେ ପୁଣି ବୁଡ଼ିଲା ଡଙ୍ଗା: ଜଣଙ୍କର…

ଓଏଲ୍‌ ବ୍ୟୁରୋ: ପୁଣିଥରେ ଚିଲିକାରେ ବୁଡ଼ିଲା ଡଙ୍ଗା। ମଝି ଦରିଆରେ ବୁଡିଗଲା ଯାତ୍ରୀବାହୀ ଡଙ୍ଗା। କାଳବୈଶାଖୀ ଜନିତ ପ୍ରବଳ ବର୍ଷା ଓ ପବନ ଯୋଗୁଁ ବୁଡ଼ିଗଲା ଡଙ୍ଗା। ମା' କାଳିଜାଈ ଦର୍ଶନ ସାରି ଫେରୁଥିବା ବେଳେ ବୁଡିଗଲା ଡଙ୍ଗା। ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଥିବା ବେଳେ ୧୧ ଜଣ ଉଦ୍ଧାର ହୋଇଛନ୍ତି।…

ଆରମ୍ଭ ହେଲା ଚିଲିକାରେ ଡ଼ଲଫିନ ଗଣନା

ବ୍ରହ୍ମଗିରି: ଆଜିଠାରୁ ଚିଲିକାରେ ଆରମ୍ଭ ହେଲା ଡ଼ଲଫିନ ଗଣନା। ବନବିଭାଗ ଏବଂ ସି ଡି ଏ ଦ୍ୱାରା ଗଣନା ଆରମ୍ଭ। ଏହି ଗଣନାରେ ୧୮ଟି ଟିମ ଏବଂ ମୋଟ ୧୦୯ ଜଣ କର୍ମଚାରୀ ସାମିଲ ଅଛନ୍ତି। ଚିଲିକାର ସାତପଡ଼ା ରେଞ୍ଜ ରୁ ୮ଟି ଏବଂ ବାଲୁଗାଁ ରେଞ୍ଜ ରୁ ୧୦ ଟିମ ଦ୍ୱାରା ଚାଲିଛି ଗଣତି କାର୍ଯ୍ୟ। ସକାଳ ୬.୩୦ ରୁ…

ଆଜିଠୁ ଚିଲିକାରେ ଉଦ୍ଭିଦ ଓ ପ୍ରାଣୀ ଗଣନା…

ବ୍ରହ୍ମଗିରି: ଆଜିଠୁ ଚିଲିକାରେ ଉଦ୍ଦିଦ ଓ ପ୍ରାଣୀ ଗଣନା କାର୍ଯ୍ୟ ଆରମ୍ଭ। ଗଣନାରେ ଚିଲିକା ଡେଭଲପମେଣ୍ଟ ଅଥରିଟି (ସିଡିଏ)ର ଏକ ୧୮ ଜଣିଆ ଟିମକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସାତପଡ଼ା ପଟୁ ୮ଟି ଓ ବାଲୁଗାଁ ପଟୁ ୧୦ଟି ଟିମ୍ ଏହି କାର୍ଯ୍ୟରେ ସାମିଲ ଅଛନ୍ତି। ସୂଚନାଯୋଗ୍ୟ, ଚିଲିକା ହ୍ରଦର ସୁରକ୍ଷା ଓ…

ଚିଲିକାରେ ଚାଲିଛି ବିଦେଶାଗତ ପକ୍ଷୀ ଗଣନା

ଚିଲିକା: ଲୁଣା ହ୍ରଦ ଚିଲିକାରେ ଚାଲିଛି ବିଦେଶାଗତ ପକ୍ଷୀଙ୍କ ଗଣନା। ଆଜି ସକାଳ ୬ଟାରୁ ଚିଲିକା ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇ ପକ୍ଷୀ ଗଣନା  ଆରମ୍ଭ ହୋଇଛି। ଏଥିପାଇଁ ଚିଲିକା ଓ୍ୱାଇଲ୍ଡଲାଇଫ୍ ଅଧିନସ୍ଥ ଟାଙ୍ଗୀ, ବାଲୁଗାଁ, ରମ୍ଭା, ସାତପଡ଼ା ସହ ଚିଲିକାରେ ପକ୍ଷୀଙ୍କ ଗଣତି ଲାଗି ୨୧ଟି…

ଜାନୁଆରୀ ୮ରୁ ଅନ୍ତର୍ଜାତୀୟ ଚିଲିକା…

ପୁରୀ: ପକ୍ଷୀ ପ୍ରେମୀଙ୍କ ପାଇଁ ଖୁସି ଖବର। ଜାନୁଆରୀ ୮ ରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ଅନ୍ତର୍ଜାତୀୟ ଚିଲିକା ପକ୍ଷୀ ମେଳା। ଏହି ଚିଲିକା ପକ୍ଷୀ ମେଳା ଜାନୁଆରୀ ୧୦ ଯାଏଁ ଚାଲିବ। ଏହି ମେଳାରେ ୪୫୦ରୁ ଅଧିକ ପ୍ରଜାତିର ଲକ୍ଷାଧିକ ଦେଶୀ ଓ ବିଦେଶୀ ପକ୍ଷୀ ଦେଖିବାର ସୁଯୋଗ ମିଳିବ। ଜଙ୍ଗଲ ଓ ପରିବେଶ…

ଚିଲିକା: ପର୍ଯ୍ୟଟକଙ୍କ ପାଇଁ ପ୍ରଚଳିତ…

ପୁରୀ : ପର୍ଯ୍ଯଟକଙ୍କ ପାଇଁ ପ୍ରଚଳିତ ହେବ ମୋବାଇଲ ଆପ୍ ।ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବାରୁ ଚିଲିକା ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ଯେପରି ଭଲ ଅନୁଭୂତି ନେଇ ଫେରିବେ, ଏଥିପାଇଁ ଜିଲ୍ଲାପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି। ଚିଲିକାର ପ୍ରକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଆସିବା…

ଚିଲିକା ଓ ଅଂଶୁପା ପାଇଁ ମିଳିଛି ୪.୭…

ଭୁବନେଶ୍ୱର: ପର୍ଯ୍ୟଟନସ୍ଥଳର ବିକାଶ ପାଇଁ କେନ୍ଦ୍ରରୁ ଅନୁଦାନ। ଚିଲିକା ଓ ଅଂଶୁପା ହ୍ରଦର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୪.୭ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି।…