Odisha Link
Bridging the Missing Links in Odisha
Browsing Tag

Chilika

ମଝି ଚିଲିକାରେ ଅଟକିଲା ଡଙ୍ଗା

କୃଷ୍ଣପ୍ରସାଦ: ମଝି ଚିଲିକାରେ ଯାତ୍ରୀବାହୀ ଡଙ୍ଗାରେ ଫସି ରହିଛନ୍ତି ୫୦ରୁ ଉର୍ଦ୍ଧ୍ବ ଯାତ୍ରୀ। ସେମାନଙ୍କ ମଧ୍ୟରେ ୩୦ଜଣ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଥିବା ଜଣାପଡିଛି। ଜହ୍ନିକୁଦାଠାରୁ ସାତପଡ଼ା ଅଭିମୁଖେ ଯାଉଥିଲା ଯାତ୍ରୀବାହୀ ଡଙ୍ଗା। ଡଙ୍ଗାର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗା ଅଟିକିଥିବା ସୂଚନା…

ଚିଲିକାରେ ଫସିଲା ଭସାପୋଲ

ଚିଲିକା: ଚିଲିକା ମଝିରେ ଫସି ଅଟକି ରହିଛି ଭସାପୋଲ। ପ୍ରବଳ ବର୍ଷା ଯୋଗୁଁ ଚାନେଲରୁ ବାହାରି ଯାଇଥିବା ନେଇ ସୂଚନା ମିଳିଛି। ଭସାପୋଲରେ ୭୦ରୁ ୮୦ ଜଣ ଯାତ୍ରୀ ଫସି ରହିଛନ୍ତି। ପୋଲରେ ଗୋଟିଏ ବସ୍‌ ସହ କିଛି ବାଇକ୍‌ ମଧ୍ୟ ଫସି ରହିଛି। ଚାନେଲରୁ ବାହାରି ଯାଇଥିବାରୁ ଆସିପାରୁନଥିବା ସୂଚନା ମିଳିଛି।…

ଚିଲିକାରେ ଡଙ୍ଗା ଯାଞ୍ଚ ପ୍ରକ୍ରିୟା…

ଖୋର୍ଦ୍ଧା: ଚିଲିକାରେ ଡଙ୍ଗା ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଚନ୍ଦ୍ରାପୁଟରୁ ସମସ୍ତ ଡଙ୍ଗାର ଫିଟନେସ୍‌ ସହ କାଗଜପତ୍ର ଯାଞ୍ଚ ହେବ। ମତ୍ସ୍ୟ ବିଭାଗର ଡିଏଫଓଙ୍କ ନେତୃତ୍ବରେ ଯାଞ୍ଚ କାମ ଚାଲିଛି। ଚିଲିକା ମଝିରେ ଡଙ୍ଗା ବୁଡ଼ିବା ପରେ ଜିଲ୍ଲା ପ୍ରଶାସନର ତତ୍ପରତା ଦେଖା ଦେଇଛି। ସୂଚନାଯୋଗ୍ୟ ଯେ, ଗତ ୨…

କୁହୁଡ଼ି ପାଇଁ ମଝି ଚିଲିକାରେ ଫସିଲା…

କୃଷ୍ଣପ୍ରସାଦ: କୁହୁଡ଼ି ଯୋଗୁଁ ଚିଲିକାରେ ପ୍ରାୟ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଏକ ଯାତ୍ରୀବାହୀ ଡଙ୍ଗା ଫସି ରହିଲା । ଡଙ୍ଗାଟି ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିବାବେଳେ ଘନ କୁହୁଡ଼ି ଯୋଗୁ ନାଉରିଆ ବାଟ ଜାଣି ନ ପାରିବାରୁ ଡଙ୍ଗାଟି ଚିଲିକା ମଝିରେ ଫସି ଯାଇଥିଲା। କୁହୁଡ଼ି ଛାଡ଼ିବା ପରେ ଡଙ୍ଗାଟି…

ପୁରୀରୁ ଚିଲିକା ପର୍ଯ୍ୟନ୍ତ ସଚେତନତା…

ପୁରୀ: ଆଧୁନିକ ଯୁଗରେ ପରିବେଶର ପ୍ରଦୂଷଣ ଯୋଗୁଁ ପ୍ରାକୃତିକ ସୌନ୍ଦର୍ଯ୍ୟର ଅବକ୍ଷୟ ହେଉଛି। ପରିବେଶର ସୁରକ୍ଷା ସହ ବେଳା ଭୂମି, କଇଁଛ ଓ ସମୁଦ୍ର କୂଳିଆ ଜଙ୍ଗଲର ସୁରକ୍ଷା ନିମନ୍ତେ ଆଜି ପୁରୀ ବେଳା ଭୂମିରୁ ଚିକିଲା ପର୍ଯ୍ୟନ୍ତ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଛି। ଆଜି ସକାଳେ ପୁରୀ ବେଳା ଭୂମିରେ…

ଚିଲିକାରେ ଘୂର୍ଣ୍ଣିବାୟୁ

ବାଲୁଗାଁ: ଗତକାଲି ସଂନ୍ଧ୍ୟାରେ ଚିଲିକା ଜଳରାଶି ଉପରେ କିଛି ସମୟ ପାଇଁ ଘୂର୍ଣ୍ଣିବାୟୁ ସୃଷ୍ଟି ହୋଇଥିଲା। କିଛି ଲୋକ ଏହି ଦୃଶ୍ୟକୁ ମୋବାଇଲ୍‌ରେ କଏଦ୍‌ କରିଥିବା ଜଣାପଡ଼ିଛି। କାଳିଜାଈ ଓ ଜଟିଆନାଶୀ ମଝିରେ ପ୍ରାୟ ୧୫ ମିନିଟ ଧରି ବାୟୁମଣ୍ଡଳରେ ଏହି ଘୂର୍ଣ୍ଣିବାୟୁ ଦେଖିବାକୁ ମିଳିଥିଲା। ଏହି…

ଚିଲିକା କୂଳରେ ମାଲେସିଆ ଜାହାଜ : ତେଲ…

ଭୁବନେଶ୍ବର : ଚିଲିକା ପ୍ରତି ବିପଦ ସୃଷ୍ଟି କରିଛି ମାଲେସିଆ ଜାହାଜ। ବିଶେଷ କରି ଜାହାଜରେ ଥିବା ୩୩ ହଜାର ଲିଟର ତେଲ ଲିକ ହେବାର ସମ୍ଭାବନା ଥିବାରୁ ଏହାକୁ ନେଇ ବଢିଯାଇଛି ଚିନ୍ତା। ପରିବେଶବିତ ଏ ନେଇ ଚିନ୍ତା ପ୍ରକଟ କରିଛନ୍ତି। ପରିବେଶବିତ ରଞ୍ଜନ ପଣ୍ଡା କହିଛନ୍ତି, ଜୈବ ବିବିଧତା ଉପରେ ଏହାର…

ଜାହାଜରୁ ତେଲ ଲିକ ସମ୍ଭାବନା କମ: ସିଡିଏ

ଚିଲିକା : ମାଲେସିଆ ଜାହାଜରୁ ତେଲ ଲିକ ସମ୍ଭାବନା କମ ଅଛି। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ନନ୍ଦ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବଙ୍ଗୋପସାଗରରେ ଥିବା ଜାହାଜଟି ଓଡ଼ିଶା ଜଳରାଶିରେ ଅଛି। ପୁରୀ ଜିଲ୍ଲାପାଳ ସମ୍ପୃକ୍ତ ମାଲେସୀୟ ଜାହାଜ ଉପରେ ନଜର ରଖିଛନ୍ତି।…

ଚିଲିକା ପାଇଁ ୧୫୮ କୋଟି

ଭୁବନେଶ୍ୱର : ରାଜ୍ୟର ପ୍ରମୁଖ ୩ଟି ଆର୍ଦ୍ରଭୂମି ପାଇଁ ବିଭିନ୍ନ ଯୋଜନାକୁ ଅନୁମୋଦନ କରାଯାଇଛି। ରାଜ୍ୟ ଆର୍ଦ୍ରଭୂମି ପ୍ରାଧିକରଣ ବୈଠକରେ ବିଭିନ୍ନ ଯୋଜନାକୁ ମଞ୍ଜୁରୀ ମିଳିଛି। ଏହି ଅବସରରେ ଚିଲିକା ହ୍ରଦର ସମନ୍ୱିତ ପରିଚାଳନା ପାଇଁ ୧୫୮ କୋଟିର ବ୍ୟୟ ଅଟକଳ କରାଯାଇଛି। ଏହା ଦ୍ୱାରା ଚିଲିକା…

ଛିଡ଼ୁନି ବିଜେଡି ଗଣିତ- ଚିଲିକା,…

ଭୁବନେଶ୍ବର: ବିଧାନସଭା ନିର୍ବାଚନ ଲାଗି ଆଜି ବିଜୁ ଜନତା ଦଳର ପଞ୍ଚମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିବା ବେଳେ ଖୋର୍ଦ୍ଧା, ଚିଲିକା ଓ ବୋଲଗଡ଼-ବେଗୁନିଆ ଲାଗି ପ୍ରାର୍ଥୀ ଏଯାଏଁ ଘୋଷଣା ହୋଇନାହିଁ। ଏହି ତିନି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ପରିବର୍ତ୍ତନ ହେବାର ଆଭାସ ମିଳୁଥିବା ବେଳେ କିଏ ପ୍ରାର୍ଥୀ…